Browsing Category

ଦେଶ ବିଦେଶ

ମହାରାଷ୍ଟ୍ର ରାଜନୀତିରେ ମହାନାଟକ । ଶରଦ ପାୱାରଙ୍କୁ ହଟେଇ ଅଜିତ ପାୱାର ନୂଆ ଏନସିପି ଅଧ୍ୟକ୍ଷ । ପଢନ୍ତୁ, କଣ କହିଲେ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୀତିର ମହାନାଟକ । ଉଭୟ ଅଜିତ୍ ପାୱାର ଗୋଷ୍ଠୀ ଏବଂ ଶରଦ ପାୱାର ଗୋଷ୍ଠୀ ନିଜକୁ ଏନସିପି ବୋଲି ଦାବି କରୁଥିବାବେଳେ, ସେମାନଙ୍କ ଭିତରୁ କିଏ ଏନସିପି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ତେବେ ଏହାରି ଭିତରେ ଉଭୟ ଗୋଷ୍ଠୀ ଆଜି ନିଜର ନିଜର…
Read More...

ଅଜିତ ପାୱାର ସ୍ପଷ୍ଟ କଲେ ନିଜର ମତ । କହିଲେ ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି, କାରଣ …

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଚାଲିଥିବା ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରେ ଅଜିତ ପାୱାର ନିଜର ରାଜନୈତିକ ମହତ୍ୱାକାଂକ୍ଷା ଖୁଲାସା କରିଛନ୍ତି । ଅଜିତ ପାୱାର କହିଛନ୍ତି କି, ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । କାରଣ ଜନତାଙ୍କ…
Read More...

ହ୍ୱାଇଟ ହାଉସରୁ ଜବତ ହୋଇଥିବା ଧଳାପାଉଡର କୋକିନ ବୋଲି ପ୍ରମାଣିତ, ବାଇଡେନଙ୍କ ପୁଅ ହଣ୍ଟରଙ୍କ ଉପରେ ସନ୍ଦେହ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ରେସିଡେଣ୍ଟ ହ୍ୱାଇଟ ହାଉସରୁ ରବିବାର ରାତିରେ କିଛି ଧଳା ପାଉଡର ଜବତ ହୋଇଥିଲା । ଏହି ପାଉଡରକୁ ପରୀକ୍ଷା କରିବା ପରେ ଏହା ନିଶାଦ୍ରବ୍ୟ କୋକିନ ବୋଲି ପ୍ରମାଣିତ ହୋଇଛି । ଏନେଇ ଆମେରିକାର ଖବରକାଗଜ ‘ୱାସିଂଟନ ପୋଷ୍ଟ’ ମଙ୍ଗଳବାର ଦିନ ଖବର…
Read More...

ବନ୍ଧୁକ ମୂନରେ ଲୁଟିଥିଲେ ୪ହଳ ଜୋତା, ଏବେ କୋର୍ଟ ଶୁଣାଇଲେ ୭ବର୍ଷ ଜେଲଦଣ୍ଡ

କନକ ବ୍ୟୁରୋ : ହରିଆଣା ରେବାଡି ଠାରେ ଥିବା ଏକ ଜୋତା ଦୋକାନରୁ ୪ ହଳ ଜୋତା ଚୋରି କରିଥିବା ଅଭିଯୋଗରେ ଲୁଟେରାଙ୍କୁ ୭ବର୍ଷ ଜେଲ ଦଣ୍ଡିରେ ଦଣ୍ଡିତ କରିଛନ୍ତି କୋର୍ଟ । କେବଳ ଜେଲ ଦଣ୍ଡ ନୁହେଁ ଅପରାଧୀଙ୍କ ଉପରେ କୋର୍ଟ ୪୧ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ସୂଚନା ମୁତାବକ ୨୦୨୧…
Read More...

ମହାରାଷ୍ଟ୍ର ସରକାରରେ ଅଜିତ ପାୱାର ଗୋଷ୍ଠୀ ଯୋଗଦେବାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସିନ୍ଦେ ଗୋଷ୍ଠୀ । ମନ୍ତ୍ରୀ…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏନସିପିର ବିଦ୍ରୋହୀ ନେତା ଅଜିତ୍ ପାୱାର ତାଙ୍କ ସମର୍ଥିତ ବିଧାୟକଙ୍କ ସହ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫର୍ଡନାଭିସଙ୍କ ସରକାରରେ ଯୋଗ ଦେଇଛନ୍ତି । ଏହି କ୍ରମରେ ଅଜିତ ପାୱାର ୫ମ ଥର ପାଇଁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ…
Read More...

