ଚାନ୍ଦପୁର ଗଣହତ୍ୟା ଘଟଣା : ଧରାପଡିଲେ ହତ୍ୟାକାରୀ

26

ଚାନ୍ଦପୁର : ନୟାଗଡ ଚାନ୍ଦପୁରରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଂଚ୍ । ଗିରଫ ଅଭିଯୁକ୍ତମାନେ ଗଂଜାମ ଓ ଯାଜପୁର ଜିଲ୍ଳାର । ୨୦୧୪ ସେପଟେମ୍ବର ୬ରେ ହତ୍ୟାକାଣ୍ଡ ହୋଇଥିଲା । ଘଟଣାରେ ୫ ଜଣ ସଂପୃକ୍ତି ଥିବା ବେଳେ ପୂର୍ବରୁ ଜଣକର ମୃତ୍ୟୁ ହୋଇଥିଲା । ଆଉ ୪ ଜଣଙ୍କୁ ଆଜି ପୁଲିସ ଗିରଫ କରିଛି ।