Browsing Category

ଦେଶ ବିଦେଶ

ସାହାରା ଇଣ୍ଡିଆ ଜମାକାରୀ ଫେରି ପାଇବେ ଟଙ୍କା । ରିଫଣ୍ଡ ପୋର୍ଟାଲର ଉଦଘାଟନ କଲେ ଗୃହମନ୍ତ୍ରୀ ଅମିତ ଶାହା

କନକ ବ୍ୟୁରୋ : ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା । ଦୀର୍ଘ ଦିନ ପରେ ସୃଷ୍ଟି ହୋଇଛି ଏହି ଆଶା । କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରିଛନ୍ତି ବ୍ୟବସ୍ଥା । ଗୃହମନ୍ତ୍ରୀ ଅମିତ ଶାହ ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଦିଲ୍ଲୀରେ ଅଟଳ…
Read More...

ସୁପ୍ରିମକୋର୍ଟରେ ‘ମୋଦୀ’ ସାଙ୍ଗିଆ ମାମଲା । ଋାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସର୍ବୋଚ୍ଚ କୋର୍ଟ

କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ମାମଲାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ସୁଦ୍ଧା ଆଶ୍ୱସ୍ତି ମିଳିପାରୁନି । ସୁରଟ ଓ ଗୁଜରାଟ କୋର୍ଟଙ୍କଠୁ ନିରାଶ ହେବା ପରେ କଂଗ୍ରେସ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନ ଉପରେ ଜୁଲାଇ ୨୧ରେ ଶୁଣାଣି କରିବେ ସୁପ୍ରିମକୋର୍ଟ ।…
Read More...

ଦିଲ୍ଲୀ ଅଶୋକ ହୋଟେଲରେ ବସିଲା ଏନଡିଏ ବୈଠକ, ସାମିଲ ହେଲେ ୩୮ରୁ ଅଧିକ ସହଯୋଗୀ ଦଳ

କନକ ବ୍ୟୁରୋ : ଗୋଟେ ପଟେ ବେଙ୍ଗାଲୁରୁରେ ବିରୋଧୀ ମେଂଟ ବୈଠକ ଶେଷ ହୋଇଥିବାବେଳେ ଅନ୍ୟପଟେ ଦିଲ୍ଲୀରେ ବସିଛି ଏନଡିଏ ବୈଠକ । ଦିଲ୍ଲୀ ଅଶୋକ ହୋଟେଲରେ ବସିଥିବା ବୈଠକରେ ୩୮ ସହଯୋଗୀ ଦଳ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିକାଶକୁ ଆଗେଇ ନେବାକୁ ଏନଡିଏ…
Read More...

ବେଙ୍ଗାଲୁରୁରେ ବିରୋଧୀଙ୍କ ମହାବୈଠକ । ନୂଆ ନାଁରେ ମୋଦୀ ସରକାରଙ୍କୁ ଦେବେ ଟକ୍କର, ୨୦୨୪ରେ ‘ଏନଡିଏ’ ବନାମ ‘ଇଣ୍ଡିଆ’…

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ନୂଆ ନାଁ ଓ ନୂଆ ଉତ୍ସାହ ନେଇ ମଇଦାନକୁ ଓହ୍ଲାଇବ ବିରୋଧୀ । ବେଙ୍ଗାଲୁରୁରେ ଚାଲିଥିବା ବୈଠକରେ ବିରୋଧୀ ଦଳର ନୂଆ ନାଁ ‘ଇଣ୍ଡିଆ’ ରଖାଯାଇଥିବା ସୂଚନା ମିଳିଛି । ଅର୍ଥାତ୍ ୨୦୨୪ ସାଧାରଣ ନିର୍ବାଚନରେ ଏନଡିଏକୁ ଟକ୍କର ଦେବ ‘ଇଣ୍ଡିଆନ ନ୍ୟାଶନାଲ…
Read More...

ରାଜ୍ୟ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଣିଲେ ଖୁସିଖବର, ୨ ଲକ୍ଷ ରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଲା ସାମ୍ବାଦିକ…

କନକ ବ୍ୟୁରୋ : କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ବୀମାରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ୮୭୧୭ ଜଣ…
Read More...

