Browsing Category

ଦେଶ ବିଦେଶ

କୋହଳ ହେଲା ଚୀନରେ କୋଭିଡ କଟକଣା। ଖୋଲିଲା ସିଲ ସୀମା, ବନ୍ଦ ହେଲା କ୍ୱାରେଣ୍ଟିନ୍ ।

କନକ ବ୍ୟୁରୋ: ଚୀନରେ ମାଡିଚାଲିଛି କରୋନା । ଦେଶର ଅଧିକାଂଶ ଭାଗରେ ବ୍ୟାପିସାରିଲାଣି ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସ-ବି-ବି ଓ ଏହା ଉପପ୍ରଜାତି । ଏହା ଭିତରେ ଚୀନ ସରକାର ଜାନୁଆରୀ ୮ତାରିଖରୁ ଦୀର୍ଘ ୩ବର୍ଷ ହେବ ସିଲ ଥିବା ସୀମାକୁ ଖୋଲି ଦେଇଛନ୍ତି । ଏବେ ଦେଶରେ ସଂକ୍ରମଣ ବୃଦ୍ଧିର ଆଶଙ୍କା…
Read More...

ଭାରତ ଯୋଡ଼ୋ ଯାତ୍ରାରେ ଭଗବତ ଗୀତାର ତାତ୍ପର୍ଯ୍ୟ ବୁଝାଇଲେ କଂଗ୍ରେସ ସାଂସଦ। ଦଳୀୟକର୍ମୀଙ୍କୁ ଦେଲେ ସଫଳତାର ମନ୍ତ୍ର ।

କନକ ବ୍ୟୁରୋ: ଭାରତ ଯୋଡ଼ ଯାତ୍ରାକୁ ନେଇ ଯେତିକି ଚର୍ଚ୍ଚା । ସେତିକି ଚର୍ଚ୍ଚାରେ ରହୁଛନ୍ତି ଦଳର ସାଂସଦ ରାହୁଲ ଗାନ୍ଧୀ । ନିକଟରେ କୁରୁକ୍ଷେତ୍ରରେ ରାହୁଲ ଗାନ୍ଧୀ ଭଗବତ ଗୀତା ଉପରେ ଚର୍ଚ୍ଚା କରି ଏଭଳି କିଛି କଥା କହିଛନ୍ତି ଯାହା ବେଶ ଚର୍ଚ୍ଚା ସାଉଁଟୁଛି । ଭଗବତ ଗୀତାର ତାତ୍ପର୍ଯ୍ୟକୁ…
Read More...

ଧର୍ମାନ୍ତୀକରଣକୁ ନେଇ ସୁପ୍ରିମକୋର୍ଟ ବଡ ଟିପ୍ପଣୀ। କୋର୍ଟ କହିଲେ, ଗମ୍ଭୀର ପ୍ରସଙ୍ଗକୁ ନେଇ ନକରାଯାଉ ରାଜନୀତି।

କନକ ବ୍ୟୁରୋ: ଧର୍ମ ପରିବର୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଜଟିଳ ବିଷୟ ଏହାକୁ ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ବୟାନ ଦେଇଛନ୍ତି । ଧର୍ମ ପରିବର୍ତନକୁ ରାଜନୀତିରେ ସମ୍ପୃକ୍ତ କରିବା ଠିକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୂଚନା ଅନୁସାରେ ସୁପ୍ରିମକୋର୍ଟରେ ଏକ…
Read More...

କାଞ୍ଝିୱାଲା ମାମଲା: କାର ଚକାତଳେ ଫସିଥିବା ଦେଖି ମଧ୍ୟ ଅଭିଯୁକ୍ତ ଚଳାଇଥିଲେ ଗାଡି। କୋର୍ଟ ଆଗରେ ତଥ୍ୟ ରଖିଲା ପୋଲିସ।

କନକ ବ୍ୟୁରୋ: କାଞ୍ଝିୱାଲା ମାମଲାରେ ଅଭିଯୁକ୍ତଙ୍କ ଜଣା ଥିଲା ଯେ କାରରେ ଜଣେ ଯୁବତୀ ଫସିରହିଛନ୍ତି । ଗାଡିର ଚକରେ ଯୁବତୀ ଜଣଙ୍କ ପସିରହିଥିବା ଜାଣି ମଧ୍ୟ ଗାଡି ଚଲାଇଥିଲେ ଅଭିଯୁକ୍ତ । ସେମାନେ ସମ୍ପୃକ୍ତ ଯୁବତୀଙ୍କୁ ବଞ୍ଚାଇବା ପାଇଁ ମଧ୍ୟ ଉଦ୍ୟମ କରିନଥିଲେ । ଦିଲ୍ଲୀ ପୋଲିସ ସୋମବାର…
Read More...

ବିମାନରେ କାହିଁକି ଏତେ ମଦ ପିଇଲେ ଶଙ୍କର ମିଶ୍ରା? ସହଯାତ୍ରୀ କହିଲେ ନିଶାସେବନ ପଛର କାରଣ …

କନକ ବ୍ୟୁରୋ: ନ୍ୟୁୟର୍କ-ନୂଆଦିଲ୍ଲୀ ଏୟାର ଇଣ୍ଡିଆ -୧୦୨ ଫ୍ଲାଇଟରେ ୭୨ ବର୍ଷୀୟ ବୃଦ୍ଧଙ୍କ ଉପରେ ପରିସ୍ରା କରିବା ନେଇ ବିବାଦ ଥମିବାର ନା ନେଉନାହିଁ । ଏବେ ଏହି ମାମଲାରେ ନୂଆ ଖୁଲାସା ହୋଇଛି । ଘଟଣା ସମୟରେ ଅଭିଯୁକ୍ତ ଶଙ୍କର ମିଶ୍ର ନିଶାରେ ଥିଲେ । ସେ ଗୋଟିଏ କଥାକୁ ବାରମ୍ବାର…
Read More...

