ସିବିଏସଇ ପରୀକ୍ଷାଫଳ ବିଭ୍ରାଟ ! ସରିଲା ଆମରଣ ଅନଶନ, ଆଜିଠୁ ରିଲେ ଅନଶନ କରିବ ମହାସଂଘ

23

କନକ ବ୍ୟୁରୋ : ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ ନେଇ ସରିଲା ଆମରଣ ଅନଶନ । ଏବେ ଆରମ୍ଭ ହେବ ରିଲେ ଅନଶନ । ଆଜିଠୁ ରିଲେ ଅନଶନ କରୁଛି ଓଡିଶା ଅଭିଭାବକ ମହାସଂଘ । ଏହାରି ଭିତରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସିବାର ସମ୍ଭାବନା ରହିଛି । ତଦନ୍ତ ସରିଲାଯାଏଁ କେନ୍ଦ୍ରୀୟ ଦଳ ଓଡିଶା ଛାଡି ଯିବେ ନାହିଁ ବୋଲି ସୂଚନା ମିଳିଛି ।