Browsing Category

ଦେଶ ବିଦେଶ

ଘାଟିରେ ଖସିଲା ବରଯାତ୍ରୀ ଗାଡି, ୪ ଯୁବକଙ୍କ ମୃତ୍ୟୁ, ହିମାଚଳ ରାମପୁରରେ ବଡ ଦୁର୍ଘଟଣା

କନକ ବ୍ୟୁରୋ: ହିମାଚଳପ୍ରଦେଶ ସିମଲାରେ ବଡ ଧରଣର ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର ଘାଟିରୁ ଖସିପଡିବାରୁ ଘଟଣାସ୍ଥଳରେ ୪ଜଣ ଯୁବକଙ୍କ ମୃତ୍ୟୁ ହେବା ସହ ଅନ୍ୟମାନେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ସୂଚନା ମୁତାବକ, ବୁଧବାର ସିମଲାରୁ ରାମପୁର ଯାଉଥିବା ଏକ…
Read More...

‘ଅଗ୍ନିବୀର’ ହେଲେ ସାଂସଦ ରବି କିଶନଙ୍କ ଝିଅ, ଡିଫେନ୍ସ ଫୋର୍ସରେ ସାମିଲ ହେଲେ ଇଶିତା

କନକ ବ୍ୟୁରୋ: ଗୋରଖପୁରରୁ ବିଜେପି ସାଂସଦ ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେଲେ । ନିଜ ଝିଅର ନିଷ୍ପତ୍ତି ଉପରେ ଖୁସି ଜାହିର କରିଛନ୍ତି ସାଂସଦ ରବି କିଶନ । ଅଭିନେତାରୁ ସାଂସଦ ବନିଥିବା ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେବା ପରେ…
Read More...

ପୃଥିବୀ ଆଡକୁ ଆସୁଛି ବିଶାଳ ଗ୍ରହାଣୁ, ସେକେଣ୍ଡ ପ୍ରତି ବେଗ ୧୧.୮ କିଲୋମିଟର

କନକ ବ୍ୟୁରୋ: ପୃଥିବୀ ପାଖ ଦେଇ ୯୧ ମିଟର ଓସାରବିଶିଷ୍ଟ ଖଣ୍ଡେ ପ୍ରକାଣ୍ଡ ଗ୍ରହାଣୁ ପୃଥିବୀ ପାଖ ଦେଇ ଅତିକ୍ରମ କରିବ ବୋଲି ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି। ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବା ୧୬୦ ମିଟର୍ ବ୍ୟାସର ଏହି ବିଶାଳ ପଥରଖଣ୍ଡ ‘୨୦୧୩ ଡବ୍ଲୁଭି୪୪’ର…
Read More...

ବିଶ୍ୱକପ ପୂର୍ବରୁ ସେହୱାଗଙ୍କ ଭବିଷ୍ୟବାଣୀ । ଏହି ୪ଟି ଟିମ୍ ଖେଳିପାରନ୍ତି ସେମିଫାଇନାଲ, ଜାଣନ୍ତୁ ତାଲିକାରେ ରହିଛି…

କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଦିନିକିଆ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଥିବା ବେଳେ ପୂର୍ବତନ ଭାରତୀୟ ବ୍ୟାଟର ବଡ ଭବିଷ୍ୟବାଣୀ କରିଛନ୍ତି । ସେହୱାଗ କହିଛନ୍ତି ଲିଗ୍ ପର୍ଯ୍ୟାୟ ବାଦ୍ ଭାରତ-ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲା…
Read More...

ଭାରତୀୟଙ୍କ ଉପରେ ମାନସିକ ଉତ୍ପୀଡନର ଅଭିଯୋଗ ଆଣିଲେ ଆମେରିକୀୟ ସାମ୍ବାଦିକ । ସାମାଜିକ ଗଣମାଧ୍ୟମରେ ଧମକ ମିଳୁଥିବା…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ ପଚାରି ଏବେ ଅଡୁଆରେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ସାମ୍ବାଦିକା ସାବ୍ରିନା ସିଦ୍ଦିକ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାଗସ୍ତରେ ଯାଇଥିବାବେଳେ ସାବ୍ରିନା ତାଙ୍କୁ ଭାରତର ଅଳ୍ପସଂଖ୍ୟକଙ୍କୁ ନେଇ ଏକ ପ୍ରଶ୍ନ ପଚାରିଥିଲେ । ଏହାପରଠୁ…
Read More...

