Browsing Category

ଦେଶ ବିଦେଶ

ତୁର୍କୀରେ ପହଞ୍ଚିଲା ଏନଡିଆରଏଫ ଟିମ୍ : ସବୁ ପ୍ରକାର ସହାୟତା କରିବାକୁ ଭାରତ ପ୍ରସ୍ତୁତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ତୁର୍କୀରେ ପହଞ୍ଚିଲା ଏନଡିଆରଏଫ ଟିମ୍ । ଭାରତୀୟ ବାୟୁସେନା ଏନଡିଆରଏଫ ଟିମ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ତୁର୍କୀର ଆଡ୍ଡା ବିମାନବନ୍ଦରରେ ପହଞ୍ଚିଛି । ୧୦୧ ଜଣ ଏନଡିଆରଏଫ୍ ଯବାନ ତୁର୍କୀ ଯାଇଛନ୍ତି । ଏହି ଟିମ୍ ଉଦ୍ଧାର କାର୍ଯ୍ୟରେ ସହାୟତା କରିବେ । ପ୍ରତ୍ୟେକ ଭୂକମ୍ପ…
Read More...

ଭାରତକୁ ମିଳିବ ଏସ୍-୪୦୦ର ତୃତୀୟ ରେଜିମେଣ୍ଟ୍ । ଆହୁରି ଶକ୍ତିଶାଳି ହେବ ଭାରତର ସାମରିକ ଶକ୍ତି

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍ । ଗୋଟିଏ ରେଜିମେଣ୍ଟରେ ୮ଟି ଲଞ୍ଚର ରହିଥାଏ । ଅର୍ଥାତ୍ ୮ଟି ଲଞ୍ଚିଙ୍ଗ୍ ଟ୍ରକ୍ ଦିଆଯିବ । ଗୋଟିଏ ଟ୍ରକରେ ୪ଟି ଲଞ୍ଚର ଲାଗି ରହିଥାଏ । ଏଥିରେ ୪ଟି ଲେଖାଏଁ ମିଜାଇଲ୍…
Read More...

ମହାରାଷ୍ଟ୍ର କଂଗ୍ରେସକୁ ବଡ ଝଟକା, ଦଳର ସମସ୍ତ ପଦରୁ ଇସ୍ତଫା ଦେଲେ ବିଧାୟକଦଳର ନେତା ବାଲାସାହେବ ଥୋରାତ

କନକ ବ୍ୟୁରୋ : ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବେର କଂଗ୍ରେସ ବିଧାୟକ ଦଳର ନେତା ବାଲାସାହେବ ଥୋରାତ ଆଜି ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ବାଲାସାହେବ ଥୋରାତ ସ୍ପଷ୍ଟ ଭାବେ ଦଳର ରାଜ୍ୟ ଅଧ୍ୟକ୍ଷ ନାନା ପଟୋଲେଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି । ଥୋରାତଙ୍କ…
Read More...

ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ, ବିଚାରପତି ଭାବେ ଶପଥ ନେଲେ ଓକିଲ ଏଲ୍ ଭିକ୍ଟୋରିଆ ଗୌରୀ

କନକ ବ୍ୟୁରୋ : ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଓକିଲ ଲକ୍ଷ୍ମଣ ଚନ୍ଦ୍ରା ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତି ବିରୋଧରେ ହୋଇଥିବା ଆବେଦନ ଗ୍ରହଣ କରିବାକୁ ମନା କରିଛନ୍ତି । ଏନେଇ କୋର୍ଟ କହିଛନ୍ତି କି, ଏହି ମାମଲାରେ କୋର୍ଟଙ୍କ ତରଫରୁ କୌଣସି ଆଦେଶ ଜାରି…
Read More...

