Browsing Category

ଦେଶ ବିଦେଶ

ଆଦାନୀଙ୍କ କମ୍ପାନୀରେ ଭୂକମ୍ପ ଆପଣଙ୍କୁ କରି ନଦେଉ କାଙ୍ଗାଳ, ସେୟାର ରଖିବେ ନା ବିକ୍ରି କରିବେ? ପଢନ୍ତୁ…

କନକ ବ୍ୟୁରୋ: ଗୋଟିଏ ରିପୋର୍ଟ ଆଉ ସବୁକିଛି ଶେଷ । ଶୁଣିବାକୁ ଏହା ସାମାନ୍ୟ ଅଜବ ଲାଗୁଛି ନା । କିନ୍ତୁ ଏଭଳି କିଛି ଘଟିଛି ଦେଶର ବଡ ଶିଳ୍ପପତି ଗୌତମ ଆଦାନୀଙ୍କ କ୍ଷେତ୍ରରେ । ହିଣ୍ଡନବର୍ଗର ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷତି ସହିସାରିଛି । କେବଳ…
Read More...

ଜେସିବିରେ ବସି କନିଆ ଘରକୁ ଗଲା ବର । ବିବାହ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ବିବାହ ଉତ୍ସବକୁ ବେସ୍ ଧୁମଧାମରେ ଲୋକେ ପାଳନ କରିଥାନ୍ତି । ନୂଆ ଡ୍ରେସ୍, ସଜବାଜ ସାଙ୍ଗକୁ ଭୋଜିଭାତର ଆସର ଜମିଥାଏ । ବରଯାତ୍ରୀରେ ଡିଜେ ନହେଲେ ଚଳିବନି । ଡିଜେ ସାଙ୍ଗକୁ ଚିକିମିକିଆ ଲାଇଟ୍ ମଧ୍ୟ ଲାଗିଥାଏ ବିବାହ ଉତ୍ସବରେ । ଏ ସବୁ ଭିତରେ ବର ଗାଡିକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଏକ…
Read More...

ଆମେରିକା ଆକାଶରେ ଚୀନର ଗୁଇନ୍ଦା ବେଲୁନ୍ : ନର୍ଥ ୱେଷ୍ଟର୍ଣ୍ଣ ସିଟି ମୋଣ୍ଟାନାରେ ହେଲା ଦୃଶ୍ୟମାନ

କନକ ବ୍ୟୁରୋ : ଚୀନର ଆମେରିକା ଆକାଶରେ ଦେଖାଦେଇଛି ଚୀନର ଗୁଇନ୍ଦା ବେଲୁନ । ଆମେରିକାର ନର୍ଥ ୱେଷ୍ଟର୍ଣ୍ଣ ସହରର ମୋଣ୍ଟାନାରେ ଏହି ବେଲୁନର ଦୃଶ୍ୟମାନ ହୋଇଛି । ଯାହା ପରେ ଆମେରିକାରେ ଉତେଜନା ଦେଖାଦେଇଛି । ବେଲୁନଟି ସିଭିଲିଆନ୍ ସ୍ପେଶ ଓ ଏୟାର ଟ୍ରାଫିକ ତଳେ ଉଡ଼ୁଥିବାର ଦେକିବାକୁ ମିଳିଛି ।…
Read More...

ଆଦାନି ପ୍ରସଙ୍ଗରେ ସଂସଦରେ ଝଡ଼ : ଯୁଗ୍ମ ସଂସଦୀୟ କମିଟି ତଦନ୍ତ ପାଇଁ ବିରୋଧୀଙ୍କ ଦାବି, ସେପଟେ ବିଶ୍ୱର ଶ୍ରେଷ୍ଠ ୨୦…

କନକ ବ୍ୟୁରୋ : ସଙ୍କଟରେ ଆଦୀନୀ, ସଂସଦରେ ଝଡ । ବିରୋଧୀ ଦଳ କହିଛନ୍ତି, ଆଦାନି ଗ୍ରୁପ୍ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ ହେଉ । କୋଟି କୋଟି ଭାରତୀୟଙ୍କର କଷ୍ଟ ଅର୍ଜିତ ଉପାର୍ଜନକୁ ଆଦାନି ଗ୍ରୁପ୍ ବିପଦରେ ପକାଇ ଦେଇଛି ବୋଲି କଂଗ୍ରେସ କହିଛି । ତେଣୁ ଆଦାନି ଗ୍ରୁପ୍ ସଙ୍କଟ…
Read More...

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ : ୧୦୦୦ଫୁଟ ଉଚ୍ଚରେ ଉଡୁଥିଲା ବିମାନ

କନକ ବ୍ୟୁରୋ : ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ । ନିଆଁ ଲାଗିବା ପରେ ବିମାନର ଜରୁରୀକାଳୀନ ଅବତରଣ । ଏୟାର ଇଣ୍ଡିଆର ଆବୁଧାବି-କାଲିକଟ ଏକ୍ସପ୍ରେସ ବିମାନରେ ନିଆଁ ଲାଗି ଯାଇଥିଲା । ୧୦୦୦ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନ ଉଡୁଥିଲା । ତେବେ ବିମାନରେ ଥିବା ୧୮୪ ଜଣ ଯାତ୍ରୀ…
Read More...

