Browsing Category

ଦେଶ ବିଦେଶ

ଧରାପଡ଼ିଲା ପଳାତକ ଅମ୍ରିତପାଲ ସିଂ । ୩୬ ଦିନର ଲୁଚକାଳି ଖେଳ ପରେ ମୋଗା ଅଞ୍ଚଳରୁ ଗିରଫ କଲା ପଞ୍ଜାବ ପୋଲିସ ।

କନକ ବ୍ୟୁରୋ: ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ଶେଷରେ ଧରାପଡିଛି । ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ଗିରଫ କରାଯାଇଛି । ଗତ ମାର୍ଚ୍ଚ ୧୮ ତାରିଖରୁ ସେ ଫେରାର ଥିଲା । ବିଳମ୍ବିତ ରାତିରେ ପଞ୍ଜାବର ମୋଗା ପୁଲିସ ପାଖରେ ଆତ୍ମସପର୍ମଣ କରିଛି । ପରେ ତାଙ୍କୁ ଗିରଫ କରି ପଚରାଉଚରା…
Read More...

ପାଦ୍ରୀଙ୍କୁ ବିଶ୍ୱାସ କରିବା ପଡିଲା ମହଙ୍ଗା । ସ୍ୱର୍ଗପ୍ରାପ୍ତି ପାଇଁ ଉପବାସ କରି ୨୯ ମୃତ

କନକ ବ୍ୟୁରୋ : ଆଫ୍ରିକୀୟ ଦେଶ କେନିୟାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଇସାଇ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାସ କରିବା ଫଳରେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ପାଦ୍ରୀ ଜଣଙ୍କ ଏହି ଲୋକମାନଙ୍କୁ ଉପଦେଶ ଦେଇଥିଲେ କି ଯଦି ସେମାନେ ଉପବାସ କରିବା ସହ ଆତ୍ମହତ୍ୟା କରନ୍ତି ତେବେ…
Read More...

ବିରାଟ, ସଚିନଙ୍କ ଟ୍ୱିଟର ଆକାଉଣ୍ଟରେ ପୁଣି ଦିଶିଲା ବ୍ଲୁ-ଟିକ୍ । କିଛି ଦିନ ତଳେ କମ୍ପାନୀ ହଟେଇ ଦେଇଥିଲା ବ୍ଲୁ-ଟିକ୍…

କନକ ବ୍ୟୁରୋ: ଟ୍ୱିଟର୍ ବ୍ଲୁ-ଟିକକୁ ନେଇ ଏବେ ସବୁଠି ଚର୍ଚ୍ଚା । କିଛି ଦିନ ତଳେ ଟ୍ୱିଟର୍ କମ୍ପାନୀ ବିଶ୍ୱର ଅନେକ ଚର୍ଚ୍ଚିତ ଚେହେରାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ୍ ଛଡେଇ ନେଇଥିଲା । ଏମିତି କି ରାହୁଲ ଗାନ୍ଧୀ, ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କ ସହିତ ଶାହାରୁଖ ଖାନ୍ ଓ ସଲମାନ୍…
Read More...

ସାନ ସିନା ଦାନ ତା ମହାନ୍ । ୮ଟି ଅଙ୍ଗଦାନ କଲା ୯ ବର୍ଷର କୁନି ବାଳକ । ବଞ୍ଚିଗଲା ଦୁଇଟି ମୂଲ୍ୟବାନ ଜୀବନ ।

କନକ ବ୍ୟୁରୋ: କୁହାଯାଏ ଅଙ୍ଗଦାନ ମହାପୂର୍ଣ୍ଣ, ଅଙ୍ଗଦାନ କଲେ ମହାପୂର୍ଣ୍ଣ ଅର୍ଜନ ହୁଏ । ତେବେ କେବଳ ବଡ ଲୋକ ନୁହଁନ୍ତି, ବେଳେବେଳେ ଛୋଟ ପିଲାଙ୍କର ଦାନ ବି ଏତେ ବଡ ଥାଏ ଯେ, ତାକୁ କଳ୍ପନା କରିବା ବି ବଡ ମୁସ୍କିଲ ହୋଇପଡେ । ଏଇ ଯେମିତି ସାନ ହେଲେ ବି ଏକ ମହାନ୍ ଦାନ କରିଛନ୍ତି ଜଣେ ୯…
Read More...

ମହିଳା କୁସ୍ତିଯୋଦ୍ଧାଙ୍କୁ ଉତ୍ପୀଡନ ମାମଲା, ଜନ୍ତରମନ୍ତର ଠାରେ ପୁଣି ଧାରଣା ଦେବାକୁ ଘୋଷଣା କଲେ ବଜରଙ୍ଗ ପୁନିଆ

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଭାରତୀୟ କୁସ୍ତିଯୋଦ୍ଧା ସଂଘର ଅଧ୍ୟକ୍ଷ ବୃଜଭୂଷଣ ସିଂଙ୍କ ବିରୋଧରେ ପୁଣି ଥରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି, ଏବେ ପୁଣିଥରେ ଜନ୍ତର ମନ୍ତର ଠାରେ ବୃଜଭୂଷଣଙ୍କ ସିଂଙ୍କ ବିରୋଧରେ ପ୍ରଦର୍ଶନ କରାଯିବ । ଯେ…
Read More...

କେଦାରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ବଡ ଦୁର୍ଘଟଣା : ଜଣେ ଯୁବକ ମୃତ

କନକ ବ୍ୟୁରୋ : କେଦାରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏକ ବଡ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ହେଲିକପ୍ଟର ପଙ୍ଖା ସଂସ୍ପର୍ଷରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ନାଁ ଅମିତ ସୈନୀ ବୋଲି ଜଣାପଡିଛି । ସୂଚନା ଆଧାରରେ, ହେଲିକପ୍ଟରରେ ଲୋଡିଂ ହେଉଥିବା ସମୟରେ…
Read More...

ପୁରୁଣା ମଡେଲ୍, ନୂଆ ଅବତାର । ଭାରତୀୟ ସେନାରେ ସାମିଲ ହେବ ଇଲେକ୍ଟ୍ରିକ୍ ଏସୟୁବି

କନକ ବ୍ୟୁରୋ : ଭାରତୀୟ ସେନାରେ ସାମିଲ ହେବ ମାରୁତି ଜିପ୍ସିର ଇଲେକ୍ଟ୍ରିକ୍ ଗାଡି । ଏହି ଜିପକୁ ଖାସ କରି ଭାରତୀୟ ସେନା ପାଇଁ ପ୍ରସ୍ତୁତ କରାଯାଇଛି । ଯାହାକୁ ଭାରତୀୟ ସେନା, ଆଇଆଇଟି ଦିଲ୍ଲୀ ଓ ଟେଡପୋଲ ପ୍ରୋଜେକ୍ଟ ନାମକ ଷ୍ଟାଟଅପ୍ ମିଳିତ ଭାବେ ପ୍ରସ୍ତୁତ କରିଛି । ତେବେ ଏହି ପୁରୁଣା…
Read More...

ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ କାମ କରିବା ଓ ଏହା ବାବଦରେ ଅଧିକ ଦରମା ନେବା ନେଇ ସୁପ୍ରିମକୋର୍ଟଙ୍କ ବଡ…

କନକ ବ୍ୟୁରୋ : ସରକାରୀ କର୍ମଚାରୀମାନଙ୍କ ଓଭର ଟାଇମ୍ ଡ୍ୟୁଟିକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି କି, ସରକାରୀ କର୍ମଚାରୀମାନେ ଓଭରଟାଇମ ଆଲାଉନ୍ସର ହକଦାର ନୁହଁନ୍ତି । ଏହା ସହାୟତା କାଟାଗୋରୀ ଭିତରେ ଆସୁନାହିଁ ବୋଲି କୋର୍ଟ ସ୍ପଷ୍ଟ…
Read More...

୩୬ଦିନର ଲୁଚକାଳି ଖେଳ ପରେ ପୋଲିସ ହେପାଜତରେ ଅମୃତପାଲ ସିଂ ।  ପୋଲିସ କହୁଛି ଗିରଫ, ଗୁରୁଦ୍ୱାର ମୁଖ୍ୟ କହୁଛନ୍ତି…

କନକ ବ୍ୟୁରୋ : ପଳାତକ ଅମୃତପାଲ ସିଂଙ୍କୁ ଧରିବାକୁ ପୋଲିସକୁ ୩୬ ଦିନ ଧରି ଚଳାଇଥିବା ଅଭିଯାନର ଅନ୍ତ ଘଟିଛି । ରବିବାର ଦିନ ପଞ୍ଜାବ ପୋଲିସ ମୋଗା ଠାରେ ଥିବା ରୋଡେବାଲ ଗୁରୁଦ୍ୱାର ବାହାରୁ ଅମୃତପାଲ ସିଂଙ୍କୁ ଗିରଫ କରିଛି । ହେଲେ ଅମୃତପାଲ ସିଂଙ୍କୁ ଗିରଫ କରାଯାଇ ନାହିଁ ବରଂ ସେ ଆତ୍ମ…
Read More...

ମହାରାଷ୍ଟ୍ରରେ ସିନ୍ଦେ ସରକାରକୁ ନେଇ ସଂଜୟ ରାୱତଙ୍କ ବଡ ଦାବି । କହିଲେ, ଅଗାମୀ ୧୫ ଦିନ ମଧ୍ୟରେ ଭାଙ୍ଗିଯିବ ସିନ୍ଦେ…

କନକ ବ୍ୟୁରୋ : ମହାରାଷ୍ଟ୍ରର ଏକନାଥ ସିନ୍ଦେ ଓ ବିଜେପିର ମିଳିତ ସରକାରକୁ ନେଇ ଶିବସେନା (ଉଦ୍ଧବ ଠାକରେ ଗ୍ରୁପ) ନେତା ସଂଜୟ ରାୱତ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି କି ମହାରାଷ୍ଟ୍ରର ସିନ୍ଦେ-ଫଡନଭିସ୍ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଭାଙ୍ଗିବାକୁ ଯାଉଛି । ସେ କହିଛନ୍ତି କି ଚଳିତ…
Read More...