ସିବିଆଇ ସ୍କାନରରେ କଂଗ୍ରେସ ନେତା ପି.ଚିଦାମ୍ବରମ୍ ! ଚେନ୍ନାଇ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ

33

କନକ ବ୍ୟୁରୋ : ସିବିଆଇ ସ୍କାନରରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ । କଂଗ୍ରେସ ନେତା ପି.ଚିଦାମ୍ବରମ୍ ଓ ତାଙ୍କ ପୁଅ କାର୍ତି ଚିଦାମ୍ବରମଙ୍କ ଘରେ ଛାପା ମାରିଛନ୍ତି ସିବିଆଇ ଅଫିସର । ଆଜି ସକାଳୁ ସକାଳୁ ଚିଦାମ୍ବରମଙ୍କ ଚେନ୍ନାଇ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ କରିଛି ସିବିଆଇ ।