ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ : ୩୧ ଜଣ ଆଇପିଏସ୍ ଓ ଜଣେ ବରିଷ୍ଠ ଓପିଏସଙ୍କ ବଦଳି

37

କନକ ବ୍ୟୁରୋ : ରାଜ୍ୟରେ ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ମୋଟ ୩୧ ଜଣ ଆଇପିଏସ୍ ଏବଂ ଜଣେ ବରିଷ୍ଠ ଓପିଏସଙ୍କ ବଦଳି ହୋଇଛି । ଅଖିଳେଶ ସିଂ କଟକ ଡିସିପି ହୋଇଥିବା ବେଳେ କବିତା ଜଲାନ ରାଉରକେଲା ଡିଆଇଜି ହୋଇଛନ୍ତି ।

ସେହିପରି ଦକ୍ଷିଣାଂଚଳ ଆଇଜି ପଦବୀରୁ ଅମିତାଭ ଠାକୁରଙ୍କୁ ବଦଳି କରାଯାଇ ପୋଲିସ୍ ଆଧୁନୀକିକରଣର ଆଇଜି ଦାୟିତ୍ୱ ଦିଆଯାଇଛି । ସେହିପରି ଧନଶ୍ୟାମ ଉପାଧ୍ୟାୟ ଦକ୍ଷିଣାଂଚଳ ଆଇଜି ଓ ସୁଶାନ୍ତ କୁମାର ନାଥ ଉତ୍ତରାଂଚଳ ଆଇଜି ହୋଇଛନ୍ତି । ବରିଷ୍ଠ ଆଇପିଏସ ରାଧାକିଷନ ଶର୍ମା ।

ଦେଖନ୍ତୁ ଏହି ଭିଡ଼ିଓ –