ଆଜି ଶ୍ରୀବିଗ୍ରହଙ୍କ ଚକାବିଜେ !

31

କନକ ବ୍ୟୁରୋ : ଅଣସରବାସରେ ଥିବା ଶ୍ରୀବିଗ୍ରହମାନେ ଆଜି ଚକା ବିଜେ ହେବାକୁ ଯାଉଛନ୍ତି । ଚଦୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ଡିରେ ଚକା ଉପରେ ଅଧିଷ୍ଠିତ ହେବେ । ପୂର୍ବରୁ ଶଯ୍ୟାଶାୟୀ ଥିବା ଶ୍ରୀବିଗ୍ରହ ଚକା ଉପରେ ଅବସ୍ତାନ କରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ ନିର୍ଘଣ୍ଟ ହୋଇଛି ।