କେନ୍ଦୁଝରରୁ ଦାଦନ ଖଟିବାକୁ ଯାଇଥିବା ୧୮ ଶିଶୁ ଶ୍ରମିକ ଦିଲ୍ଲୀରୁ ଉଦ୍ଧାର

21

କନକ ବ୍ୟୁରୋ : କେନ୍ଦୁଝରରୁ ଦାଦନ ଖଟିବାକୁ ଯାଇଥିବା ୧୮ ଶିଶୁ ଶ୍ରମିକଙ୍କୁ ଦିଲ୍ଲୀରୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୧୫ ନାବାଳିକା ଓ ୩ ନାବାଳକ ଅଛନ୍ତି । ସିଡବ୍ଲ୍ୟୁସି ଓ ଶ୍ରମବିଭାଗ ଏମାନଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଶିଶୁମାନେ ବାଂଶପାଳ ବ୍ଲକ ନିପୋ ଗାଁ । ମିଠା ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିବାବେଳେ ସେମାନଙ୍କୁ ବିଭିନ୍ନ ଲୋକ ଘରେ କାମ କରାଉଥିଲେ ।