ଚୋର ନା’ ମାନସିକ ରୋଗୀ ! ଗର୍ଲସ୍ ହଷ୍ଟେଲରୁ ଅନ୍ତବସ୍ତ୍ର ଚୋରୀ କରୁଥିବା ଯୁବକ

66

ଆପଣମାନେ ଅନେକ ଚୋର ବା ଚୋରୀର ନିଆରା କାହାଣୀ ଶୁଣିଥିବେ । କିନ୍ତୁ ଏ ଏମିତି ଏକ ଚୋର ଯାହା ବିଷୟରେ ଜାଣିଲେ ନା କେବଳ ଲଜ୍ଜା କରିବେ ବରଂ ଘୃଣା ମଧ୍ୟ କରିବେ । କାରଣ ବ୍ୟକ୍ତି ଜଣକ ମହିଳାଙ୍କ ଅନ୍ତବସ୍ତ୍ର ଚୋରୀ କରେ । ତାହା ପୁଣି ନିଜେ ମହିଳାମାନଙ୍କ ଅନ୍ତବସ୍ତ୍ର ପିନ୍ଧି । ବେଙ୍ଗାଲୁରୁର ଏକ ଘରୋଇ କଲେଜରେ ଘଟିଥିବା ଏହି ଲଜ୍ଜାଜନକ ଘଟଣାର ଏକ ଭିଡିଓ ଫୁଟେଜ ଏବେ ସାମ୍ନାକୁ ଆସିଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି , ଅର୍ଧନଗ୍ନ ଅବସ୍ଥାରେ ଜଣେ ବ୍ୟକ୍ତି ଉକ୍ତ କଲେଜ ହଷ୍ଟେଲର ଛାତକୁ ଲୁଚି ଛପି ପଶୁଛନ୍ତି । ତାପରେ ସେଠାରେ ଶୁଖା ଯାଇଥିବା କିଛି ଅନ୍ତବସ୍ତ୍ର ଚୋରୀ କରୁଛନ୍ତି । କଲେଜ ପ୍ରନ୍ସିପାଲଙ୍କ କହିବା ଅନୁଯାୟୀ ଦୀର୍ଘ ୬ ମାସ ହେବ ଅଭିଯୁକ୍ତ ଜଣକ ସେଠାରୁ ଅନ୍ତେବାସୀଙ୍କ ଅନ୍ତବସ୍ତ୍ର ଚୋରୀ କରୁଛି । କିନ୍ତୁ କେବେ ବି ଧରାପଡି ନାହିଁ । ଏନେଇ ପୁଲିସରେ ଅଭିଯୋଗ ମଧ୍ୟ କରାଯାଇଛି । ତେବେ ଅଭିଯୁକ୍ତ ଜଣକ ଏକ ମାନସିକ ରୋଗୀ ବୋଲି ଅନୁମାନ କରାଯାଉଛି ।

ଦେଖନ୍ତୁ ଏହି ଭିଡିଓ :

ଏହା ସହ ଦେଖନ୍ତୁ କେତେ ଜାଣନ୍ତି ପର୍ଣ୍ଣ ଇଣ୍ଡଷ୍ଟ୍ରୀ ବିଷୟରେ ! ଷ୍ଟାର୍ କହିଲେ ସିନେମା ପଛର ସତ