Browsing Category

ଦେଶ ବିଦେଶ

ପୁଣି ସକ୍ରିୟ ଲରେନ୍ସ ବିଷ୍ଣୋଇ। ସଲମାନଙ୍କୁ ଦେଲା ହତ୍ୟା ଧମକ।

କନକ ବ୍ୟୁରୋ: ବଲିଉଡର ଲୋକପ୍ରିୟ ଅଭିନେତା ସୁପରଷ୍ଟାର ସଲମାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ପୂର୍ବରୁ ବାରମ୍ବାର ସଲମାନଙ୍କୁ ହତ୍ୟା ଧମକ ମିଳିଥିବାବେଳେ ଏବେ ପୁଣି ଥରେ ତାଙ୍କୁ ହତ୍ୟା ଧମକ ମିଳିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଏକ ଇ-ମେଲ ଯୋଗେ ତାଙ୍କୁ ଜୀବନରୁ ମାରିଦେବାକୁ…
Read More...

ବିଟ୍ରେନରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ। ଭାରତୀୟ ହାଇକମିଶନରେ ପଶିଲେ ଖଲିସ୍ତାନୀ।

କନକ ବ୍ୟୁରୋ: ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ । ଖଲିସ୍ତାନୀ ନେତା ଅମ୍ରିତ ପାଲଙ୍କ ବିରୋଧରେ ପଞ୍ଜାବ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଲଣ୍ଡନରେ ଅମ୍ରିତ ପାଲର ସମର୍ଥକ ହଙ୍ଗାମା କରୁଛନ୍ତି । ଭାରତୀୟ ହାଇକମିଶନ ଭିତରେ ପଶି ଅମ୍ରିତ ପାଲଙ୍କ ସମର୍ଥକ ବଡଧରଣର ହଙ୍ଗାମା…
Read More...

ପଞ୍ଜାବ ପୁଲିସର ନିଦ ହଜାଇଛି ଖଲିସ୍ତାନୀ ନେତା। ଚକମା ଦେଇ କୁଆଡେ ଗଲା ଅମ୍ରିତ ପାଲ?

କନକ ବ୍ୟୁରୋ: ପଞ୍ଜାବରେ ଚାଲିଛି ପୁଲିସ-ଅପରାଧୀ ମଧ୍ୟରେ ଛକାପଞ୍ଝା । ବାରିସ ପଞ୍ଜାବ ଦେ ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂକୁ ନେଇ ଚିନ୍ତାରେ ଏବେ ପଞ୍ଜାବ ପୁଲିସ । ଶତାଧିକ ସଂଖ୍ୟକ ପୁଲିସର ଚେଷ୍ଟା ସତ୍ୱେ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଛି ଏହି ହାଇପ୍ରୋଫାଇ ଅପରାଧୀ । ୪୮ ଘଣ୍ଟା ହେଲାଣି…
Read More...

ପଳାତକ ଅମ୍ରିତପାଲଙ୍କୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଥିଲା…

କନକ ବ୍ୟୁରୋ: ଅମ୍ରିତପାଲ ସିଂହଙ୍କୁ ନେଇ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଅମ୍ରିତପାଲ ସିଂହର ସମ୍ପର୍କ ରହିଥିବା ଭାରତୀୟ ଗୁଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି । କୁହାଯାଇଛି ପଂଜାବରେ ହିଂସାକାଣ୍ଡ ଘଟାଇବା ପାଇଁ ଅମ୍ରିତପାଲକୁ ଦାୟିତ୍ୱ…
Read More...

ଧରାପଡ଼ୁନି ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ : ଆତ୍ମସମର୍ପଣ କଲା ଅମ୍ରିତପାଲର ଡ୍ରାଇଭର ଓ ପଡ଼ୋଶୀ, ପଞ୍ଜାବରେ ହାଇ…

କନକ ବ୍ୟୁରୋ : ପଳାତକ ଘୋଷଣା କରାଯାଇଥିବା ଖଲିସ୍ତନୀ ନେତା ଅମ୍ରିତପାଲ ସିଂ ଗିରଫ ହୋଇଛନ୍ତି ନା ଖସି ଯାଇଛନ୍ତି ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ପ୍ରଥମେ ଅମ୍ରିତପାଲଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଥିଲା, ହେଲେ ପରେ ସେ ଖସି ଯାଇଥିବା କୁହାଯାଇଥିଲା । କିନ୍ତୁ ତାଙ୍କୁ…
Read More...

ହତ୍ୟା ଧମକ ପରେ ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା : ୱାଇ ପ୍ଲସ ସୁରକ୍ଷା ଯୋଗାଇଲା ମୁମ୍ବାଇ ପୋଲିସ

କନକ ବ୍ୟୁରୋ : ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ସଲମନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଛି । ଧମକ ପରେ ସଲମାନଙ୍କ ଘର ସମ୍ମୁଖରେ…
Read More...

କାହିଁକି ଏମିତି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ? ରାହୁଲଙ୍କୁ ହିରୋ ବନେଇବାକୁ ଚେଷ୍ଟା କରୁଛି…

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି । ରାଜନୈତିକ ଦଳମାନେ ଏବେଠୁ ପରସ୍ପର ବିରୋଧରେ ଶବ୍ଦ ବାଣ ମାରିବା ଆରମ୍ଭ କରିଦେଇଥିବାବେଳେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହାରି ଭିତରେ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ । ମମତା କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି…
Read More...

ଦିଲ୍ଳୀ ପୋଲିସ ନୋଟିସର ଉତ୍ତର ରଖିଲେ ରାହୁଲ ଗାନ୍ଧୀ : ଇ-ମେଲ ଜରିଆରେ ମାଗିଲେ ଅଧିକ ସମୟ

କନକ ବ୍ୟୁରୋ : ଗତକାଲି ସକାଳେ ହାଇଡ୍ରାମା ପରେ, ଦିଲ୍ଲୀ ପୁଲିସ ନୋଟିସର ଜବାବ ରଖିଛନ୍ତି ରାହୁଲ ଗାନ୍ଧୀ । ଇ-ମେଲ ଜରିଆରେ ଉତ୍ତର ରଖିଛନ୍ତି ରାହୁଲ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମେଲରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ସେ ଜାନୁଆରୀ ୩୦ରେ ଯାହା କହିଥିଲେ, ୪୫ ଦିନ ପରେ ଏହାର ଜବାବ…
Read More...

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ : ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଯୋଗେ ଦିଆଯାଇଛି ଧମକ

କନକ ବ୍ୟୁରୋ : ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ସଲମନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଈଛି । ପଞ୍ଜାବର ପରିଚିତ କଣ୍ଠଶିଳ୍ପୀ…
Read More...

ଦେଶରେ ଦିନକରେ ହଜାରେ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ : ସତର୍କ ହେଲା କେନ୍ଦ୍ର; ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ…

କନକ ବ୍ୟୁରୋ : ବୟସ୍କ ଆକ୍ରାନ୍ତଙ୍କ ପାଇଁ ସଂଶୋଧିତ କରୋନା ଗାଇଡଲାଇନ୍ସ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ୧୨୯ ଦିନ ପରେ ପୁଣି ଦେଶରେ ହଜାରେ ଟପିଛି ଦୈନିକ କରୋନା ସଂକ୍ରମଣ । ଫେବ୍ରୁଆରୀ ୧୯ ତାରିଖ ଦିନ ମାତ୍ର ୧୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାତ୍ର ମାସକ ମଧ୍ୟରେ…
Read More...