ପାରାଦୀପ ପୋର୍ଟ ଟ୍ରଷ୍ଟରେ ସିବିଆଇ ରେଡ

23

ପାରାଦୀପ : ପାରାଦୀପ ପୋର୍ଟ ଟ୍ରଷ୍ଟରେ ସିବିଆଇର ଯାଂଚ । ସମୁଦ୍ର ମୁହାଣରେ ଡ୍ରେଜିଂ କାମରେ ଅନିୟମିତତା ନେଇ ସିବିଆଇ ଯାଂଚ କରିଥିବା ସୂଚନା ମିଳିଛି । ପିପିଟି ଭିଜିଲାନ୍ସ ଟିମ ଓ ସିବିଆଇ ପକ୍ଷରୁ ବନ୍ଦରରେ ମିଳିତ ଚଢାଉ କରାଯାଇଛି । ଯାଂଚ ପାଇଁ ଭୁବନେଶ୍ୱର ଭିଜିଲାନ୍ସର ୨ଟି ଟିମ ଯାଇଛି ।