Browsing Category

ଦେଶ ବିଦେଶ

ପାକିସ୍ତାନରେ ସଙ୍କଟ: ତୈଳ ଓ ଇନ୍ଧନ ସଙ୍କଟ ଯୋଗୁଁ ସେନା ଯୁଦ୍ଧାଭ୍ୟାସ ବାତିଲ୍

କନକ ବ୍ୟୁରୋ: ପାକିସ୍ତାନରେ ତୈଳ ଓ ଇନ୍ଧନ ସଙ୍କଟ ଯୋଗୁଁ ସେନା ଯୁଦ୍ଧାଭ୍ୟାସ ବାତିଲ୍ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଏବେ ଆହୁରି ଅଧିକ ଶୋଚନୀୟ ହୋଇପଡ଼ିଛି । ଖାଦ୍ୟ ସଙ୍କଟ ପରେ ଏବେ ତୈଳ ସଙ୍କଟର ସାମ୍ନା କରିଛି ପାକିସ୍ତାନ । ଏବେ ପାକିସ୍ତାନରେ ଇନ୍ଧନ ଶେଷ…
Read More...

୪୨ ବର୍ଷରେ ପାଦଦେଲେ ଧୋନି। ୫୨ ଫୁଟର କଟ୍ଆଉଟ୍ କରି ଶୁଭେଚ୍ଛା

କନକ ବ୍ୟୁରୋ: ସେ କାହା ପାଇଁ ମାହି ତ କାହା ପାଇଁ ଧୋନି । ସେ ଫିଲ୍ଟକୁ ଓହ୍ଲାଇଲେ ପ୍ରଶଂସକଙ୍କ ମୁହଁରେ ଆସେ ଗୋଟିଏ ନାଁ । କେବେ କ୍ରିକେଟ ଖେଳି ଇତିହାସ ସୃଷ୍ଟି କରିଛନ୍ତି ତ କେବେ ସାଜିଛନ୍ତି ଅନେକ ଯୁବ କ୍ରିକେଟରଙ୍କ ପାଇଁ ପ୍ରେରଣା । କ୍ରିକେଟ ଜଗତର ବାଦଶାହା ଭାବେ ସ୍ୱତନ୍ତ୍ର ପରିଚୟ…
Read More...

କୋଏମ୍ବାଟୁରରେ ଡିଆଇଜିଙ୍କ ସହେନ୍ଦଜନ ମୃତ୍ୟୁ। ସୁରକ୍ଷାକର୍ମୀଙ୍କଠୁ ପିସ୍ତଲ ଆଣି ନିଜକୁ ମାରିଲେ ଗୁଳି

କନକ ବ୍ୟୁରୋ: ଡିଆଇଜି ସି ବିଜୟ କୁମାର । ତାମିଲନାଡ଼ୁର କୋଇମାଟୁର ରେଞ୍ଜ ଡିଆଇଜି ଭାବେ କାର୍ଯ୍ୟରତ ଥିଲେ ସି ବିଜୟ କୁମାର । ୬ ତାରିଖ ସକାଳେ ନିଜ କ୍ୟାମ୍ପ ଅଫିସରେ ନିଜ ମୁଣ୍ଡକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ବିଜୟ କୁମାର । ମିଳିଥିବା ସୂଚନା ଅନୁଯାୟୀ ବିଜୟକୁମାର ଗୁରୁବାର ସକାଳୁ…
Read More...

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା। ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା । ସୁରଟ କୋର୍ଟଙ୍କ ରାୟର ପୁନଃବିଚାର ଆବେଦନକୁ ଖାରଜ କଲେ କୋର୍ଟ । ମୋଦୀ ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜ୍ଜା ଶୁଣାଣଥିଲେ ସୁରଟ କୋର୍ଟ । ଏହି ସଜ୍ଜାର ପୁନଃଶୁଣାଣି କରିବାକୁ ଗତ ଏପ୍ରିଲ ୨୬ ତାରିଖରେ ଗୁଜରାଟ…
Read More...

ତାଲିବାନୀ ଶାସନର ଆଉ ଏକ କଳଙ୍କିତ ଅଧ୍ୟାୟ, ଆଫଗାନିସ୍ତାନର ବ୍ୟୁଟିପାର୍ଲର ଉପରେ ଲଗାଇଲା ପ୍ରତିବନ୍ଧକ

କନକ ବ୍ୟୁରୋ : ଆଫଗାନିସ୍ତାନର ବ୍ୟୁଟିପାର୍ଲର ଉପରେ ତାଲିବାନ ପ୍ରତିବନ୍ଧକ ଲଗାଇଦେଇଛି । ଏବେ ଆଫଗାନିସ୍ତାନର କୌଣସି ମହିଳା ନା ଏହି ବ୍ୟବସାୟ କରିପାରିବେ ନା କୌଣସି ମହିଳା ସଜ ହେବାକୁ ବ୍ୟୁଟିପାର୍ଲର ଯାଇପାରିବ । ଏହାକୁ ଆଫଗାନିସ୍ତାନବାସୀ ବିରୋଧ କରୁଥିବା ବେଳେ ତାଲିବାନ ସରକାର ଏହା…
Read More...

ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି। ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ଦଳ, ପଢନ୍ତୁ କାହାକୁ ମିଳିଲା…

କନକ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ପ୍ରଥମେ ୪ ରାଜ୍ୟର ସଭାପତି ପରିବର୍ତ୍ତନ କରିସାରିଛି ଦଳ । ଆଜି ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶ ପାଇଁ ଭୁପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ…
Read More...

ତ୍ରିପୁରା ବିଧାନସଭାରେ ହଙ୍ଗାମା, ଟେବୁଲ ଉପରେ ଚଢି ବିରୋଧ ପ୍ରଦର୍ଶନ କଲେ ବିଧାୟକ

କନକ ବ୍ୟୁରୋ: ତ୍ରିପୁରା ବିଧାନସଭାରେ ଶୁକ୍ରବାର ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଅଧିବେଶନ ଆରମ୍ଭ ହେଉ ହେଉ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ବିଜେପି ଏବଂ ଟିପ୍ରା ମୋଥା ଦଳର ବିଧାୟକଙ୍କ ମଧ୍ୟରେ ଅନେକ ସମୟ ଧରି କଥା କଟାକାଟି ହୋଇଥିଲା । ଅନେକ ବିଧାୟକ ଟେବୁଲ ଉପରେ ଚଢି…
Read More...

ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ଅଭିଯୋଗ ମାମଲା,ବ୍ରିଜଭୂଷଣଙ୍କ ନାମରେ ନୋଟିସ ଜାରିକଲା ଦିଲ୍ଲୀ ହାଇକୋର୍ଟ

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ମହିଳା କୁସ୍ତିଯୋଦ୍ଧାଙ୍କ ତରଫରୁ ବ୍ରିଜଭୂଷଣଙ୍କ ଉପରେ ହୋଇଥିବା ଯୌନ ଉତ୍ପୀଡନ ଅଭିଯୋଗରେ ଦିଲ୍ଲୀ କୋର୍ଟ ବ୍ରିଜଭୂଷଣଙ୍କୁ ନୋଟିସ ଜାରି କରିଛି । କେବଳ ବ୍ରିଜଭୂଷଣ ନୁହଁନ୍ତି ବିନୋଦ…
Read More...

ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ କାହାଣୀକୁ ନେଇ ଚର୍ଚ୍ଚା। ଭୟରେ ସ୍ତ୍ରୀଙ୍କ ପାଠପଢା ବନ୍ଦ କଲେ ୧୫୦ ସ୍ୱାମୀ…

କନକ ବ୍ୟୁରୋ: ସ୍ତ୍ରୀକୁ ପାଠଶାଠ ପଢ଼ାଇଲେ । ସ୍ତ୍ରୀ, ସରକାରୀ ଚାକିରିଟିଏ କରିବେ ବୋଲି ଅଭାବ ଅନଟନ ଭିତରେ ବି ତାଙ୍କୁ କୋଚିଂରେ ପଢ଼ାଇଥିଲେ । ଆଉ ଯେତେବେଳେ ବଡ଼ ସରକାରୀ ଚାକିରି ପାଇଲେ ଏହି ସ୍ତ୍ରୀ ଜଣକ, ସ୍ୱାମୀଙ୍କୁ ଛାଡ଼ି ଆଉ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଲେ । ଏଭଳି ଏକ ଅଭିଯୋଗ…
Read More...

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦାୟିତ୍ୱହୀନ, କିନ୍ତୁ ଦେଶଦ୍ରୋହ ନୁହେଁ : କର୍ଣ୍ଣାଟକ ହାଇକୋର୍ଟ

କନକ ବ୍ୟୁରୋ : କର୍ଣ୍ଣାଟକ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ଟିପ୍ପଣୀ ମାମଲାରେ ସ୍କୁଲ ମ୍ୟାନେଜମେଣ୍ଟ ବିରୋଧରେ ଅଣାଯାଇଥିବା ଦେଶଦ୍ରୋହ ମାମଲାକୁ ରଦ୍ଦ କରିଛନ୍ତି । ହାଇକୋର୍ଟଙ୍କ ତରଫରୁ କୁହାଯାଇଛି କି, ପ୍ରଧାନମନ୍ତ୍ରୀ ବିରୋଧରେ କୁହାଯାଇଥିବା ଶବ୍ଦ ଅପମାନଜନକ ଓ…
Read More...