ପରଲୋକରେ ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ କେ. ବିଶ୍ୱନାଥ : ବାର୍ଦ୍ଧକ୍ୟଜନିତ ରୋଗରେ ହେଉଥିଲେ ଚିକିତ୍ସିତ

କନକ ବ୍ୟୁରୋ : ପରଲୋକରେ ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ କେ. ବିଶ୍ୱନାଥ । ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ହୋଇଥିଲା । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତେବେ ବାର୍ଦ୍ଧକ୍ୟଜନିତ ରୋଗରେ କେ. ବିଶ୍ୱନାଥ ଚିକିତ୍ସିତ ହେଉଥିଲେ ।  ସେ  ଅନେକ ହିନ୍ଦୀ ଚଳଚ୍ଚିତ୍ରର…
Read More...

ଅଯୋଧ୍ୟାରେ ପହହଞ୍ଚିଲା ଶାଳଗ୍ରାମ ଶିଳା : ନିର୍ମାଣ ହେବ ଭଗବାନ ରାମ ଓ ମାତା ସୀତାଙ୍କ ମୂର୍ତ୍ତି

କନକ ବ୍ୟୁରୋ : ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ଶିଳା । ନେପାଳରୁ ୭ ଦିନ ଧରି ୩୭୩ କିଲୋମିଟର ଯାତ୍ରା ପରେ ଅଯୋଧ୍ୟା ଆସିଲା ୨ଟି ୬ କୋଟି ବର୍ଷର ପୁରୁଣା ଶିଳା । ଗୋଟିଏ ଶିଳାର ଓଜନ ୨୬ ଟନ୍ ହୋଇଥିବା ବେଳେ ଅନ୍ୟଟି ୧୪ ଟନ୍ । ୬ କୋଟି ବର୍ଷ ପୁରୁଣା ଏହି ପ୍ରସ୍ତରରୁ ଭଗବାନ ଶ୍ରୀରାମ ଓ ମାତା…
Read More...

କେସିଆରଙ୍କୁ ଜୋତା ଦେଖାଇଲେ ୱାଇ.ଏସ୍ ଶର୍ମିଲା, ଦେଲେ ଖୋଲା ଚ୍ୟାଲେଞ୍ଜ ।

କନକ ବ୍ୟୁରୋ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଜୋତା ଦେଖାଇଲେ ବିରୋଧୀ ଦଳ ୱାଇ.ଏ.ଆର.ଟିପି ନେତ୍ରୀ ୱାଇ.ଏସ୍ ଶର୍ମିଲା । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ବିରୋଧୀ ଦଳ ନେତ୍ରୀ । ଏହି ଜୋତା ପିନ୍ଧି କେସିଆର ତାଙ୍କ ସହ ଦୀର୍ଘ କିଲୋମିଟର ପଦଯାତ୍ରା କରନ୍ତୁ ଓ…
Read More...

ଚୀନ-ପାକିସ୍ତାନକୁ ମୁକାବିଲା ପାଇଁ ସରକାରଙ୍କ ବଡ ଆକ୍ସନ ପ୍ଲାନ। ଅଧିକ ମଜବୁତ ହେବ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ।

କନକ ବ୍ୟୁରୋ: ଚୀନ-ପାକିସ୍ତାନର ଭୟ ବଢାଇବା ପାଇଁ ମୋଦୀ ସରକାର ନେଇଛନ୍ତି ବଡ ପଦକ୍ଷେପ । କାରଣ ଚଳିତ ବଜେଟରେ ବୃଦ୍ଧି କରାଯାଇଛି ପ୍ରତିରକ୍ଷା ବଜେଟ । ୨୦୨୩-୨୪ ଆର୍ଥିକ ସାଧାରଣ ବଜେଟରେ ପ୍ରତିରକ୍ଷା ବଜେଟକୁ ୫.୨୫ ଲକ୍ଷ କୋଟିରୁ ୫.୯୪ କୋଟିକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ…
Read More...

କମୁଛି ଦେଶର ବେକାରୀ ସମସ୍ୟା। ଜାନୁଆରୀରେ ବେକାରୀ ହାର ସର୍ବନିମ୍ନ ।

କନକ ବ୍ୟୁରୋ: ଦେଶରେ କମିଛି ବେକାରୀ ସମସ୍ୟା। ଗତ ୪ମାସ ତୁୁଳନାରେ ଜାନୁଆରୀରେ ଦେଶରେ ବେକାରୀ ହାର ସର୍ବନିମ୍ନ ରହିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିକ ବା ସିଏମଆଇଇଏମ ରିପୋର୍ଟ ଅନୁସାରେ ଜାନୁଆରୀ ମାସରେ ଦେଶରେ ବେକାରୀ ସମସ୍ୟା ୭.୧୪ ପ୍ରତିଶତ ସ୍ତରକୁ ଖସିଛି । ୨୦୨୨ ଡିସେମ୍ବର…
Read More...