ଭୁଶୁଡୁଛି ଲାଲଗଡ : ଝାଡଖଣ୍ଡ ଲାହୋରଦାଗାରେ ଦୁଇ ହାଡର୍କୋର ମାଓବାଦୀଙ୍କ ଆତ୍ମସମର୍ପଣ

29

କନକ ବ୍ୟୁରୋ : ଭୁଶୁଡୁଛି ଲାଲଗଡ । ଝାରଖଣ୍ଡ ଲାହୋରରେ ଦୁଇ କୁଖ୍ୟାତ୍ ମାଓବାଦୀ ଅତ୍ମସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ଦୁଇ ହାର୍ଡକୋର ମାଓବାଦୀ ହେଉଛନ୍ତି, ନକୁଳ ଯାଦବ ଓ ମଦନ ଯାଦବ । ମାଓବାଦୀ ନକୁଳ ନାଁରେ ୨୫ ଲକ୍ଷ୍ୟଟଙ୍କାର ପୁରସ୍କାର ଥିବା ଜଣାପଡିଛି । ଏମାନେ ବହୁ ହିଂସାକାଣ୍ଡରେ ସଂପୃକ୍ତ ଅଛନ୍ତି ।