Browsing Category

ଦେଶ ବିଦେଶ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସାର ମାହୋଲ । କୁଚବିହାରରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି । ଏହି କ୍ରମରେ ଆଜି କୁଚବିହାର ଜିଲ୍ଲାରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । କୁହାଯାଉଛି କି ଟିଏମସିର ଏହି ଦୁଇଗୋଷ୍ଠୀ ନିଜ ନିଜ ଭିତରେ ଗଣ୍ଡଗୋଳ କରିଛନ୍ତି । ଏହି କ୍ରମରେ ଉଭୟ…
Read More...

ମୁସଲମାନଙ୍କ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିଥିଲେ ପ୍ରଶ୍ନ, ଭାରତୀୟଙ୍କ ଦ୍ୱାରା ଉତ୍ପୀଡନର ଶିକାର…

କନକ ବ୍ୟୁରୋ : ୱାଲ ଷ୍ଟ୍ରିଟ ଜର୍ନାଲ ଖବର କାଗଜର ହ୍ୱାଇଟ୍ ହାଉସ ସାମ୍ବାଦିକ ସବରୀନା ସିଦ୍ଦିକଙ୍କୁ ଅନ୍ ଲାଇନ ଆକ୍ରମଣ କରାଯାଉଛି । ଏନେଇ ଖବର କାଗଜ ୱାଲ ଷ୍ଟ୍ରିଟ୍ ଜର୍ନାଲ ପକ୍ଷରୁ ହ୍ୱାଇଟ୍ ହାଉସରେ ଅଭିଯୋଗ କରାଯାଇଛି । ଖବର କାଗଜ ତରଫରୁ ଅଭିଯୋଗ କରାଯାଇଛି କି, ଆମ ସାମ୍ବାଦିକ…
Read More...

ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ । ଆଜି ଆସିପାରେ ମ୍ୟାଚର କାର୍ଯ୍ୟସୂଚୀ ।

କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କ ପାଇଁ ଆଜି ଆସିପାରେ ଖୁସିଖବର । ବିସିସିଆଇ ଆଜି ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିପାରେ । କ୍ରିକେଟ ବିଶ୍ୱକପ ଇତିହାସରେ ପୂରା ବିଶ୍ୱକପର ମ୍ୟାଚ୍ ଭାରତରେ ହିଁ ଖେଳାଯିବ । ଚଳିତଥର କାର୍ଯ୍ୟସୂଚୀ ପ୍ରକାଶ ପାଇବାରେ ବିଳମ୍ବ ହେବାର ବଡ କାରଣ…
Read More...

ମୂତ୍ର ଏବଂ ଝାଳରୁ ପ୍ରସ୍ତୁତ ପାଣି ପିଇବେ ମହାକାଶଚାରୀ । ନାସାର ବଡ ସଫଳତା

କନକ ବ୍ୟୁରୋ : ଏବେ ମହାକାଶଚାରୀଙ୍କ ପାଇଁ ମହାକାଶରେ ବଞ୍ଚିବା ଆହୁରି ସହଜ ହୋଇଯିବ । ଆମେରିକା ସ୍ପେସ୍ ଏଜେନ୍ସି ନାସା ବଡ ସଫଳତା ହାସଲ କରିଛି । ନାସାର ଇଣ୍ଟର ନ୍ୟାସନାଲ୍ ସ୍ପେସ୍ ସେଣ୍ଟରରେ ରହୁଥିବା ମହାକାଶଚାରୀଙ୍କ ୯୮ ପ୍ରତିଶତ ମୂତ୍ର ଓ ଝାଳକୁ ନେଇ ପାଣିରେ ପରିଣତ କରିବାରେ ବଡ ସଫଳତା…
Read More...

ୟୁଟ୍ୟୁବର ଦେବରାଜ ପଟେଲଙ୍କ ପରଲୋକ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଶୋକ ପ୍ରକାଶ

କନକ ବ୍ୟୁରୋ : ଲୋକପ୍ରିୟ ୟୁଟ୍ୟୁବର ତଥା ହାସ୍ୟଭିନେତା ଦେବରାଜ ପଟେଲଙ୍କର ମୃତ୍ୟୁ ହୋଇଛି । ଛତିଶଗଡ଼ ରାୟପୁରରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଦିଲ୍‌ ସେ ବୁରା ଲଗତା ହୈ ଭାଇ ମେମ୍‌ ପାଇଁ ସେ ବେଶ୍‌ ପରିଚିତ ଥିଲେ । ଦେବରାଜ ତାଙ୍କ ସାଙ୍ଗଙ୍କ ସହିତ ବାଇକ୍‌ରେ…
Read More...

