ସିବିଆଇ ଉପରେ ଅସନ୍ତୁଷ୍ଟ ସାମାଜିକ କର୍ମୀ

0

ଭୁବନେଶ୍ୱର : ଚିଟଫଣ୍ଡ ଦୁର୍ନିତିରେ ସିବିଆଇ ତାର ତଦନ୍ତରେ ଶିଥିଳତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସିଭିଲ ସୋସାଇଟି ପକ୍ଷରୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏଥିରେ ସାମାଜିକ କର୍ମୀ ମାନବଧିକାର କର୍ମୀ ସାମିଲ ହୋଇଛନ୍ତି । ଆନେ୍ଦାଳନକାରୀମାନେ ସିବିଆଇର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ।

Comments are closed.