Browsing Category

ଦେଶ ବିଦେଶ

ସିବିଆଇ ପରେ ଇଡି ସ୍କାନରରେ ସିସୋଦିଆ, ତିହାର ଜେଲରେ ମାରାଥନ୍ ପଚରାଉଚରା

କନକ ବ୍ୟୁରୋ : ସିବିଆଇ ପରେ ଏବେ ଇଡି ସ୍କାନରରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତିହାର ଜେଲର ସେଲ୍ ନମ୍ବର ଏକରେ ଥିବା ଆମ୍ ଆଦମୀ ପାର୍ଟିର ଏହି ବରିଷ୍ଠ ନେତାଙ୍କୁ ପଚରାଉଚରା କରିଛି ଇଡି । ମଦ ଦୁର୍ନୀତି ସହ ସଂପୃକ୍ତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିଛି…
Read More...

ବାଂଲାଦେଶ ଢାକାର ଏକ କୋଠା ଭିତରେ ବିସ୍ଫୋରଣ । ୧୪ ମୃତ,୧୦୦ରୁ ଅଧିକ ଆହତ

କନକ ବ୍ୟୁରୋ : ବାଂଲାଦେଶର ରାଜଧାନୀ ଢାକାରେ ମଙ୍ଗଳବାର ସନ୍ଧ୍ୟାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୧୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ମୁତାବକ ଏହି ବିସ୍ଫୋରଣ ଏକ ୫ମହଲା କୋଠା ଭିତରେ ହୋଇଛି । ବିସ୍ଫୋରଣ କାରଣରୁ ପୁରା ଅଞ୍ଚଳରେ ଭୟଙ୍କର…
Read More...

ମନ୍ଦିର ପରିସରରେ ମଟନ୍ ଡେଲିଭରି କରିବାକୁ କରିଥିଲେ ମନା, ଏବେ ପୂଜାରୀମାନେ କଲେ ସମ୍ମାନୀତ

କନକ ବ୍ୟୁରୋ : ବ୍ୟବସାୟରେ କେହି କେବେ ଜାତି କି ଧର୍ମ ଦେଖେନାହିଁ । ଏହାସହ ମଜୁରୀଆମାନେ କେବେ ମନ୍ଦିର କି ମସଜିଦ ଭିତରେ ପ୍ରଭେଦ ଦେଖିନଥାଏ । ବ୍ୟବସାୟୀ ଲାଭ ପାଇଁ ଜାତି ଧର୍ମକୁ ପଛରେ ପକାଏ ତ ମଜୁରୀଆ ପେଟ ପାଟଣା ପାଇଁ ମନ୍ଦିର ମସଜିଦ୍ ଭିତରେ ଥିବା ପାର୍ଥକ୍ୟକୁ ଅଣଦେଖା କରିଥାଏ । ହେଲେ…
Read More...

ତରଳୁଛି ଆଣ୍ଟାର୍କଟିକାର ‘ଡୁମ୍ସଡେ ଗ୍ଲେସିୟର’ । ୭୦ସେଣ୍ଟିମିଟର ବୃଦ୍ଧି ପାଇବ ସମୁଦ୍ରର ଜଳସ୍ତର

କନକ ବ୍ୟୁରୋ: ତରଳୁଛି ଆଣ୍ଟାର୍କଟିକାର ଡୁମ୍ସଡେ ଗ୍ଲେସିୟର । ଆଣ୍ଟାର୍କଟିକାରେ ଥିବା ଏକ ଗ୍ଲେସିୟରର ନାଁ ହେଉଛି ଥ୍ୱାଇଟ୍ସ ଗ୍ଲେସିୟର ଏବଂ ଏହା ଡୁମ୍ସଡେ ଗ୍ଲେସିୟର । ଏବେ ଏହି ବିରାଟ ହିମଶୈଳ ତରଳି ଯାଇ କ୍ଷୟ ପାଉଥିବା ନୂତନ ଅଧ୍ୟୟନରୁ ଜଣାପଡିଛି । ଏହାକୁ ନେଇ ପରିବେଶବିତ ମାନେ ଚିନ୍ତା…
Read More...

ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟକଙ୍କୁ ମିଳିଲା ମନ୍ତ୍ରୀପଦ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ : ନାଗାଲାଣ୍ଡ ବିଧାନସଭାକୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଥିବା ମହିଳା ବିଧାୟକ ସଲହୋତୁଓନୁଓ କ୍ରୁସ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ନାଗାଲାଣ୍ଡର ଏନଡିପିପି ମୁଖ୍ୟ ନେଫ୍ୟୁ ରିଓଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏନଡିଏ ସରକାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Read More...