ୟୁପିଏ ନୁହେଁ କି ପିଡିଏ ନୁହେଁ ବିରୋଧୀ ମେଣ୍ଟର ନାମ ରଖାଗଲା ଇଣ୍ଡିଆ, ଜାଣନ୍ତୁ ନାମ ପଛରେ କ’ଣ ରହିଛି ଅର୍ଥ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଛି । ତାରିଖ ଘୋଷଣା ହୋଇ ନଥିଲେ ବି ରାଜନୈତିକ ମାହୋଲ ସରଗରମ ରହିଛି । ଦୁଇପାଳିର ବିଜେପି ସରକାରକୁ ହଟାଇବାକୁ ୨୬ଟି ବିରୋଧୀଦଳ ଏକାଠି ହୋଇଛନ୍ତି । ସେହିଭଳି ବିରୋଧୀଦଳଙ୍କ ମେଣ୍ଟକୁ ଦେଖି ବିଜେପି ପୁଣି ଏନଡିଏକୁ ମଜବୁତ କରିବାକୁ ପ୍ରୟାସ…
Read More...

ଖଡଗେଙ୍କ ଘୋଷଣା : ୧୧ ଜଣଙ୍କୁ ନେଇ ଗଠିତ ହେବ ସମନ୍ୱୟ କମିଟି, ମୁମ୍ବାଇରେ ହେବ ତୃତୀୟ ବୈଠକ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ । ଗୋଟିଏ ପଟେ ଆଜି ଏନଡିଏ ମେଣ୍ଟର ବୈଠକ ଆରମ୍ଭ ହେଉଥିବା ବେଳେ ବିରୋଧୀମେଣ୍ଟର ବୈଠକ ଶେଷ ହୋଇଛି । ୨୬ଟି ଦଳକୁ ନେଇ ଗଠିତ ହୋଇଥିବା ବିରୋଧୀମେଣ୍ଟର ନାମ ଇଣ୍ଡିଆ ରଖାଯାଇଛି । ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ…
Read More...

ବଚନ ଦେଲେ ନୀତିନ । କହିଲେ, କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ ।

କନକ ବ୍ୟୁରୋ : କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ । ଏ ବଚନ ମୁଁ ଦେଉଛି । କିଛି ଏଭଳି ବଚନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ନୀତିନ କହିଛନ୍ତି, କାନପୁରରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ୫ ହଜାର କିଲୋମିଟରର ଗ୍ରୀନ୍ ଏକ୍ସପ୍ରେସ-ୱେ ନିର୍ମାଣ…
Read More...

୨୦୨୪ରେ ଏନଡିଏକୁ ଟକ୍କର ଦେବ ଇଣ୍ଡିଆ । ଜାଣନ୍ତୁ ବିରୋଧୀ ମେଣ୍ଟ କରିଥିବା ଇଣ୍ଡିଆର ପୂରା ନାଁ କଣ?

କନକ ବ୍ୟୁରୋ : ଏନଡିଏ ବିରୋଧରେ ଲଢିବ ଇଣ୍ଡିଆ । ୨୦୨୪ ନିର୍ବାଚନରେ ଏନଡିଏକୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗଳୁରୁରେ ବିରୋଧୀ ଦଳଙ୍କ ଆୟୋଜିତ ହୋଇଛି ଦୁଇ ଦିନିଆ ବୈଠକ । ଏହି ବୈଠକରେ ବିରୋଧୀ ଦଳ ନିଜ ମହାମେଣ୍ଟର ନାଁ ଇଣ୍ଡିଆ ରଖିଛନ୍ତି । ଯାହାର ପୂରା…
Read More...

ବିରୋଧୀ ବନାମ ଏନଡିଏ : ଜାଣନ୍ତୁ ରାଜ୍ୟସଭାରେ କାହା ପାଖରେ ରହିଛନ୍ତି କେତେ ସାଂସଦ ?

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ବିରୋଧୀଦଳମାନେ ଏକଜୁଟ ହେଉଥିବା ବେଳେ ବିଜେପି ମଧ୍ୟ ତାର ପୁରୁଣା ସହଯୋଗୀ ଦଳମାନଙ୍କ ସହ ବୈଠକ କରି ପୁଣି ଏନଡିଏକୁ ମଜବୁତ କରିବାକୁ ଚେଷ୍ଟା କରିଛି ।…
Read More...