ନବୀନଙ୍କୁ ଛତିିଶଗଡ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାଲେଞ୍ଜ୍ ! ମହାନଦୀର ପ୍ରତ୍ୟେକ ବୁନ୍ଦା ପାଣି ଉପରେ ଆମ ଅଧିକାର

19

କନକ ବ୍ୟୁରୋ : ନବୀନଙ୍କୁ ରମଣ ସିଂଙ୍କ ଚ୍ୟାଲେଞ୍ଜ । ମହାନଦୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ । କହିଛନ୍ତି କୌଣସି ପରିସ୍ଥିତିରେ କାମ ଅଟକିବ ନାହିଁ । ପ୍ରତି ବିନ୍ଦୁ ଉପରେ ଆମର ଅଧିକାର ଅଛି । ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ କାମ ପୂର୍ବଭଳି ଜାରି ରହିବ ।

ଏହା ସହ ମହାନଦୀ ପାଇଁ ଲୋକସଭାରେ ମହାବିତର୍କ