ଫେରିବକି ଚିଟଫଣ୍ଡ ଟଙ୍କା

18

ଚିଟଫଣ୍ଡ୍ କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରେ ଏବେ ଆଶଙ୍କା ସୃଷ୍ଟି ହୋଇଛି କି ସେମାନେ ତାଙ୍କ ଟଙ୍କା ଆଉ ଫେରି ପାଇବେ ନାହିଁ  । କାରଣ ଚିଟଫଣ୍ଡ ଟଙ୍କା ଫେରିବା ପାଇଁ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି , ଯେଉଁ ତଦନ୍ତ କମିଶନ ଗଢା ଯାଇଛି ସେଥିରେ ଖିଲାପ ହୋଇପାରେ । କାରଣ ଚିଟଫଣ୍ଡ୍ ପାଇଁ ଜଣେ ଅବସରପ୍ରାପ୍ତ ଚିଫ୍ ଜଷ୍ଟିସ ଏମ୍ ଏମ୍ ଦାସଙ୍କୁ ଯେଉଁ ଦାୟୀତ୍ୱ ଦିଆ ଯାଇଛି ସେ କହିଛନ୍ତି ଟଙ୍କା ଫେରାଇବା ଦାୟୀତ୍ୱ ସରକାରଙ୍କ ନୁହେଁ  । ଆଉ ଲୋଭ ଖାଇଯାଇଛି ଜମାକାରୀଙ୍କ ଟଙ୍କା  ।  ଆଉ ଏଭଳି ଏକ ବିବାଦୀୟ ବୟାନ୍ ପରେ ଏବେ କାଠଗଡାରେ ଛିଡା ହୋଇଛନ୍ତି ଜଷ୍ଟିସ୍  । ତେବେ ଏ ସଂପର୍କରେ ବିଶେଷ ବିତର୍କ ଦେଖନ୍ତୁ ଆଜିର ବିଗ୍ ଡିବେଟରେ : –