ଗ୍ରାଉଣ୍ଡ ଜିରୋରେ ପହଁଚିଲା କନକ ନ୍ୟୁଜ୍ : ଛତିଶଗଡ ମହାନଦୀ ବ୍ୟାରେଜ ସ୍ଥଳରେ ପରଖିଲା ସ୍ଥିତି

21

କନକ ବ୍ୟୁରୋ : ମହାନଦୀରେ ଛତିଶଗଡ଼ର ଯେଉଁ ବ୍ୟାରେଜକୁ ନେଇ ରାଜ୍ୟରେ ରାଜନୀତି ଉଠୁଛି ପଡୁଛି, ସେହି ଅଂଚଳରେ ପ୍ରଥମେ ପହଁଚିଛି କନକ ନ୍ୟୁଜ୍ ବିଜେଡି ୧୫ଟି ଜିଲ୍ଲାରେ ବିକ୍ଷୋଭ ଆରମ୍ଭ କରିଛି, ହେଲେ ଶାସକ ଦଳର କୌଣସି ପ୍ରତିନିଧି ଏପର୍ଯ୍ୟନ୍ତ ସେଠାରେ ପହଁଚି ପ୍ରକୃତ ଘଟଣା ପରଖି ନାହାନ୍ତି । ଦୁଇ ଜଣ ଯନ୍ତ୍ରୀ ସେଠାକୁ ଯିବାର କାର୍ଯ୍ୟକ୍ରମ ମଧ୍ୟ ଶେଷ ମୁହୂର୍ତରେ ବାତିଲ ହୋଇଛି । ବିରୋଧୀ ଦଳ ଆଜି ପହଁଚିବେ ଛତିଶଗଡ଼ ବ୍ୟାରେଜ ନିର୍ମାଣ ସ୍ଥଳରେ ।