ପଦାରେ ପଡିଲା ବଡ ଘର ବଡ ଗୁମର କଥା

2

ଦେବାଶୀଷ ସାମନ୍ତରାୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ଭାଇବୋହୁ ଶିଖା ସାମନ୍ତରାୟ , ଆଜି କନକ ନ୍ୟୁଜ୍ ଆଗରେ ତାଙ୍କ ନିର୍ଯ୍ୟାତନାର କାହାଣୀ ଶିଖା ବୟାନ କରିଛନ୍ତି , ତା୍ଙ୍କୁ କିଭଳି ଭାବରେ ନିର୍ଯ୍ୟାତନା ଦିଆଯାଉଥିଲା ଓ ଘରୁ ବାହିରି ଯିବାକୁ ବାରମ୍ବାର ଧମକ ଦିଆଯାଉଥିଲା, ବିଧାୟକଙ୍କ ବିରୋଧରେ ତାଙ୍କ ଭାଇବୋହୁ ସଙ୍ଗୀନ ଓ ଗୁରୁତର ଅଭିଯୋଗ ଆଣିଛନ୍ତି ।

Comments are closed.