Browsing Category

ଦେଶ ବିଦେଶ

ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫଙ୍କ ପରଲୋକ । ଅନେକ ଦିନ ଧରି ଥିଲେ ଅସୁସ୍ଥ

କନକ ବ୍ୟୁରୋ: ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫଙ୍କ ପରଲୋକ ହୋଇଛି । ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଛି । ଏହାପୂର୍ବରୁ ମଧ୍ୟ ତାଙ୍କର ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରଚାର…
Read More...

ହିଣ୍ଡେନବର୍ଗ କମ୍ପାନୀ କଣ? କେବେଠୁ ଆରମ୍ଭ ହେଲା ଏହି କମ୍ପାନୀ । ଅନ୍ୟର କ୍ଷତିରୁ କେମିତି କରେ ଲାଭ?

କନକ ବ୍ୟୁରୋ: ମାତ୍ର କେଇ ଦିନ ଭିତରେ ବିଶ୍ୱର ୩ ନମ୍ବର ଧନୀ ଗୌତମ ଆଦାନୀ ଏବେ ଧନୀ ତାଲିକାର ଟପ-୨୦ରୁ ବି ଆଉଟ୍ ହୋଇଯାଇଛନ୍ତି । ମାତ୍ର ଗୋଟିଏ ରିପୋର୍ଟ ତାଙ୍କ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିବାବେଳେ, ଏବେ ସେହି ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଉ ଆଲୋଚନା ।…
Read More...

ବିବାଦରେ ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲୀ । ମଦ ନିଶାରେ ପତ୍ନୀଙ୍କୁ ମାଡ ମାରିଥିବା ଅଭିଯୋଗ ।

କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲୀଙ୍କ ଅଡୁଆ ବଢିପାରେ । କାହିଁକି ନା ପୁଣିଥରେ ବିବାଦ ସହ ଛନ୍ଦି ହୋଇଛନ୍ତି ଏହି ପୂର୍ବତନ ଭାରତୀୟ କ୍ରିକେଟର । ବିନୋଦ କାମ୍ବଲୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ଉପରେ ଥାନାରେ ଅଭିଯୋଗ କରିବା ସହିତ ତାଙ୍କୁ ସେ ମାରପିଟ୍ କରୁଥିବା ଆରୋପ…
Read More...

ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାରି ଖସାଇଲା ଆମେରିକା । କାରୋଲିନା ସମୁଦ୍ର କୂଳର ଏହି ଦୃଶ୍ୟ ।

କନକ ବ୍ୟୁରୋ: ଆମେରିକା ଆକାଶରେ ଚୀନର ସ୍ପାଏ ବେଲୁନ୍ ଚକ୍କର କାଟୁଥିବା କଥା ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ କ୍ଷେପଣାସ୍ତ୍ର ମାଡ କରି ନଷ୍ଟ କରିଛି ଆମେରିକା ସେନା । ସପ୍ତାହେ ତଳେ ଆମେରିକା ଆକାଶରେ ଦେଖା ଦେଇଥିବା ଏହି ପର୍ୟ୍ୟବେକ୍ଷଣକାରୀ ବେଲୁନ୍‌ଟି ସମଗ୍ର ଉତ୍ତର ଆମେରିକାରେ ଥିବା…
Read More...

ଚୀନର ଗୁଇନ୍ଦା ବେଲୁନ ଉପରେ ଆମେରିକାର କାର୍ଯାନୁଷ୍ଠାନ । ସ୍ପାଏ ବେଲୁନକୁ ମିସାଇଲ ମାଡ କରି ଖସାଇ ଦେଲା ଆମେରିକା

କନକ ବ୍ୟୁରୋ : ଚୀନର ଗୁଇନ୍ଦା ବେଲୁନ ଉପରେ ଆମେରିକାର କାର୍ଯାନୁଷ୍ଠାନ । ଆକାଶରେ ଉଡୁଥିବା ସ୍ପାଏ ବେଲୁନକୁ ମିସାଇଲ ମାଡ କରି ଖସାଇ ଦେଇଛି ଆମେରିକା । ଏହି ଗୁଇନ୍ଦା ବେଲୁନଟି ଏବେ ଖଣ୍ଡ ଖଣ୍ଡ ହୋଇ ଆଟଲାଂଟିକ ସମୁଦ୍ରରେ ପଡିଛି । ଆମେରିକାର ଏୟାର ଫୋର୍ସ ଏହି ଗୁଇନ୍ଦା ବେଲୁନଟିକୁ ଉଡାଇ…
Read More...

କେରଳରୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ପୁରୁଷ ବି କରିପାରେ ଗର୍ଭଧାରଣ।

କନକ ବ୍ୟୁରୋ: ଝିଅରୁ ପୁରୁଷ ହୋଇଥିବା କେରଳର କିନ୍ନର ହେଲେ ଗର୍ଭବତୀ । କିନ୍ନର ଯୋଡି ଜହାଦ ଓ ଜିୟାଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଦୁହେଁ ନିଜର ଏହି ଖୁସି ଖବର ସୋସିଆଲ ମିଡିଆ ଜରିଆରେ ସେୟାର କରିଛନ୍ତି । ଜହାଦ ୮ମାସର ଗର୍ଭଧାରଣ କରିବା କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ…
Read More...

ଆମେରିକା ଆକାଶରେ ଚୀନ ଗୁଇନ୍ଦା ବେଲୁନ୍। ଦୁଇ ଦେଶ ମଧ୍ୟରେ ବଢିଲା ଉତ୍ତେଜନା।

କନକ ବ୍ୟୁରୋ: ଆମେରିକା ଆକାଶ ସୀମାରେ ଆସିଥିବା ଚୀନର ଗୁଇନ୍ଦା ବେଲୁନକୁ ନେଇ ଦୁଇ ଦେଶ ଭିତରେ ଉତ୍ତେଜନା ଆହୁରି ବଢିଯାଇଛି । ଆମେରିକାର ପ୍ରତିରକ୍ଷା ବିଭାଗ ଅଭିଯୋଗ କରିଛି, ଏହି ଗୁଇନ୍ଦା ବେଲୁନ୍କୁ ଅର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ର ବିଷୟରେ ତଥ୍ୟ ସଂଗ୍ରହ ପାଇଁ ପଠାଇଛି ଚୀନ । ହେଲେ ଏହି…
Read More...

ଯୋଶୀମଠ ପରେ ଡୋଡାରେ ଧସିଲା ମାଟି। ୨୦ ଘରେ ଫାଟ ସୃଷ୍ଟି, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର।

କନକ ବ୍ୟୁରୋ: ଗତ କିଛି ଦିନ ତଳେ ଉତ୍ତରାଖଣ୍ଡ ଯୋଶୀମଠର ବିିଭିନ୍ନ ଅଞ୍ଚଳରେ ମାଟି ଧସିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଯୋଶୀମଠ ପରେ ଏବେ ଜାମ୍ମୁ କଶ୍ମୀରର ଡୋଡ଼ା ଅଞ୍ଚଳରେ ମାଟି ଧସିବା ସହ ଘର ଗୁଡ଼ିକରେ ଫାଟ ଦେଖିବାକୁ ମିଳିଛି । ଡୋଡାର ଥାଥରୀ ନଗରପାଳିକାର ନୂଆ ବସ୍ତିରେ ଲୋକଙ୍କ ଘର,…
Read More...

ଆଦାନୀ ଗ୍ରୁପ୍ ମାମଲାରେ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ। କହିଲେ, ପ୍ରଭାବିତ ହୋଇନି ଦେଶର ଅର୍ଥନୀତି।

କନକ ବ୍ୟୁରୋ: ଲଗାତାର ଭାବେ ଖସିବାରେ ଲାଗିଛି ଆଦାମୀ ଗ୍ରୁପ୍ କମ୍ପାନୀ ଗୁଡିକର ସେୟାରମୂଲ୍ୟ । ୨୪ ଜାନୁଆରୀରୁ ହିଣ୍ଡେନବର୍ଗ ରିପୋର୍ଟ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ ଲକ୍ଷ କୋଟି ଟଙ୍କାର ଘାଟା ଆଦାନୀ ଗ୍ରୁପକୁ ହୋଇସାରିଲାଣି । ଏଭଳି ସ୍ଥିତିରେ ସାମ୍ନାକୁ ଆସି…
Read More...

ପାକିସ୍ତାନରେ ଘୋର ଆର୍ଥିକ ସଙ୍କଟ। ବିବାଦୀୟ ବୟାନ ଦେଉଛନ୍ତି ରାଜନେତା।

କନକ ବ୍ୟୁରୋ: ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତିକରୁଛି ପାକିସ୍ତାନ । ଦେଶର ଦାରିଦ୍ର୍ୟତା କଥାକୁ ବି ସ୍ୱୀକାର କରିଛନ୍ତି ଖୋଦ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ । ହେଲେ ଏଭଳି କାଙ୍ଗାଳିଆ ପରିସ୍ଥିତି ଭିତରେ ବି ସେଠାକାର ଲୋକ ଓ ନେତାଙ୍କର ଚିନ୍ତାଧାରା ବଦଳିନି । ନିକଟରେ ଜଣେ ପାକ୍…
Read More...