ପୂଜା ରିଲିଜରେ “ ଛାତି ତଳେ ଡିଂ ଡଙ୍ଗ୍ ” କଲା ଧମାକା : ମଧୁର ଗୀତରେ ଝୁମିଲେ ଦର୍ଶକ

2

ପୂଜା ବଜାରରେ ଆଜି ରିଲିଜ୍ ହୋଇଛି ଓଲିଉଡର ଚର୍ଚ୍ଚିତ ଫିଲ୍ମ “ ଛାତି ତଳେ ଡିଂ ଡଙ୍ଗ୍ ” । ପ୍ରଥମ ଦିନରେ ସବୁ ହଲରେ ହାଉସଫୁଲ୍ । ସବ୍ୟସାଚୀ-ଅର୍ଚ୍ଚିତା ଓ ବର୍ଷାଙ୍କ ଅଭିନୟ ସାଙ୍ଗକୁ ଶକ୍ତି କପୁରଙ୍କ ନେଗେଟିଭ୍ ରୋଲକୁ ପସନ୍ଦ କରିଛନ୍ତି ଦର୍ଶକ । ତେବେ ଦର୍ଶକଙ୍କୁ ସବୁଠୁ ଅଧିକ ଭଲ ଲାଗିଛି ଫିଲ୍ମର ଗୀତ ।

ଦେଖନ୍ତୁ ଏହି ଭିଡିଓ –

Comments are closed.