Browsing Category

ଦେଶ ବିଦେଶ

ପରିବେଶ ରହିବ ସ୍ୱଚ୍ଛ ! ଏଣିକି ଅଳିଆ ଆବର୍ଜନାରୁ ତିଆରି ହେବ ବାୟୋ ଡିଜେଲ, ପାନୀୟ ଜଳ ଏବଂ ବିଦ୍ୟୁତ ।

ପ୍ରତିଦିନ ରାଜଧାନୀରେ ଗଦା ହେଉଥିବା ଅଳିଆ ଆବର୍ଜନାରୁ ଏବେ ତିଆରି କରାଯିବ ବାୟୋ ଡିଜେଲ, ବିଦ୍ୟୁତ, ଗ୍ୟାସ ଏବଂ ପିଇବା ପାଣି । ଆମେରିକା ଟେକ୍ନୋଲୋଜି ଉପରେ ଆଧାରିତ ଏକ କମ୍ପାନୀ ନଗର ବିକାଶ ଏହାର ପ୍ରସ୍ତାବ ଦେଇଛି । ଅଳିଆ ଆବର୍ଜନାରୁ ରକ୍ଷା ପାଇବା ପାଇଁ କମ୍ପାନୀ ଏହିଭଳି ଏକ ମେସିନର…
Read More...

୨୪ ଘଣ୍ଟା ନୁହେଁ ଗୋଟିଏ ଦିନ ୨୫ ଘଣ୍ଟା ହେବ ! ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ ।

ପ୍ରତିଦିନର ବ୍ୟସ୍ତବହୁଳ ଜୀବନଯାପନ ମଧ୍ୟରେ ସମୟ କେତେବେଳେ ଆଗକୁ ଚାଲିଯାଏ ତାହା ଜଣାପଡିନଥାଏ । ସମୟ ଅଭାବରୁ ବେଳେ ବେଳେ ଆମର କାମ ଗୁଡିକ ଅଧାରେ ରହିଯାଇଥାଏ । ଏନେଇ ଲୋକ ମାନେ ବେଳେବେଳେ ଏପରି କିଛି କହିବାର ଶୁଣାଯାଇଥାଏ କି, ଗୋଟେ ଦିନ ୨୪ ଘଣ୍ଟା ନହୋଇ ୨୫ ଘଣ୍ଟା ହୋଇଥାନ୍ତା କି । ଯାହା…
Read More...

ସୋସିଆଲ ମିଡ଼ିଆରେ ବୁଲିଲା ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ନକଲି ଫଟୋ ! ଝିଅ ଶର୍ମିଷ୍ଠା କହିଲେ, ବିଜେପି ଓ ଆରଏସଏସ…

ପୁଣି ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ସଂଘ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ପ୍ରଣବଙ୍କ କିଛି ନକଲି ଫଟୋ । ଏନେଇ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜି ଟ୍ୱିଟ୍ କରି କ୍ଷୋଭ ଜାହିର୍ କରିଛନ୍ତି । ସେ କହିଛନ୍ତି ଯାହା ଡର ଥିଲା ତାହା…
Read More...

ମୋଦିଙ୍କୁ ହତ୍ୟା କରିବାକୁ ଲାଲବାହିନୀର ଭୟଙ୍କର ଷଡ଼ଯନ୍ତ୍ର ! ରାଜୀବ ଗାନ୍ଧୀଙ୍କ ଭଳି ଆତ୍ମଘାତୀ ବିସ୍ଫୋରଣ ଷ୍ଟାଇଲରେ…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ଭଳି ଆଉ ଏକ ଆତ୍ମଘାତୀ ବିସ୍ଫୋରଣର ଷଡଯନ୍ତ୍ର ରଚିଥିଲା ଲାଲବାହିନୀ । ମାଓବାଦୀଙ୍କ ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ଜଣ ସଂଦିଗ୍ଧ ମାଓବାଦୀଙ୍କୁ ପୁନେ ପୋଲିସ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଜବତ ହୋଇଥିବା…
Read More...

