ସେକ୍ସ ସୌଦାଗର ସୁନୀଲ୍ ମେହେର ନାଁ ରେ ଆଉ ଏକ ଚାର୍ଜସିଟ ଦାଖଲ କଲା ଚନ୍ଦ୍ରଶେଖରପୁର ପୁଲିସ୍

90

ସୁନୀଲ ମେହେରର ସହ ବିଦେଶୀ ଯୁବତୀ ଲିଙ୍କ ମାମଲା । ସେକ୍ସର ଏହି ସୌଦାଗରଙ୍କ ନାଁରେ ଆଉ ଏକ ଚାର୍ଜସିଟ ଦାଖଲ କଲା ଚନ୍ଦ୍ରଶେଖରପୁର ପୁଲିସ୍ । ୯୦ ପୃଷ୍ଠାର ଏହି ଚାର୍ଜ ସିଟରେ ୨୦ଜଣ ସାକ୍ଷୀଙ୍କ ନାଁ ରହିଛି । ଏହା ସହ ଦଲାଲ ସୋମେଶ ପଣ୍ଡାଙ୍କ ନାଁ ମଧ୍ୟ ଏହି ଚାର୍ଜ ସିଟରେ ଉଲ୍ଲେଖ ରହିଛି ।