ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲେ ସିବିଆଇ ଏସପି ରାଜୀବ ରଂଜନ

36

କନକ ବ୍ୟୁରୋ : ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି ସିବିଆଇ ଏସପି । ଆଜି ରାଜୀବ ରଂଜନ ପୁଲିସ ଡିଜି କେ.ବି ସିଂହଙ୍କୁ ଭେଟିଛନ୍ତି । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗତକାଲି ବିଜେଡିର ବିଧାୟକ, ସାଂସଦ ଓ ନବୀନ ନିବାସ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା ସିବିଆଇ । ଗତକାଲି ମାରାଥନ ଚଢାଉ କରିଥିବା ସିବିଆଇ ଏସପି ଆଜି ଡିଜିପିଙ୍କୁ ଭେଟିବା ପରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଜୋର ଧରିଛି ।

ଦେଖନ୍ତୁ ଏହି ଭିଡିଓ :