ଦବୁଛି ଚାନ୍ଦବାଲି ସେତୁ : ନିର୍ମାଣର ୧୦ ବର୍ଷ ପରେବି ରକ୍ଷଣାବେକ୍ଷଣର ଅଭାବ

22

କନକ ବ୍ୟୁରୋ : ବିପଦପୂର୍ଣ୍ଣ ଅବସ୍ଥାରେ ଚାନ୍ଦବାଲି ସେତୁ। ବୈତରଣୀ ନଦୀ ଉପରେ ନିର୍ମାଣ ଏହି ପୋଲଟି ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟରେ ସମ୍ପର୍କର ସେତୁ କହିଲେ ଭୁଲ ହେବ ନାହିଁ। କିନ୍ତୁ ନିର୍ମାଣର ଦୀର୍ଘ ୧୦ବର୍ଷ ବିତି ଯାଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଏହା ବିପଦସଂକୁଳ ହୋଇ ପଡିଛି ।

ନଦୀ ମଧ୍ୟରେ ୨ଟି ପିଲାର୍ ମାଧ୍ୟମରେ ନିର୍ମିତ ଏହି ସେତୁ କ୍ରମଶଃ ଦବିବାରେ ଲାଗିଛି। ଚାନ୍ଦବାଲି ବନ୍ୟା ପ୍ଳାବିତ ଅଂଚଳ ହୋଇଥିବାରୁ କେଉଁ ମୂହର୍ତରେ ଏହା ନଦୀକୁ ପଡିଯିବ କହି ହେଉନାହିଁ । ଦେଖନ୍ତୁ ଏହି ଭିଡିଓ –