ସ୍ନାନ ବେଦୀରେ ଶ୍ରୀଜିଉଙ୍କୁ ସ୍ପର୍ଶ ପ୍ରସଙ୍ଗ : ଯାଂଚ ହେଲା ସିସିଟିଭି ଫୁଟେଜ୍

20

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସ୍ନାନ ବେଦୀରେ ଶ୍ରୀଜିଉଙ୍କୁ ସ୍ପର୍ଶ ପ୍ରସଙ୍ଗ । ଯାଂଚ ହେଲା ସିସିଟିଭି ଫୁଟେଜ୍ । ଗଣମାଧ୍ୟମକୁ ମଧ୍ୟ ମଗାଯାଇଛି ଫୁଟେଜ୍ । ଆଜି ଏନେଇ ଏସପି, ଜିଲ୍ଲାପାଳ ଓ ଶ୍ରୀ ମନ୍ଦିର ପ୍ରଶାସକଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିଛନ୍ତି  ।