ଆଜି ପହିଲି ରଜ : ଗାଁରୁ ସହର ସବୁଠି ଉତ୍ସବର ପରିବେଶ ,ଦୋଳି, ପାନ ଓ ପିଠାର ମହକ

103

କନକ ବ୍ୟୁରୋ : ଆଜି ପହିଲି ରଜ । ଗାଁରୁ ସହର, ପଲ୍ଲୀରୁ ଦିଲ୍ଲୀ , ସବୁଠି ଉତ୍ସବର ମାହୋଲ୍ । ପିଲା, ବୁଢା ସମସ୍ତେ ପାଳୁଛନ୍ତି ଏହି ପାରମ୍ପରିକ ପର୍ବ । ରଜରେ ସଜବାଜ ହୋଇ ଝିଅମାନେ ଦୋଳି ଖେଳରେ ମସଗୁଲ୍ । ରଜ ଦୋଳି ସହ ଜମିଛି ପିଠାପଣା ଓ ପାନର ଆସର । ଏସବୁ ଭିତରେ ରଜ ମଉଜକୁ ଦ୍ୱିଗୁଣିତ କରିଛି ଦୁଇ ଦୁଇଟି ଓଲିଉଡ୍ ସିନେମା ।

ଦେଖନ୍ତୁ ଏହି ଭିଡିଓ –