ଯୋଶୀମଠ ଭୂସ୍ଖଳନ ଅଞ୍ଚଳ ଘୋଷିତ। ଘଟଣାସ୍ଥଳ ଯିବ ଏକ୍ସପର୍ଟ କମିଟି, ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ଜାରି।

କନକ ବ୍ୟୁରୋ: ଧସୁଛି ମାଟି, ବଢୁଛି ବିପଦ । ଲୋକେ ଏବେ ଅସ୍ତବ୍ୟସ୍ତ । କେଉଁଆଡେ ଯିବେ କଣ କରିବେ ଏହି ଆଶଙ୍କାରେ ଉତ୍ତରାଖଣ୍ଡର ଯୋଶୀ ମଠ ଅଞ୍ଚଳର ଲୋକ । ଏହି ଘଟଣା ଉପରେ ସାରା ଦେଶର ନଜର ରହିଛି । ଏମିତିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଘଟଣା ବାବଦରେ ବିଶେଷଜ୍ଞଙ୍କ ସହ ଆଲୋଚନା…
Read More...

ଜାତିଗତ ଜନଗଣନାକୁ ନେଇ ବିହାରରେ ରାଜନୀତି । କଣ କରିବ ବିଜେପି? ସମର୍ଥନ କରିବ ନା ବିରୋଧ କରିବ…

କନକ ବ୍ୟୁରୋ: ବିହାରରେ ଜାତିଗତ ଜନଗଣନାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ମହାମେଣ୍ଟ ସରକାର ଏହି ଗଣନାକୁ ନେଇ ସବୁତକ ଶ୍ରେୟ ନେବାକୁ ଚେଷ୍ଟା କରୁଥିବାବେଳେ, ବିଜେପି କିନ୍ତୁ ଏହି ମାମଲାରେ ସାମାନ୍ୟ ଦ୍ୱନ୍ଦ୍ୱରେ ଥିବା ଭଳି ମନେ ହେଉଛି । ଅସଲ କଥା ହେଉଛି, ୨୦୨୨ ଅଗଷ୍ଟ ମାସରେ ନୀତିଶ…
Read More...

ତାମିଲନାଡୁ ବିଧାନସଭା ଇତିହାସରେ ପ୍ରଥମ ! ଗୃହ ଛାଡି ଚାଲିଗଲେ ରାଜ୍ୟପାଳ ଆରଏନ. ରବି

କନକ ବ୍ୟୁରୋ: ତାମିଲନାଡୁରେ ଶାସନରେ ଥିବା ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୋମବାର ଏହା ଏତେ ତଳକୁ ଖସିଯାଇଥିଲା ଯେ କେହି ଏହାକୁ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ରାଜ୍ୟପାଳ ଆରଏନ ରବି ବିଧାନସଭାରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଅଭିଭାଷଣର କିଛି…
Read More...

ସୂର୍ଯ୍ୟ ଭାଗ୍ୟବାନ ଯେ ଭାରତୀୟ, ପାକିସ୍ତାନର ହୋଇଥିଲେ… । କାହିଁକି ଏମିତି କହିଲେ ପାକିସ୍ତାନର ପୂର୍ବତନ…

କନକ ବ୍ୟୁରୋ : ବିଶ୍ୱ କ୍ରିକେଟ ଜଗତରେ ଏବେ ସୂର୍ଯ୍ୟ କୁମାର ଯାଦବଙ୍କୁ ନେଇ ଜୋରଦାର ଚର୍ଚ୍ଚା । ସୂର୍ଯ୍ୟ ନିଜ ବ୍ୟାଟିଂ ଚମକ ବଳରେ ବିଶ୍ୱ କ୍ରିକେଟପ୍ରେମୀଙ୍କ ମନ ଜିଣିଛନ୍ତି । ଗ୍ରାଉଣ୍ଡରେ ଭିନ୍ନ ଭିନ୍ନ ଶୈଳୀରେ ସଟ୍ ଖେଳି ସୂର୍ଯ୍ୟ ନିଜର ବଡ ଫ୍ୟାନ ବେଶ ବନାଇଛନ୍ତି । ଯେଉଁଥିରେ କେବଳ…
Read More...

ଚୀନର ଦ୍ୱିତୀୟ ଉହାନ ଭାବେ ପରିଣତ ହେଲା ଏହି ସହର, ୯୦ ପ୍ରତିଶତ ଲୋକେ କରୋନା ସଂକ୍ରମିତ।

କନକ ବ୍ୟୁରୋ: ଚୀନରେ କରୋନାର ପ୍ରକୋପ ଜାରିରହିଛି । ଏହି ସହରରେ କରୋନା ସଂକ୍ରମଣ ବଢିଚାଲିଛି । ଏ ସବୁ ମଧ୍ୟରେ ଚୀନର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ପ୍ରାନ୍ତ ହେନାନରେ ୯୦ ପ୍ରତିଶତ ଲୋକେ କରୋନା ସଂକ୍ରମିତ ହୋଇଛି । ହେନାନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।…
Read More...