ଆରମ୍ଭ ହେଲା କାଳିଆ ଠାକୁରଙ୍କ ରଥଟଣା : ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ

29

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆରମ୍ଭ ହେଲା କାଳିଆ ଠାକୁରଙ୍କ ରଥଟଣା, ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ ।ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି କାଳିଆ ଠାକୁର ।