ଆଜି ୫ଟି ସ୍ଥାନରେ ଆରମ୍ଭ ହେବ ବନ୍ଦେ ଭାରତ ଟ୍ରେନ୍ ସେବା । ପ୍ରଧାନମନ୍ତ୍ରୀ ମୋଦୀ କରିବେ ଶୁଭାରମ୍ଭ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତରେ ଯାଇ ରାଣୀ କମଳାପତି ରେଳଷ୍ଟେସନରେ ପହଞ୍ଚି ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରାଇବେ । ଏହି ପାଞ୍ଚଟି ବନ୍ଦେ ଭାରତ ଟ୍ରେନ ହେଲା-ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ…
Read More...

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ସବୁଠି ବନ୍ୟା ପ୍ରଳୟ । ବନ୍ୟା ବିତ୍ପାତରେ ଆସାମରେ ଅସ୍ଥିରତା । ଉତ୍ତରାଖଣ୍ଡ,…

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ପ୍ରଳୟଙ୍କାରୀ ବନ୍ୟା । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ଲକ୍ଷ ଲକ୍ଷ ଲୋକେ ବନ୍ୟାଘେରରେ ଜୀବନଯାପନ କରୁଛନ୍ତି । ଆସାମ, ହିମାଚଳପ୍ରଦେଶ, ବିହାର, ଜମ୍ମୁ କଶ୍ମୀର, ହରିୟାଣା ଆଦି ସ୍ଥାନରେ ବନ୍ୟା ଯୋଗୁଁ…
Read More...

କ୍ରାଇମ କ୍ୟାପିଟାଲ ପାଲଟିଛି ରାଜଧାନୀ ଦିଲ୍ଲୀ । ଦିବା ଆଲୋକରେ ବନ୍ଧୁକ ମୁନରେ ଧମକ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ…

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । କାରକୁ ଘେରି ୪ଜଣ ଦୁବୁର୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଲୁଟ ସମୟର ଘଟଣା ସିସିଟିଭିରେ କଏଦ ହୋଇଛି । ସେପଟେ କିଛି ସୁରାକ ଆଧାରରେ ଛାନଭିନ ଜାରି ରଖିଛି ଦିଲ୍ଲୀ ପୁଲିସ । ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାରଙ୍କ…
Read More...

ପଛକୁ ହଟିଲା ବିଦ୍ରୋହୀ ସେନା ୱାଗନର । ରଷିଆ ଉପରୁ ଟଳିଲା ସଙ୍କଟ । କିନ୍ତୁ କୁଆଡ଼େ ଗଲେ ରାଷ୍ଟ୍ରପତି ପୁଟିନ?

କନକ ବ୍ୟୁରୋ: ୭୨ ଘଣ୍ଟାର ହଟଚମଟ ପରେ ଶାନ୍ତ ପଡିଛି ରୁଷ । ବିଦ୍ରୋହୀ ସେନା ୱାଗନର ମସ୍କୋ ମୁହାଁ ହେଉଥିବାବେଳେ ହଠାତ ଓହରିଯାଇଛି । ଯାହାକୁ ନେଇ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସେପଟେ ପ୍ରଶ୍ନ ଉଠୁଛି ଯେଉଁ ଭାବେ ୱାଗନର ମସ୍କୋ ମୁହାଁ ହେଉଥିଲା ହଠାତ କାହିଁକି…
Read More...

ଅଫିସର ଛୋଟବଡ଼ କାମ ପାଇଁ ଏଚଆରଙ୍କ ପାଖକୁ ଯିବାକୁ ପଡ଼ିବନି। ଏଆଇ ଦ୍ୱାରା ସିଏସଏମ ଟେକ ପ୍ରସ୍ତୁତ କରିଛି ଏଚଆର ମେଧା

କନକ ବ୍ୟୁରୋ: ଅଫିସର ଛୋଟ ବଡ କାମ ତଥା ନିଜ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଏଣିକି ଏଚ.ଆରଙ୍କ ପାଖକୁ ଯିବାକୁ ପଡିବନି । ଉତ୍ତର ପାଇବା ପାଇଁ ଘଂଟା ଘଂଟା ସମୟ ଅପେକ୍ଷା କରିବାକୁ ପଡିବନି । କାରଣ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବ ଭର୍ଚୁଆଲ ଏଚ.ଆର । ସିଏସଏମ ଟେକର ଆର୍ଟିଫିସିଆଲ…
Read More...