ଛତିଶଗଡ ପୁଲିସର ଏନକାଉଂଟର : ଦାନ୍ତେୱାଡାର କାଚେଗଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ

17

କନକ ବ୍ୟୁରୋ : ଛତିଶଗଡରେ ପୁଲିସ ଏନକାଉଂଟର । ଦାନ୍ତେୱାଡାର କାଚେଗଡରେ ପୁଲିସ ଏନକାଉଂଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମାଓବାଦୀ ଅଛନ୍ତି । ସେମାନଙ୍କ ନିକଟରୁ ୩ଟି ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି ।