Browsing Category

ଦେଶ ବିଦେଶ

ବ୍ରିଜଭୂଷଣଙ୍କୁ ଗିରଫ କରିବା ଦାବି ଉପରେ ଦିଲ୍ଲୀ ପୋଲିସର ବୟାନ । କହିଲେ, ଗିରଫ କରିବା ପାଇଁ ଆମ ପାଖରେ ନାହିଁ…

କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫକୁ ନେଇ ଦିଲ୍ଲୀ ପୋଲିସ ସୂତ୍ରରୁ ବଡ ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦିଲ୍ଲୀ ପୋଲିସ ସୂତ୍ର କହିଛି କି, ‘ଏପର୍ଯ୍ୟନ୍ତ ଆମକୁ ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ’ ।…
Read More...

ମୋଦୀଙ୍କୁ ହରାଇବା ପାଇଁ ନୀତୀଶଙ୍କ ନୂଆ ଫର୍ମୁଲା : ୨୦୨୪ରେ ଏକାଠି ହେବା ପାଇଁ ବିରୋଧୀଙ୍କୁ ଆହ୍ୱାନ; ନିଜନିଜ ଭିତରେ…

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନରେ ମୋଦୀଙ୍କୁ କ୍ଷମତାଚ୍ୟୁତ କରିବାକୁ ନୀତୀଶଙ୍କ ଫର୍ମୁଲା । ମୋଦୀ ବିରୋଧୀଙ୍କୁ ଏକାଠି କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ । ହେଲେ ବିଭିନ୍ନ ରାଜନୈତିକ ଦଳରେ ବିଚାରଗତ ବିଭେଦ ଥିବରୁ ସମସ୍ତେ ଏକାଠି…
Read More...

ଆମେରିକା ଗସ୍ତରେ ରାହୁଲ ଗାନ୍ଧୀ । କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟରେ କହିଲେ ବିଜେପିକୁ ପରାସ୍ତ କରିବାର ଉପାୟ

କନକ ବ୍ୟୁରୋ : କଂଗ୍ରେସ ପାର୍ଟିର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ଏହି କ୍ରମରେ ସେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେ ତାଙ୍କର ଦୀର୍ଘ ଭାଷଣରେ ଅନେକ ପ୍ରସଙ୍ଗ ଉଠାଇଛନ୍ତି ।…
Read More...

ବଢିଲା ଏସପିଜି ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କ କାର୍ଯ୍ୟକାଳ, ଆଜି ନେଇଥାନ୍ତେ ଅବସର

କନକ ବ୍ୟୁରୋ : ଭାରତ ସରକାରଙ୍କ ତରଫରୁ ଏସପିଜି ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କ କାର୍ଯ୍ୟକାଳ ୧ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଅର୍ଥାତ ସେ ଆଗାମୀ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ । ଅରୁଣ ସିହ୍ନା କେରଳ କ୍ୟାଡରର ଅଧିକାରୀ । ସେ…
Read More...

ରବୀନ୍ଦ୍ର ଜାଡେଜା ବିଜେପି କାର୍ଯ୍ୟକର୍ତ୍ତା, ତାଙ୍କ ପାଇଁ ଚେନ୍ନାଇ ହେଲା ଆଇପିଏଲ ଚାମ୍ପିୟନ । ତାମିଲନାଡୁର ବିଜେପି…

କନକ ବ୍ୟୁରୋ : ଆଇପିଏଲରେ ଚେନ୍ନାଇର ବିଜୟକୁ ନେଇ ବଡ ବୟାନ ଦେଇଛନ୍ତି ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଅନ୍ନମଲ୍ଲାଇ । ପଞ୍ଚମ ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ ଓ ରବୀନ୍ଦ୍ର ଜାଡେଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜାଡେଜାଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି ।…
Read More...

ସଂଘର୍ଷରୁ ସଫଳତାର ଯାତ୍ରା । ଦିନେ ଥିଲେ ପେଣ୍ଟର , ଏବେ ହେଲେ ବଡ଼ ଅଫିସର

କନକ ବ୍ୟୁରୋ : ସଫଳତା, ଏ ଗୋଟିଏ ଶବ୍ଦ ରେ ରହିଛି ଅନେକ କିଛି । କାରଣ ଏହି ସଫଳତା ହାସଲ୍ କରିବାକୁ କିଏ ଯେ କେତେ କଷ୍ଟ କରିଥାଏ ତାହାର କୌଣସି ସୀମା ନଥାଏ । ବିନା କୌଣସି ସାଧନାରେ ସଫଳତାର ସ୍ୱାଦ ବା କିଏ ପାଇଛି, ସେଥିପାଇଁ ତ କୁହାଯାଏ କଷ୍ଟ କଲେ କୃଷ୍ଣ ମିଳେ, ଯାହାକୁ ପ୍ରମାଣ କରି…
Read More...

କେଉଁ କାମରେ ଲାଗିଥାଏ ଟ୍ରେନ ଛାତରେ ଥିବା ଗୋଲ ଢାଙ୍କୁଣୀ ? ନୂଆ ଟେକ୍ନୋଲୋଜୀ ଥିଲେ ବି ଏହାକୁ କାହିଁକି ହଟାଉ ନାହିଁ…

କନକ ବ୍ୟୁରୋ : ଭାରତୀୟ ରେଲୱେ ନିଜର ନିୟମ ଏବଂ ନେଟୱର୍କ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ପ୍ରତିଦିନ ଲକ୍ଷାଧିକ ଯାତ୍ରୀ ରେଳଯାତ୍ରା କରିଥାନ୍ତି । ଶସ୍ତା, ଆରାମଦାୟକ ହୋଇଥିବାରୁ ରେଳଯାତ୍ରାକୁ ଦେଶର ଲାଇଫ ଲାଇନ ବୋଲି କୁହାଯାଏ । ଭାରତୀୟ ରେଲୱ ବିଶ୍ୱର ଚତୁର୍ଥ ବୃହତମ ରେଳ ନେଟୱର୍କ…
Read More...

ସାଙ୍ଗ ହେବ ତ ଏମିତି । ସାଙ୍ଗର ମୃତ୍ୟୁ ସହିପାରିଲାନି ସାଙ୍ଗ । ସାଙ୍ଗର ଜୁଇରେ ଡେଇଁ ପଡ଼ିଲେ

କନକ ବ୍ୟୁରୋ : ସତରେ ଜଣେ ସାଙ୍ଗ ଜୀବନରେ କେତେ ଯେ ଗୁରୁତ୍ୱ ବହନ କରିଥାଏ ତାହା ଜଣେ ପ୍ରକୃତ ବନ୍ଧୁ ହିଁ ବୁଝିଥାଏ । ଆପଣମାନେ ବଲିଉଡ ବ୍ଲକବ୍ଲାଷ୍ଟର ହିନ୍ଦି ଫିଲ୍ମ ‘ସୋଲୋ’ ଦେଖିଥିବେ ନିଶ୍ଚୟ । ଏଥିରେ ଜୟ ବୀରଙ୍କ ଦୋସ୍ତି ପରଦାରେ ଯେଭଳି ଉପସ୍ଥାପନ କରାଯାଇଛି ତାହା ସବୁଦିନ ଲାଗି ମନେ…
Read More...

ପ୍ରଧାନମନ୍ତ୍ରୀ ଭାବୁଛନ୍ତି ସେ ସବୁକିଛି ଜାଣିଛନ୍ତି, ତାଙ୍କ ସାମ୍ନାରେ ଭଗବାନ ବି ଭ୍ରମିତ ହୋଇଯିବେ : ରାହୁଲ ଗାନ୍ଧୀ 

କନକ ବ୍ୟୁରୋ : ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ଯୋଗ ଦେଇ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଦେଶର ଏଜେନ୍ସିର ଦୁରୁପଯୋଗ କରିବା ସହ ଲୋକଙ୍କୁ ଧମକାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାହୁଲ । ଏହାସହ…
Read More...

ଆମେରିକା ମାଟିରୁ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍ : କହିଲେ, ସବୁ ଜାଣିଛନ୍ତି ପ୍ରଧାନମନ୍ତ୍ରୀ, ଭଗବାନଙ୍କୁ ବି…

କନକ ବ୍ୟୁରୋ : ତିନି ଦିନିଆ ଆମେରିକା ଗସ୍ତରେ କଂଗ୍ରେସ ନେତା ରାହୁଲ । ସାନ୍ ଫ୍ରାନ୍ସିସ୍କୋରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି ରାହୁଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, ଭାରତରେ କିଛି ଏମିତି ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସେ ସବୁକିଛି…
Read More...