ବିଦେଶରୁ ଫେରି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶରେ ନିର୍ବାଚନୀ ରାଲିରେ ବିରୋଧୀ ମେଣ୍ଟ ବୈଠକକୁ…

କନକ ବ୍ୟୁରୋ: ବିଦେଶରୁ ଫେରିବା ପରେ ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାରରେ ପାଟଣାରେ ହୋଇଥିବା ବିରୋଧୀ ଦଳଙ୍କ ବୈଠକକୁ ସମାଲୋଚନା କରିଛନ୍ତି ମୋଦୀ । କହିଛନ୍ତି, ଅତି କମରେ ସବୁୁ ବିରୋଧୀ ୨୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ତେଣୁ ଭୟଭୀତ ହୋଇ…
Read More...

ଆସିଲା ଦିନିକିଆ ବିଶ୍ୱକପ ୨୦୨୩ କାର୍ଯ୍ୟସୂଚୀ। ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁକାବିଲା

କନକ ବ୍ୟୁରୋ: ୧୦୦ ଦିନ ପୂର୍ବରୁ ଭାରତରେ ହେବାକୁ ଥିôବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଗତ ବିଶ୍ୱକପରେ ଫାଇନାଲକୁ ଯାଇଥିବା ଦୁଇ ଟିମ୍ ଚାମ୍ପିୟନ୍ ଇଂଲଣ୍ଡ…
Read More...

ବଦଳିଲା ପାଣିପାଗ, ବଢ଼ିଲା ଦରଦାମ। ଆକାଶଛୁଆଁ ଟମାଟୋ ଦର

କନକ ବ୍ୟୁରୋ: ହଠାତ୍ ଟମାଟୋ ଦର ହୋଇଛି ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଂଚିଲାଣି । ମେଟ୍ରୋ ସିଟିରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ରୁ ୧୨୦ ଟଙ୍କାରେ ପହଞ୍ଚିଲାଣି । ପ୍ରବଳ ଗରମ…
Read More...

ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସରକାରୀ ବଙ୍ଗଳା ମରାମତି ମାମଲାରେ ଯାଂଚ କରିବ ସିଏଜି

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ମରାମତି ମାମଲାରେ ଏବେ ସିଏଜି ଯାଂଚ କରିବ । କଥିତ ଅନିୟମିତତା ଓ ନିୟମର ଉଲଙ୍ଘନ ଉପରେ ବିଶେଷ ଯାଂଚ ହେବ । ସୂଚନା ମୁତାବକ ଦିଲ୍ଲୀ ଉପ ରାଜ୍ୟପାଳ ବି.କେ ସକସେନାଙ୍କ କାର୍ଯ୍ୟାଳୟ ତରଫରୁ ମେ ୨୪ ତାରିଖରେ…
Read More...

ଜରୁରୀକାଳିନ ଅବତରଣ କଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ପିଠି ଓ ଆଣ୍ଠୁରେ ଲାଗିଛି ଆଘାତ

କନକ ବ୍ୟୁରୋ: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଜରୁରୀକାଳିନ ଅବତରଣ କରିଛି । ଖରାପ ମୌସୁମୀ ଯୋଗୁଁ ହେଲିକପ୍ଟରକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ପଡିଛି । ମମତା ବାନାର୍ଜୀ ଜଲପାଇଗୁଡିରୁ ବାଗଡୋଗରା ଯାଉଥିଲେ । ଏହାରି ମଧ୍ୟରେ ସାଲୁଗାଡା ନିକଟ ଆର୍ମି…
Read More...