ଭାରତରେ ହାର୍ଲି ଡେଭିଡସନ ଏବଂ ରୟାଲ ଏନଫିଲ୍ଡକୁ ବି ପଛରେ ପକାଇଛି ଏହି ବାଇକ ! ପାୱାର ଏବଂ ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

84

ଯଦି ଆପଣଙ୍କୁ କ୍ରୁଜର ବାଇକ ପସନ୍ଦ ଅଛି ଏବଂ ଆପଣ କ୍ରୁଜର ବାଇକ କିଣିବା ପାଇଁ ଭାବୁଛନ୍ତି ତେବେ ଆଜି ଆମେ ଆପମଙ୍କୁ ଭାରତରେ ମିଳୁଥିବା ସସ୍ତା କ୍ରୁଜର ବାଇକ ବିଷୟରେ କହିବାକୁ ଯାଉଛୁ ।

କ୍ରୁଜର ବାଇକର କଥା ଉଠିଲେ ପ୍ରଥମେ ସମସ୍ତଙ୍କ ନଜର ହାର୍ଲେ ଡେଭିଡସନର ନା ସମ୍ନାକୁ ଆସିଥାଏ । କିନ୍ତୁ କିଛି ଲୋକଙ୍କ ପାଖରେ ଅର୍ଥ କମ ଥିବାରୁ ସେମାନେ କମ ଦାମ ଥିବା ରୟାଲ ଏନ୍ଫିଲ୍ଡି ଭଳି କ୍ରୁଜର ବାଇକ କିଣିଦେଇଥାନ୍ତି । ତେବେ ଆମେ ଆପଣଙ୍କୁ ଏପରି ଏକ ବାଇକ ବିଷୟରେ କହିବାକୁ ଯାଉଛୁ ଯାହା କି, ହାର୍ଲି ଡେଭିଡସନକୁ ବି ମାତ ଦେଉଛି । ସବୁଠାରୁ ବଡ କଥା ହେଲା ଏହି ଗାଡିର ଦାମ ରୟାଲ ଏନଫିଲ୍ଡ କ୍ରୁଜର ବାଇକ ଠାରୁ ବି ସସ୍ତା ରହିଛି ।
ଭାରତର ସବୁଠାରୁ ସସ୍ତା ବାଇକ ସୁଜୁକୁ ଇଂଟ୍ରଡର କ୍ରୁଜର ବାଇକ ମଧ୍ୟରେ ସବୁଠାରୁ ସସ୍ତା ରହିଛି । ଏହା ସସ୍ତା ହେବା ସହିତ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଅଟେ । ଯଦି ଆମେ ଏହାର ଇଂଜିନ ଏବଂ ପାୱାର ବିଷୟରେ କହିବା ତେବେ ସଜୁକି ଇଂଟ୍ରଡରରେ ୧୫୫ ସିସିର ପେଟ୍ରୋଲ ଚାଳିତ ଇଞ୍ଜିନ ଦିଆଯାଇଛି । ଏଥି ସହିତ ୧୪.୬ ବିଏଚପି ଯୁକ୍ତ ପାୱାର ଏବଂ ୫ ସ୍ପିଡ ଗିୟର ବକ୍ସ ଏଥିରେ ସାମିଲ ରହିଛି । ଏଥିସହିତ ଯଦି ଆମେ ସୁରକ୍ଷାର କଥା କହିବା ତେବେ ଏଥିରେ ଏବିଏସ ମଧ୍ୟ ଦିଆଯାଇଛି । ଏହି ବାଇକ କ୍ରୁଜର ବାଇକ ଗୁଡିକୁ ଦେଖି ତିଆରି କରାଯାଇଛି ।

ବାଇକର ମୂଲ୍ୟ :

ମୂଲ୍ୟର କଥା କୁହାଯିବ ତ, ଏହି ବାଇକର ପ୍ରାରମ୍ଭ୍ଖଳ ମୂଲ୍ୟ ସୋରୁମରେ ପ୍ରାୟ ୯୯,୯୯୫ ଟଙ୍କା ରହିଛି । ଭାରତରେ ଏହି ବାଇକର ମୁକାବିଲା ବାଜାଜ ଆଭେଞ୍ଜର ୧୮୦ ସହ ହୋଇଥାଏ । ଏହି ବାଇକରେ ୧୮୦ ସିସିର ଡିଟିଏସ-ଆଇ ଇଞ୍ଜିନ ଦିଆଯାଇଛି ଯାହାକି, ୧୫.୩ ବିଏଚପି ପାୱାର ସହିତ ୧୩.୭ ନ୍ୟୁଟନ ମିଟରର ଟାର୍କ ଜେନେରେଟର କରିଥାଏ । ତେବେ ଯଦି ଆମେ ଏହି ବାଇକର ଏକ୍ସ- ସୋରୁମ୍ ମୂଲ୍ୟ ଦେଖିବା ତେବେ ଏହାର ମୂଲ୍ୟ ମାତ୍ର ୮୬,୮୨୯ ଟଙ୍କା ରହିଛି ।