ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ସିବିଆଇର ଜେରା

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଝାରପଡା ଜେଲରେ ସିବିଆଇର ଜେରା । ପ୍ରଶାନ୍ତଙ୍କ ଭାଇ ପ୍ରଭାତ ଓ ଶୁଭଙ୍କରକୁ ମଧ୍ୟ ଜେରା କରୁଛି ସିବିଆଇ । ସିବିଆଇର ସ୍ୱତନ୍ତ୍ର ଟିମ୍ କରୁଛି ପଚରାଉଚୁରା ।