Browsing Category

ଦେଶ ବିଦେଶ

ଭାରତରେ ରହିଛି ଏଭଳି ସ୍ଥାନ । ଯାତ୍ରା ସମୟରେ ହଠାତ ବନ୍ଦ ହୋଇଯାଏ ଟ୍ରେନର ସମସ୍ତ ଲାଇଟ । ଜାଣନ୍ତୁ ଏନେଇ କଣ କହିଲେ…

କନକ ବ୍ୟୁରୋ : ଟ୍ରେନ୍ ଯାତ୍ରା କରୁଛି ଆଉ ହଠାତ ସମସ୍ତ ଲାଇଟ୍ ବନ୍ଦ ହୋଇଯାଏ । ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଏ ଟ୍ରେନ । ଭାରତର ଏକ ଏଭଳି ସ୍ଥାନ ରହିଛି ଯେଉଁଠାରେ ଟ୍ରେନ ଯାତ୍ରା କରୁଥିବା ସମୟରେ ସମସ୍ତଙ୍କ ଲାଇଟ୍ ଆପେ ଆପେ ବନ୍ଦ ହୋଇଯାଇଥାଏ । ଏହା ଅଧିକାଂଶ ଲୋକଙ୍କୁ ବିଶ୍ୱାସ ହେଉନଥିବ ।…
Read More...

ଗୁଜୁରାଟ ହାଇକୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି । ମୋଦି ସରନେମ ମାମଲାରେ ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଲେ…

କନକ ବ୍ୟୁରୋ : ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟଙ୍କ ଝଟକା । ରାହୁଲଙ୍କ ଆବେଦନ ଖାରଜ କଲେ କୋର୍ଟ । ସୁରତ କୋର୍ଟଙ୍କ ରାୟର ପୁନଃବିଚାର କରିବା ସହ ଦିଆଯାଇଥିବା ଦଣ୍ଡ ଉପରେ ରୋକ ଲଗାଇବାକୁ  ଆବେଦନ କରିଥିଲେ ରାହୁଲ  । କିନ୍ତୁ ସୁରତ କୋର୍ଟଙ୍କ ରାୟକୁ କାଏମ…
Read More...

କ୍ରିକେଟର ଧୋନୀଙ୍କ ସମ୍ପତ୍ତି କେତେ? କ୍ରିକେଟ ବ୍ୟତୀତ ଆଉ କେଉଁଥିରୁ ପାଆନ୍ତି ଅର୍ଥ?

କନକ ବ୍ୟୁରୋ: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପତ୍ତି କଥା କହିବା ତ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୦୪୦ କୋଟିରୁ ଅଧିକ ହେବ । ଏଥିରେ କ୍ରିକେଟରୁ ହେଉଥିବା ଆୟ ବ୍ୟତୀତ ବିଭିନ୍ନ କମ୍ପାନୀର ବ୍ରାସ ଏଣ୍ଡୋର୍ସମେଣ୍ଟ, ଏକାଧିକ ଷ୍ଟାର୍ଟଅପରେ କରିଥିବା ନିବେଶରୁ ଆସୁଥିବା ରିଟର୍ଣ୍ଣ…
Read More...

ନିଜକୁ ଗୁଳି ମାରିଦେଲେ ଡିଆଇଜି ସି ବିଜୟକୁମାର : କାହିଁକି କଲେ ଆତ୍ମହତ୍ୟା? କ’ଣ କହିଲେ ସହକର୍ମୀ

କନକ ବ୍ୟୁରୋ : ନିଜକୁ ଗୁଳି ମାରିଦେଲେ ଡିଆଇଜି । ତାମିଲନାଡୁର କୋଇମ୍ବାଟୋର ରେଞ୍ଜ ଡିଆଇଜି ସି ବିଜୟକୁମାର ନିଜକୁ ଗୁଳି ମାରି ମୃତ୍ୟୁବରଣ କରିଛନ୍ତି । ଆଜି ସକାଳେ ନିଜ କ୍ୟାମ୍ପ ଅଫିସରେ ନିଜ ମୁଣ୍ଡକୁ ଗୁଳି ମାରିଦେଇଛନ୍ତି । ସୂଚନା ମୁତବାକ, ବିଜୟକୁମାର ଆଜି ସକାଳୁ ଉଠିବା ପରେ ପ୍ରାତ…
Read More...

