ଶେଷ ହେଲା ଛେରାପହଁରା : ଆଉ କିଛି ସମୟ ପରେ ଆରମ୍ଭ ହେବ ରଥ ଟଣା

16

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶେଷ ହୋଇଛି ତିନି ରଥର ଛେରାପହଁରା । ଛେରାପହଁରା କଲେ ଗଜପତି ମହାରାଜା । ଆଉ କିଛି ସମୟ ପରେ ଆରମ୍ଭ ହେବ ରଥ ଟଣା।