କାହିଁକି ମା’ହେବାକୁ ଚାହୁଁ ନାହାଁନ୍ତି ଚୀନ ମହିଳା ? ଜାଣନ୍ତୁ କାରଣ

କନକ ବ୍ୟୁରୋ : ଚୀନ ଜନସଂଖ୍ୟାର ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦୀର୍ଘ ୬୦ ବର୍ଷ ପରେ ଚୀନର ଜନସଂଖ୍ୟା ଗୋଟିଏ ପଟେ କମିବାର ଲାଗିଛି । ସେପଟେ ଚୀନର ମହିଳାମାନେ ଗୋଟିଏ କିମ୍ବା ଜମା ପିଲା ଜନ୍ମ କରିବାକୁ ଚାହୁଁନଥିବା କଥା ସାମ୍ନାକୁ ଆସିଛି । ଚାଇନା ପପୁଲେସନ ଆଣ୍ଡ ଡେଭଲପମେଣ୍ଟ…
Read More...

ଭାରତରେ ଚୀନର ୧୦ ଲକ୍ଷ ଗୁଇନ୍ଦା ଆଖି ! ପ୍ରତି ଗତିବିଧି ଉପରେ ଡ୍ରାଗନର ନଜର. ସରକାର ଆଲର୍ଟ

କନକ ବ୍ୟୁରୋ: ଧରାପଡିଛି ଚୀନର ଚାଲାକି । ସିସିଟିଭି ମାଧ୍ୟମରେ ଭାରତ ଉପରେ ରହିଛି ପାଖାପାଖି ୧୦ ଲକ୍ଷ ଚୀନ ଗୁଇନ୍ଦାଙ୍କ ଆଖି । ଦେଶ ଭିତରେ ହେଉଥିବା ଟିକିନିଖି ସୂଚନା ଡ୍ରାଗନ୍ ରଖୁଥିବା ଜଣାପଡିବା ପରେ ଚେତିଛନ୍ତି ଭାରତ ସିରକର । ଆଲର୍ଟ ହୋଇଛନ୍ତି ଆଇଟି ମନ୍ତ୍ରୀ । ‘ମେଡ୍ ଇନ୍ ଚାଇନା’…
Read More...

ଯୁବପୀଢ଼ିଙ୍କୁ କ’ଣ ଦରକାର : ଚାକିରି ନା’ ଭତା ?

କନକ ବ୍ୟୁରୋ : ବେକାରୀଙ୍କୁ କ’ଣ ଦରକାର? ଚାକିରି ନା’ ଭତା । ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ଗତକାଲି ପଡୋଶୀ ଛତିଶଗଡ଼ ସରକାର ବେକାରୀଙ୍କୁ ୨୫ଶହ ଟଙ୍କା ବେକାରୀ ଭତା ଦେବାକୁ ଘୋଷଣା କରିଛନ୍ତି । ବେକାରୀଙ୍କୁ ଭତା ଦେବା ପାଇଁ ପୂର୍ବରୁ ପ୍ରତିଶ୍ରୁତି ବି ଦେଇଥିଲେ । ଏପଟେ ଆଉ ଏକ…
Read More...

ମନୀଷ ସିସୋଦିଆ ଗିରଫ ମାମଲା, ୯ ବିରୋଧୀଦଳ ନେତାଙ୍କ ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କି କେନ୍ଦ୍ରୀୟ…
Read More...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ପାଇଁ ବଢୁଛି ଅଡୁଆ, ସିବିଆଇ ପରେ ଏବେ ଇଡି କରୁଛି ଜେରା

କନକ ବ୍ୟୁରୋ : ଦିଲ୍ଲୀର କଥିତ ଅବକାରୀ ଦୁର୍ନୀତି ମାମଲାରେ ଏବେ ସିବିଆଇ ପରେ ଆକ୍ଟିଭ ହୋଇ ପ୍ରବର୍ତନ ନିର୍ଦ୍ଦେଶାଳୟ । ସଂପୃକ୍ତ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଇଡି ତରଫରୁ ଆଜି ଜେଲ ଭିତରେ ଜେରା କରାଯାଉଛି । ସିସୋଦିଆଙ୍କୁ ସୋମବାର…
Read More...