ଅତନୁ ସବ୍ୟସାଚୀ ନାୟକଙ୍କ ଇସ୍ତଫା ପରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ନେଲେ ପ୍ରଦୀପ ଅମାତ୍

40

ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଇସ୍ତଫା ପରେ ମନ୍ତ୍ରୀ ମଣ୍ଡଳରେ ନୂଆ ଦାୟିତ୍ୱ । ପ୍ରଦୀପ ଅମାତ୍ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବିକ୍ରମ ଆରୁଖ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ  ।