ଜନସଭାରେ ନୀତିନ ଗଡକରୀଙ୍କ ବଡ ଦାବି । କହିଲେ, ଆଗାମୀ ଦିନରେ ୧୫ ଟଙ୍କାରେ ମିଳିବ ପେଟ୍ରୋଲ

କନକ ବ୍ୟୁରୋ : ୨୦୧୪ ରୁ ୨୦୨୩ ମଧ୍ୟରେ ଦେଶରେ ପେଟ୍ରୋଲ ଲିଟର ପ୍ରତି ୮୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟବୃଦ୍ଧି ହୋଇଛି । ଏହାକୁ ନେଇ ବିରୋଧୀମାନେ ବିଭିନ୍ନ ସମୟରେ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଏସବୁ ଭିତରେ ନୀତିନ ଗଡକରୀଙ୍କ ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି । ଗଡକରୀ…
Read More...

ପବଜିରୁ ପ୍ରେମ, ପାଗଳ କଲା ପ୍ରେମିକ । ୪ପିଲାଙ୍କ ସହ ଭାରତ ଆସିଲା ପ୍ରେମିକା । ପ୍ରେମିକ ପାଖରେ ପହଞ୍ଚିବା ପରେ…

କନକ ବ୍ୟୁରୋ : ପ୍ରେମ । କେତେବେଳେ ଆଉ କାହା ସହ ହୋଇଥାଏ ତାହା ଜଣାପଡ଼ିନଥାଏ । ପ୍ରେମ କେବେ ଦେଖେନାହିଁ ଜାତି କି ଧର୍ମ ଦେଖେନାହିଁ ବୟସର ତାରତମ୍ୟ । ସେଥିପାଇଁ ତ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ମାତ୍ର ଅଢ଼େଇ ଅକ୍ଷରର ଏହି ଶବ୍ଦ ଭିତରେ ଭରି ରହିଛି ଅନେକ ମହତ୍ୱ । ଯିଏ ପ୍ରେମ କରିଛି କେବଳ…
Read More...

ଅଜବ ଗାଁର ଗଜବ ନିୟମ । ଏମିତି ଗାଁ, ଯେଉଁଠି ସମସ୍ତଙ୍କ ଘରର କବାଟ ରଙ୍ଗ ସବୁଜ । ଗାଁର ଅଜବ ପରମ୍ପରା ଶୁଣିଲେ ହୋଇଯିବେ…

କନକ ବ୍ୟୁରୋ : ଏଭଳି ଗାଁ ଯେଉଁଠି ଆପଣ ପଶିଲେ କାହାଘର କେଉଁଟା ଜାଣିବା ଅସମ୍ଭବ । ଗାଁର ସମସ୍ତଙ୍କ ଘରର କବାଟ ସମାନ ରଙ୍ଗର ଅଥବା ସବୁଜ ହୋଇଥାଏ । ଏହି ଗାଁର ଏଭଳି ପରମ୍ପରା ରହିଛି କି, ଲୋକେ ଚାହିଁଲେ ମଧ୍ୟ ବଦଳାଇ ପାରିବେ ନାହିଁ । କାହଁକି ନାଁ ଏହା ପଛର ଅନେକ କାରଣମାନ ଲୁଚି ରହିଲେ ।…
Read More...

ଆଦିବାସୀ ଯୁବକଙ୍କ ଉପରେ ପ୍ରରିସ୍ରା କରିଥିବା ଅଭିଯୁକ୍ତଙ୍କ ଘରେ ଚାଲିବ ବୁଲଡୋଜର । ରାଜ୍ୟ ଗୃହମନ୍ତ୍ରୀଙ୍କ ଘୋଷଣା

କନକ ବ୍ୟୁରୋ: ମଧ୍ୟପ୍ରଦେଶ ସିଦ୍ଧିରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା । ଏହା ପୂର୍ବରୁ ଅଭିଯୁକ୍ତ…
Read More...

ଅଜିତଙ୍କୁ ସମର୍ଥନ ଦେଇଥିବା ୨ ବିଧାୟକ ଏବେ ଶରଦଙ୍କ କ୍ୟାମ୍ପରେ । କହିଲେ, ଜାଣିନଥିଲୁ କାହିଁକି ନିଆଯାଉଥିଲା ଦସ୍ତଖତ?

କନକ ବ୍ୟୁରୋ : ସମୟ ଯେତେ ଗଡୁଛି, ମହାରାଷ୍ଟ୍ର ରାଜନୀତି ସେତେ ଉଷ୍ମ ହେଉଛି । ଆଜି ଉଭୟ ଶରଦ ଓ ଅଜିତ ନିଜର ପାୱାର ଦେଖାଇବେ । ଯେଉଁଥିପାଇଁ ନିଜ ସମର୍ଥକଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ଉଭୟ ନେତା । କିନ୍ତୁ ଏହା ଭିତରେ ଅଜିତଙ୍କ ଶପଥଗ୍ରହଣରେ ସାମିଲ ଥିବା ଦୁଇ ବିଧାୟକ ପଟ୍ଟ…
Read More...