ମୋହନ ଭାଗବତଙ୍କ ବୟାନକୁ ନେଇ ଚର୍ଚ୍ଚା, ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କଲେ ଖଣ୍ଡନ

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତଙ୍କ ବୟାନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୋହନ ଭାଗବତଙ୍କ ବୟାନ ଉପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଏହି କ୍ରମରେ ଅଯୋଧ୍ୟା ରାମଜନ୍ମଭୂମିର ମନ୍ଦିରର ମୁଖ୍ୟ ପୂଜାରୀ…
Read More...

ସହାୟତାର ହାତ ବଢାଇଲା ଭାରତ । ମୋଦିଙ୍କ ପ୍ରଶଂସା କଲା ତୁର୍କୀ

କନକ ବ୍ୟୁରୋ : ପ୍ରକୃତିର ଭୟଙ୍କର ତାଣ୍ଡବରେ ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ଆଶଙ୍କା କରାଯାଉଛି । ଭୂକମ୍ପ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ଏଠାରେ ପାଖାପାଖି ୩ ହଜାର…
Read More...

ତୁର୍କୀରେ ଭୂମିକମ୍ପ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଶଙ୍କା, ୮ଗୁଣ ବଢିବ ମୃତକଙ୍କ ସଂଖ୍ୟା !

କନକ ବ୍ୟୁରୋ : ତୁର୍କୀ ଓ ସିରିଆରେ ୮ ଗୁଣ ଅଧିକ ହୋଇପାରେ ମୃତାହତଙ୍କ ସଂଖ୍ୟା । ଏଭଳି ଆଶଙ୍କା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ପ୍ରକୃତିର ଭୟଙ୍କର ତାଣ୍ଡବରେ ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା…
Read More...

ଆଜି ପୁଣି ଥରିଲା ତୁର୍କୀ : ଭୂକମ୍ପର ତୀବ୍ରତା ୫.୬; ସହାୟତା ପାଇଁ ଗଲା ଭାରତର ଏନଡିଆରଏଫ ଟିମ୍

କନକ ବ୍ୟୁରୋ : ଭୟଙ୍କର ଭୂମିକମ୍ପରେ ପୁଣି ଥରି ଉଠିଲା ତୁର୍କୀ । ତୁର୍କୀର ଗୋଲାବାସୀ ସହରରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ କରାଯାଇଛି । ବାରମ୍ବାର ଭୂକମ୍ପ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ସୁଦ୍ଧା…
Read More...

ରିଲାଏନ୍ସ ଆଣିଲା ହାଇଡ୍ରୋଜେନ୍ ଟ୍ରକ୍ । ଆଉ ରହିବନି ପେଟ୍ରୋଲ ଡିଜେଲ୍ ଟେନସନ୍

କନକ ବ୍ୟୁରୋ : ଏଣିକି ପେଟ୍ରୋଲ ଡିଜେଲ ଉପରେ ନିର୍ଭର ହୋଇ ରହିବେନି ମାଲବାହୀ ଗାଡି । ରିଲାଏନ୍ସ ଆଣିଛି ହାଇଡ୍ରୋଜେନ୍ ଚାଳିତ ଟ୍ରକ୍ । ଇଣ୍ଡିଆ ଏନର୍ଜି ୱିକରେ ଏହି ଟ୍ରକକୁ ଲଞ୍ଚ କରିଛି ରିଲାଏନ୍ସ । ଏହା ଦେଶର ପ୍ରଥମ ଏଚ୍-୨ଆଇସିଇ ଟେକ୍ନୋଲୋଜି ଟ୍ରକ୍ ଅଟେ । ଇଣ୍ଡିଆ ଏନର୍ଜି ୱିକରେ…
Read More...

ଭୟଙ୍କର ଭୂମିକମ୍ପରେ ଥରିଲା ତୁର୍କୀ ଓ ସିରିଆ : ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : ପ୍ରକୃତିର ଭୟଙ୍କର ତାଣ୍ଡବରେ ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ଆଶଙ୍କା କରାଯାଉଛି । ଭୂକମ୍ପ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ସିରିଆ ସୀମାକୁ ଲାଗିଥିବା…
Read More...