ଧରାପଡିଲା ମିଷ୍ଟର ୪୨୦ ! କମିଶନରେଟ୍ ପୁଲିସ ପାଇଁ ଥିଲା ମୋଷ୍ଟ ୱାଂଟେଡ୍

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରୁ ଗିରଫ ହେଲା ମିଷ୍ଟର ୪୨୦ । ବୃଦ୍ଧାଶ୍ରମ ଓ ମେଡିକାଲ ସିଟ୍ କରାଇଦେବା ନାଁରେ ୩୦ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ପାଖାପାଖି ୧୦ରୁ ଅଧିକ ଲୋକଙ୍କୁ ଠକି ଫେରାର ଥିବା ଏହି ଠକକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି ।