ଓଡ଼ିଶା ଅଲିମ୍ପିକ ଆସୋସିଏସନରେ ସିବିଆଇ ଚଢାଉ ! ଜମି ଜାଲିଆତି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଛାନଭିନ୍

34

କନକ ବ୍ୟୁରୋ: ଓଡ଼ିଶା ଅଲିମ୍ପିକ ଆସୋସିଏସନରେ ସିବିଆଇ ଚଢାଉ । ଓଡ଼ିଶା ଅଲିମ୍ପିକ ଜମି ଜାଲିଆତି ମାମଲାରେ ଚଢାଉ କରିଛି ସିବିଆଇ । ସେପଟେ ଏହି ସଂକ୍ରାନ୍ତରେ ଓଓଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଘରେ ମଧ୍ୟ ସିବିଆଇ ଟିମ୍ ଚଢାଉ ଜାରି ରଖିଛି । ଜମି ଜାଲିଆତି ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡିଛି । ରେଡ୍ କରି ଜମି ଜାଲିଆତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଚଢାଉ କରାଯାଇଥିବା ଜଣାପଡିିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –