ଭୁବନେଶ୍ୱର ନୟାପଲ୍ଲୀ ହତ୍ୟାକାଣ୍ଡ ଘଟଣା : ପୁଲିସ ହାତରେ ଲାଗିଲା ସୁରାକ୍

32

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭୁବନେଶ୍ୱର ନୟାପଲ୍ଲୀ ହତ୍ୟାକାଣ୍ଡ ଘଟଣା । ପୁଲିସ ହାତରେ ଲାଗିଲା ସୁରାକ୍ । ଅଭିଯୁକ୍ତ ହତ୍ୟାକାରୀ ସୀମାଂଚଳ ଜେନା । ପୂର୍ବରୁ ସୀମାଂଚଳ ନାଁରେ ଶେରଗଡ ଥାନାରେ ରହିଛି ମାମଲା । କାଲି ବିଳମ୍ବିତ ରାତିରେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା। ସିସିଟିଭିରେ କଏଦ ହୋଇଥିଲା ଭିଜୁଆଲ୍ ।