Browsing Category

ଦେଶ ବିଦେଶ

କମିପାରେ ପେଟ୍ରୋଲ-ଡିଜେଲ ଦର ! ଯଦି ଏହି ଦେଶର ଅଫରରେ ରାଜି ହୋଇଯାଆନ୍ତି କେନ୍ଦ୍ର ସରକାର

ସାରା ଦେଶରେ ଅହେତୂକ ଭାବରେ ବୃଦ୍ଧି ପାଉଛି ପେଟ୍ରୋଲ-ଡିଜେଲର ଦର । ଯାହାକୁ ନେଇ ଦିନକୁ ଦିନ ବଢି ଚାଲିଛି ଜନଅସନ୍ତୋଷ । ଗତ ୧୨ ଦିନ ଧରି ତୈଳ ଦର କମିବାର ନା ଧରୁନାହିଁ । କେଉଁଠି ପେଟ୍ରୋଲର ଦାମ ୮୫ ଟଙ୍କାରେ ପଂହଚିଲାଣି ତ ପୁଣି କେଉଁଠି ୭୦ ଛୁଇଁଛି । ଏଭଳି ପରିସ୍ଥିତିରେ ସାଧାରାଣ…
Read More...

ନିପା ଭାଇରସର ଆତଙ୍କକୁ ଖାତିର ନକରି ଏହି ମହିଳା ରହନ୍ତି ୪୦୦ ବାଦୁଡିଙ୍କ ସହ, ଏହି ବିଷୟରେ ତାଙ୍କ ବୟାନ ଶୁଣିଲେ…

ସମଗ୍ର ଦେଶରେ ଯେଉଁଠି ନିପା ଭାଇରସ୍ ର ଡର ବ୍ୟାପିଛି, ସେଇଠି ଅନ୍ୟ ପଟେ ଏମିତି ଏକ ମହିଳା ବି ଅଛନ୍ତି ଯିଏ ୪୦୦ ବାଦୁଡିଙ୍କ ସହ ବେଖାତିର ହୋଇ ରହନ୍ତି । ଏହି ମହିଳା ଗୁଜରାଟର ଅହମଦାବାଦ ଠାରୁ ୫୦ କିମି ଦୂର ରାଜପୁର ଗାଁରେ ରହନ୍ତି । ତାଙ୍କର ବାଦୁଡିଙ୍କ ଠାରୁ ଅଲଗା ହେବାର କୈାଣସି ଯୋଜନା…
Read More...

ଭାରତରୁ ମିଳିଲା ବିରଳ ବ୍ଲଡ୍ ଗ୍ରୁପ୍ ଇନରା ! ଡାକ୍ତରଙ୍କ ମଧ୍ୟରେ ଦେଖାଗଲା ଉନ୍ମାଦନା ।

ଲୋକେ ମୁଖ୍ୟତଃ ଏ, ବି ଏବଂ ଓ ଗ୍ରୁପ୍ର ବ୍ଲଡ୍ କଥା ଜାଣି ଥାଆନ୍ତି। ଏହା ଛଡ଼ା ଅନ୍ୟ କେତେକ ବିରଳ ବ୍ଲଡ୍ ଗ୍ରୁପ୍ ରହିଥିବା କଥା ବି ଶୁଣାଯାଇଥାଏ। ଦୁନିଆରେ ଏ ଭଳି ବିରଳ ୭ ଟି ବ୍ଲଡ୍ ଗ୍ରୁପ୍ ରହିଥିବା ବେଳେ ନିକଟରେ ଭାରତରୁ ଆଉ ଗୋଟାଏ ବିରଳ ଗ୍ରୁପର ରକ୍ତର ସନ୍ଧାନ ମିଳିଛି। ଏହି ୭ଟି ବିରଳ…
Read More...

ଭାରତ ପେଟ୍ରୋଲିୟମ କର୍ପୋରେସନରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ସର୍ତ୍ତ ପୂରଣ କଲେ ତୁରନ୍ତ ମିଳିଯିବ…

ଡିପ୍ଲୋମାଧାରକ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥୀ ଆବେଦନ କରିପାରିବେ । ୱେବସାଇଟ୍; www.bharatpetroleum.com ପଦବୀ ସଂଖ୍ୟା: ୪୪ ପଦବୀ…
Read More...

ଭୟଙ୍କର ରୂପ ନେଲାଣୀ ନିପା ଆଇରସ୍ ! ରକ୍ଷା ପାଇବାର ନାହିଁ କୌଣସି ବି ବିକଳ୍ପ, ଏହି ୫ଟି ସତର୍କତା ଅବଲମ୍ବନ କରି…

ଭାରତରେ ବ୍ୟାପିବାରେ ଲାଗିଛି ଭୟଙ୍କର ନିପାହ ଭାଇରସ । କେରଳର କୋଝିକୋଡ଼ ଅଞ୍ଚଳରେ ଏହି ଭୟଙ୍କର ଭାଇରସ ବ୍ୟାପିବାରେ ଲାଗିଛି । ଏହି ଭାଇରସ ପ୍ରଭାବରେ ଏଯାବତ୍ ୧୪ ଜଣଙ୍କର ମୃତ୍ୟୁ ଘଟିସାରିଛି । ଏପରିକି ୨୫ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନାରେ ଏହି ଭାଇରସ ଥିବା ଜଣା ପଡ଼ିଛି । ଏମାନଙ୍କୁ…
Read More...

