Browsing Category

ଦେଶ ବିଦେଶ

ଉତର ପରେ ଦକ୍ଷିଣ ଭାରତରେ ବର୍ଷା ଆଣିଲା ବନ୍ୟା । ପାଣିରେ ବୁଡିଛି ଆନ୍ଧ୍ର, ତେଲେଙ୍ଗାନା, କେରଳ, କର୍ଣ୍ଣାଟକର ଅଧିକାଂଶ…

କନକ ବ୍ୟୁରୋ : ଯୁଆଡ଼େ ଚାହିଁବ ପାଣି ଆଉ ପାଣି । ଯେଉଁଠି ଦେଖିବ ଜଳ ପ୍ରଳୟର ତାଣ୍ଡବ । ଲଗାତର ଭାବେ କିଛି ଦିନ ହେବ ଉତର ଭାରତରେ ବନ୍ୟାସ୍ଥିତି ଦେଖିବାକୁ ମିଳିଥିବାବେଳେ ଏବେ ଦକ୍ଷିଣ ଭାରତରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା,…
Read More...

ପୁଣି ମୁହାଁମୁହିଁ ଆମେରିକା-ରଷିଆ । ମଝି ଆକାଶରେ ଧ୍ୱଂସ ହେଲା ଆମେରିକା ଡ୍ରୋନ୍ । ରଷିଆ ସେନାର ଆକ୍ରଣରେ ଆମେରିକା…

କନକ ବ୍ୟୁରୋ : ମଝି ଆକାଶରେ ମୁହାଁମୁହିଁ । ଆମେରିକାର ଡ୍ରୋନ ଉପରେ ରଷିଆର ଆକ୍ରମଣ । ଆମେରିକା ସେନା ଜୁଲାଇ ୨୩ର ଏହି ଘଟଣାର ଭିଡିଓ ଜାରି କରି ରୁଷ ବିରୋଧରେ ସଂଗୀନ ଅଭିଯୋଗ ଆଣିଛି । ଅତି ନିକଟରୁ ଆମେରିକାର ଏମକ୍ୟୁ ନାଇନ ଡ୍ରୋନକୁ ଆକ୍ରମଣ କରି ଧ୍ୱଂସ କରିଛି ରଷିଆ । ସିରିଆ ଆକାଶରେ…
Read More...

ମଣିପୁରରୁ ପୁଣି ଆସିଲା ଲଜ୍ଜାଜନକ ଭିଡିଓ । ଅସଦାଚରଣ କରି ହଣ୍ଡ୍ରେଡ୍ ବାଟାଲିୟନର ବିଏସଏଫ ଯବାନ ନିଲମ୍ବିତ

କନକ ବ୍ୟୁରୋ : ହିଂସା ଭିତରେ ମଣିପୁରରୁ ଆସିଲା ଲଜ୍ଜାଜନକ ଭିଡିଓ । ମହିଳାଙ୍କୁ ଅସଦାଚରଣ କରି ହଣ୍ଡ୍ରେଡ୍ ବାଟାଲିୟନର ବିଏସଏଫ ଯବାନ ନିଲମ୍ବିତ ହୋଇଛନ୍ତି । ଇମ୍ଫାଲର ପଶ୍ଚିମାଂଚଳରେ ଏକ ଗ୍ରୋସରୀ ମଲରେ ମହିଳାଙ୍କୁ ଏକୁଟିଆ ଦେଖି ଅସଦାଚରଣ କରିଥିଲେ ମୁଖ୍ୟ କନଷ୍ଟେବଳ । ସିସିଟିଭିରେ ରେକର୍ଡ…
Read More...

ସଂସଦରେ ଥମୁନି ମଣିପୁର ଝଡ଼, କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା ‘ଇଣ୍ଡିଆ’

କନକ ବ୍ୟୁରୋ : ସଂସଦରେ ଥମୁନି ମଣିପୁର ହିଂସା ଝଡ଼ । ପଂଚମ ଦିନରେ ମଧ୍ୟ ହଟ୍ଟଗୋଳ ଭିତରେ ଗୃହକାର୍ଯ୍ୟ ଅଚଳ ହୋଇପଡିଛି । ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତର ଦାବି କରିଛନ୍ତି ବିରୋଧୀ । ଏହା ଭିତରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ…
Read More...

ଆହ୍ଲାବାଦ ହାଇକୋର୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦେଶ, ଜ୍ଞାନବାପୀ ପରିସରରେ ଜାରି ରହିବ ଏଏସଆଇର ସର୍ଭେ

କନକ ବ୍ୟୁରୋ : ଜ୍ଞାନବାପୀ ପରିସରକୁ ନେଇ ଆହ୍ଲାବାଦ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଜୁଲାଇ ୩୧ ତାରିଖ ମଧ୍ୟରେ ସର୍ଭେ କାମ ସାରିବାକୁ ଏଏସଆଇକୁ ଆଦେଶ ଦେଇଛନ୍ତି । କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଜ୍ଞାନବାପୀ ପରିସରରେ ଏଏସଆଇର ସର୍ଭେ ହେବ । ଜୁଲାଇ ୩୧ ସୁଦ୍ଧା ସର୍ଭେ…
Read More...