ମୋଦୀଙ୍କ ସଭାକୁ ଯିବାବେଳେ ବିଜେପି କର୍ମୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ, ୨ ମୃତ, ଏକାଧିକ ଆହତ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଭାରେ ସାମିଲ ହେବାକୁ ଛତିଶଗଡ ଅମ୍ବିକାପୁର ଜିଲ୍ଲାରୁ ବିଜେପି କର୍ମୀଙ୍କୁ ନେଇ ଯାଉଥିବା ବସ୍ ଏକ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୨ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ…
Read More...

ବରିଷ୍ଠ IPS ଅଧିକାରୀଙ୍କ ଆତ୍ମହତ୍ୟା । ନିଜ ସର୍ଭିସ୍ ପିସ୍ତଲରୁ ନିଜକୁ ଗୁଳି କଲେ

କନକ ବ୍ୟୁରୋ: କୋଇମ୍ବାଟୁରର ବରିଷ୍ଠ ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଡିଆଇଜି ବିଜୟ କୁମାର ନିଜ ସର୍ଭିସ୍ ପିସ୍ତଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ହେଲେ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତାମିଲନାଡୁର ବରିଷ୍ଠ ଆଇପିଏସ୍ ବିଜୟ କୁମାର ୨୦୦୯…
Read More...

ୟୁନିଫର୍ମ ସିଭିଲ୍ କୋଡ ଲାଗୁ ନେଇ ଚାଲିଛି ବିତର୍କ : ଅଧିକାଂଶ ବିରୋଧୀ ଦଳ କରୁଛନ୍ତି ବିରୋଧ

କନକ ବ୍ୟୁରୋ : ୟୁନିଫର୍ମ ସିଭିଲ୍ କୋଡ ତଥା ସମାନ ନାଗରିକ ସଂହିତା ବିଲ ଭାରତରେ ଲାଗୁ କରିବା ବିଷୟକୁ ନେଇ ଲଗାତାର ଦେଶବ୍ୟାପୀ ବିତର୍କ ଚାଲିଛି । ଦେଶର ଅଧିକାଂଶ ବିରୋଧୀ ଦଳ ଏହାକୁ ବିରୋଧ କରୁଥିବାବେଳେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଉଦ୍ଦିନ ଓବେସି ପ୍ରଧାନମନ୍ତ୍ରୀଙ୍କୁ ଏହି ବିଷୟକୁ ନେଇ…
Read More...

ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଘରେ ମନ୍ତ୍ରୀଙ୍କ ଧାଡି : ଜେ.ପି ନଡ୍ଡାଙ୍କୁ ଭେଟିଲେ ଅନେକ କେନ୍ଦ୍ରମନ୍ତ୍ରୀ; ମୋସୁମୀ…

କନକ ବ୍ୟୁରୋ : ୨୦ରୁ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଯେକୌଣସି ଦିନ ନୂଆ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଘୋଷଣା ହୋଇପାରେ । ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଦଳର ସଭାପତି ଜେପି ନଡାଙ୍କୁ ଅନେକ କେନ୍ଦ୍ରମନ୍ତ୍ରୀ ଭେଟୁଛନ୍ତି । ସର୍ବପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜେ.ପି…
Read More...

୪୨ ବର୍ଷରେ ମହେନ୍ଦ୍ର ସିଂ ଧୋନି : ଜନ୍ମଦିନ ପାଇଁ ଫ୍ୟାନ୍ ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ : ଗତ ଦୁଇ- ତିନି ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ଏପ୍ରିଲ ୨୪ ତାରିଖକୁ ସବୁଠାରୁ ସ୍ମରଣୀୟ ତାରିଖ କୁହାଯାଏ । ଏହି ଦିନ କ୍ରିକେଟ୍ ଭଗବାନ ନାମରେ ପରିଚିତ ମହାନ୍ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ପାଳନ କରାଯାଇଥାଏ । କିନ୍ତୁ ଆଜି ତାରିଖ ମଧ୍ୟ ଭାରତୀୟ କ୍ରିକେଟ୍ ପାଇଁ…
Read More...

କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : କାମ କରିବାକୁ ସକ୍ଷମ ଥିଲେ, ମହିଳାମାନେ ବେକାର ରହିପାରିବେ ନାହିଁ;…

କନକ ବ୍ୟୁରୋ : ଜଣେ ବିବାହିତ ମହିଳା ଯଦି କାମ କରିବାକୁ ସକ୍ଷମ, ତେବେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଆଶା କରିପାରିବେ ନାହିଁ । ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ଏପରି କିଛି ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ବିଚାରପତି ରାଜେନ୍ଦ୍ର ବଦାମିକରଙ୍କ ଅଧ୍ୟକ୍ଷତା ବିଶିଷ୍ଟ…
Read More...