୫ କୋଟି ପିଏଫ୍ ଖାତାଧାରୀଙ୍କୁ ଲାଗିବ ବଡ ଝଟକା : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପକ୍ଷରୁ ସୁଧ ହାରକୁ…

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ସୁଧ ହାରକୁ ହ୍ରାସ କରାଯାଇଛି। ୨୦୧୭-୧୮ରେ ଇପିଏଫଓ ସଦସ୍ୟମାନେ ୮.୫୫% ସୁଧ ପାଇବେ। ପୂର୍ବ ବର୍ଷ ଏହି ସୁଧର ପରିମାଣ ୮.୬୫% ଥିଲା। ଏହା ଦ୍ୱାରା ସଂଗଠନର ୬ କୋଟି ପାଖାପାଖି ସଦସ୍ୟ ପ୍ରଭାବିତ ହେବେ। ବିଗତ ପାଞ୍ଚ ବର୍ଷ ଭିତରେ…
Read More...

ଆଜି ପ୍ରକାଶ ପାଇବ ସିବିଏସଇ ପରୀକ୍ଷାଫଳ ! ଏହି ମୋବାଇଲ ଆପ ଜରିଆରେ ଅଫଲାଇନରେ ଥାଇ ବି ଛାତ୍ରଛାତ୍ରୀମାନେ ଜାଣିପାରିବେ…

ଆଜି ପ୍ରକାଶ ପାଇବ ସେଂଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ- ସିବିଏସଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏଥିପାଇଁ ନିର୍ଦ୍ଧାରିତ ସମୟ ସ୍ଥିର ହୋଇନଥିଲେ ମଧ୍ୟ ଦିନ ୧୨ଟାରୁ ପରୀକ୍ଷା ଫଳ ମିଳିବ ବୋଲି ସୂଚନା ରହିଛି । ଛାତ୍ରଛାତ୍ରୀ ଦୁଇଟି ୱେବସାଇଟ- ସିବିଏସଇ ରେଜଲ୍ଟସ…
Read More...

ଜନତାଙ୍କୁ କନ୍ଦାଉଛି ତେଲ ଦର! ୧୨ ଦିନରେ ବଢିଲାଣି ୩ ଟଙ୍କା ୨୦ ପଇସା । ଆଗକୁ କମିିବ ନା ବଢିବ? ଜାଣିବା ପାଇଁ ପଢନ୍ତୁ…

ରାଜଧାନୀ ଦିଲ୍ଲୀରେ ବିଗତ ୧୨ ଦିନ ଭିତରେ ପେଟ୍ରୋଲର ଲିଟର ପିଛା ଦର ୩ ଟଙ୍କା ୨୦ ପଇସା ବଢ଼ିଛି। ସେହି ସମୟରେ ଡିଜେଲ ୨ ଟଙ୍କା ୮୨ ପଇସା ମହଙ୍ଗା ହୋଇଛି। କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପାଇବା ଦିନଠାରୁ ତେଲ ଦରରେ ବୃଦ୍ଧିର ଯେଉଁ ଧାରା ଆରମ୍ଭ ହୋଇଥିଲା ତାହା ୧୨ତମ ଦିନରେ ମଧ୍ୟ ଅବ୍ୟାହତ…
Read More...

ନିପା ଭାଇରସକୁ ନେଇ ଡାକ୍ତରଙ୍କ ସାଘାଂତିକ ତଥ୍ୟ : ବାଦୁଡି ନୁହେଁ ବରଂ ଏହି ଭୂତାଣୁ ପାଇଁ ଦାୟୀ ଅନ୍ୟ କେହି

ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ନିପା ଭାଇରସ୍ । ଏହି ଭାଇରସର ଶିକାର ହୋଇ ଏଯାବତ୍ ୧୪ ଜଣଙ୍କର ଜୀବନ ଗଲାଣି । ମୃତ୍ୟୁର ବାହକ ତଥା ଏହି ବିପଦଜ୍ଜନକ ଭାଇରସଟି ମୁଖ୍ୟତଃ ବାଦୁଡି ଠାରୁ ସଂକ୍ରମିତ ହେଉଥିବା ନେଇ ଖବର ପ୍ରକାଶ ପାଉଥିବା ବେଳେ ଏବେ ଏହି ଭୂତାଣୁକୁ ନେଇ ଏକ ନୂଆ ଖବର…
Read More...

ଆଜି ଆସିବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ : ଦିନ ୧୨ଟାରେ ବାହାରିପାରେ ରେଜଲ୍ଟ

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ସେଂଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ- ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏଥିପାଇଁ ନିର୍ଦ୍ଧାରିତ ସମୟ ସ୍ଥିର ହୋଇନଥିଲେ ମଧ୍ୟ ଦିନ ୧୨ଟାରୁ ପରୀକ୍ଷା ଫଳ ମିଳିବ ବୋଲି ସୂଚନା ରହିଛି । ଛାତ୍ରଛାତ୍ରୀ ଦୁଇଟି ୱେବସାଇଟ- ସିବିଏସଇ…
Read More...