ଆଇନଜୀବୀ ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲା ! ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ

30

କନକ ବ୍ୟୁରୋ : ଆଇନଜୀବୀ ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ମିଳିଛି ସଫଳତା । ତେବେ ବିଭିନ୍ନ ସ୍ଥାନରେ ଚଢାଉ କରି ପୁରୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗା, କାଳିଆ ଓ କପିଳା ।

ଗତ ୮ ତାରିଖ ସନ୍ଧ୍ୟାରେ ମାରଣାସ୍ତ୍ରରେ ଆକ୍ରମଣ କରି ଚନ୍ଦନଙ୍କ ହୋଟେଲ ସାଇ କୁଟୀର ଗେଟ୍ ନିକଟରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହା ସହ ଦେଖନ୍ତୁ ଏହି ଭିଡିଓ :