ଯୁବରାଜଙ୍କ ମା’ଙ୍କୁ ଧମକ ଦେଇ ଟଙ୍କା ମାଗୁଥିଲେ ମହିଳା । ୫ ଲକ୍ଷ ଟଙ୍କା ନେଉଥିବା ବେଳେ ଧରିଲା ପୋଲିସ ।

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ମା’ଙ୍କୁ ଧମକ । ମିଛ ମାମଲାରେ ଫଶାଇବାକୁ ଧମକ ଦେଇ ଯୁବରାଜଙ୍କ ମା’ଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଦାବି କରୁଥିଲେ ମହିଳା । ଯାହାଙ୍କୁ ପୋଲିସ ଗିରଫ କରିଛି । ୫ ଲକ୍ଷ ଟଙ୍କା ନେଉଥିବା ବେଳେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏହି…
Read More...

୧୯୮୪ ଦଙ୍ଗା : ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇର ଚାର୍ଜସିଟ ଉପରେ କୋର୍ଟଙ୍କ ତର୍ଜମା, ଅଗଷ୍ଟ ୫ ତାରିଖରେ ହଜାର…

କନକ ବ୍ୟୁରୋ : ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ପାଇଁ ବଢିଲା ଅଡୁଆ । ଏହି ଦଙ୍ଗା କ୍ରମରେ ଦିଲ୍ଲୀର ପୁଲ ବଂଗଶ ଅଞ୍ଚଳରେ ହୋଇଥିବା ହତ୍ୟା ମାମଲାରେ ସିବିଆଇ ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟ ଉପରେ ତର୍ଜମା କରି ଦିଲ୍ଲୀର ରାୱଜ ଏଭିନ୍ୟୁ…
Read More...

ବିହାରରେ ଉତ୍ତେଜନା, ବିଜୁଳି କାଟକୁ ନେଇ କଟିହାରରେ ତାତିଲେ ଲୋକ। ପୁଲିସ ଗୁଳିରେ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ: ବିହାର କଟିହାରରେ ଜଣେ ବ୍ୟକ୍ତିଙ୍କ ଦେହରେ ଗୁଳି ବାଜିବା ଯୋଗୁ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନେକ ସଂଖ୍ୟାରେ ଲୋକ ବାରସୋଇ ଅଞ୍ଚଳ ବିଜୁଳି କାଟକୁ ନେଇ ପ୍ରଦର୍ଶନ କରିଆସୁଥିଲେ । ଏହି ପ୍ରଦର୍ଶନରେ ପଞ୍ଚାୟତର ନେତା ଏବଂ ଜନପ୍ରତିନିଧି ସାମିଲ ରହିଥିଲେ । ବିରୋଧ ବେଳେ ଲୋକେ…
Read More...

ପୁଣି ମହିଳା ସଂରକ୍ଷଣ ବିଲ ଦାବି କଲେ ସାଂସଦ ସସ୍ମିତ ପାତ୍ର। କହିଲେ, ଦୀର୍ଘ ଦିନ ଧରି ଝୁଲି ରହିଛି ଧରି ମହିଳା…

କନକ ବ୍ୟୁରୋ: ପୁଣି ମହିଳା ସଂରକ୍ଷଣ ବିଲ୍ ଦାବି କଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭା ଗୃହ ଭିତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଦାବି କରିଛନ୍ତି ସସ୍ମିତ । କହିଛନ୍ତି, ସଂସଦ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ପାସ ହେବା ଦ୍ୱାରା ଭାରତ ଇତିହାସ…
Read More...

ଟି-୧୦ ଲିଗରେ ଧମାଲ ମଚାଇଲେ ସିକନ୍ଦର ରଜା । ନିଜ ନାଁରେ କଲେ ଦ୍ରୁତ ଅର୍ଦ୍ଧଶତକର ରେକର୍ଡ ।

କନକ ବ୍ୟୁରୋ : ଜିମ୍ବାୱେରେ ଖେଳାଯାଉଥିବା ଏଫ୍ରୋ ଟି-୧୦ ଲିଗରେ ସିକନ୍ଦର ରଜାଙ୍କ ବିସ୍ଫାରକ ଇନିଂସ । ବୁଲାବାୟୋ ବ୍ରେବ୍ସ ଓ ହରାରେ ହରିକେନ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ସିକନ୍ଦର ରଜାଙ୍କ ଧୂଆଁଧାର ଇନିଂସ ବଳରେ ମାତ୍ର ୯.୧ ଓଭରରେ ବିଜୟଲକ୍ଷ୍ୟ ହାସଲ କରିଥିଲା ବୁଲବାୟୋ ବ୍ରେବ୍ସ…
Read More...