ଅଭିଭାବକଙ୍କୁ ମିଳିବ ଆଶ୍ୱସ୍ତି ! ଘରୋଇ ସ୍କୁଲ ଫି ବୃଦ୍ଧି ଉପରେ ଲାଗିବ ଅଙ୍କୁଶ ।

ଘରୋଇ ବିଦ୍ୟାଳୟଗୁଡ଼ିକ ବେଆଇନ ଭାବେ ଆଦାୟ କରୁଥିବା ଫି ଉପରେ କେନ୍ଦ୍ର ସରକାର ଅଙ୍କୁଶ ଳଗାଇବାକୁ ଚିନ୍ତା କରୁଛନ୍ତି । ଉତ୍ତରପ୍ରଦେଶ ସରକାର ଘରୋଇ ବିଦ୍ୟାଳୟଗଗୁଡ଼ିକ ପାଇଁ ଫି ନିର୍ଦ୍ଧାରଣ ନେଇ ଯେପରି ନିୟାମକ ପ୍ରଣୟନ କରିଛନ୍ତି, ସେହି ଢ଼ାଞ୍ଚାରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଘରୋଇ…
Read More...

ମୁଖ୍ୟମନ୍ତ୍ରୀ ନିଖୋଜ ! ଜାଗା ଜାଗାରେ ଲାଗିଲା ପୋଷ୍ଟର

ସର୍ବପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଚୁ କି , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେନ୍ଦ୍ର କରି ଦିଲ୍ଲୀର ସ୍ଥାନେ ସ୍ଥାନେ ଏହି ପୋଷ୍ଟାର ଲଗାଯାଇଛି । ସୂଚନା ମୁତାବକ, ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ଜନଲୋକପାଳ ପ୍ରସଙ୍ଗ ଉପରେ ଜୋରଦାର…
Read More...

ଭିତରୁ ବନ୍ଦ ଥିଲା ରୁମ, ପଡିରହିଥିଲା ଶବ ! ରାଷ୍ଟ୍ରପତି ଭବନର ସର୍ଭେଣ୍ଟ କ୍ୱାର୍ଟରରୁ ମିଳିଲା ମୃତଦେହ ।

ରାଷ୍ଟ୍ରପତି ଭବନର ସର୍ଭେଣ୍ଟ କ୍ୱାର୍ଟରରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି । ପୁଲିସ ଏହି ମୃତଦେହକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ମୃତକଙ୍କ ନାମ ତ୍ରିଲୋକ ଚାନ୍ଦ ସେ ଦିଲ୍ଲୀର ଗାନ୍ଧିନଗର ଅଞ୍ଚଳ ସର୍ଭେଣ୍ଟ କ୍ୱାର୍ଟରରେ ରହୁଥିବା…
Read More...

ଦିଲ୍ଲୀ ବିମାନବନ୍ଦରରେ ଉପରେ ୟୁଏଫଓ ଦେଖାଗଲେ ଗୁଳିକରି ଖସାଇ ଦିଅ ! NSG କମାଣ୍ଡୋଙ୍କୁ ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର ଆକାଶରେ ଉଡ଼ୁଥିବା ଯେ କୌଣସି ଅନଆଇଡ଼େଣ୍ଟିଫାଏଡ ପ୍ଲାଇଙ୍ଗ ଅବେଜେକ୍ଟ( ୟୁଏଫଓ)ବା ଅଜଣା ଉଡ଼ନ୍ତା ବସ୍ତୁକୁ ବିନା କୌଣସି ସତର୍କ ସୂଚନା ଦେଇ ଗୁଳି କରି ଖସାଇଦେବାକୁ ଗୃହ ବିଭାଗ ସିଆଇଏସଏଫ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ(…
Read More...

ମହଙ୍ଗାରୁ ମିଳିବ ମୁକ୍ତି, ଶସ୍ତା ହେବ ସାମଗ୍ରୀ ! ଜିଏସଟିକୁ ନେଇ ହୋଇପାରେ ବଡ ଘୋଷଣା ।

ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ ବ୍ୟବସ୍ଥା ‘ଜିଏସଟି’କୁ ଚଳିତ ଜୁଲାଇ ମାସରେ ୧ ମାସ ପୁରିବ । ଏହା ପୂର୍ବରୁ ସରକାର ଜିଏସଟିକୁ ନେଇ ଏକ ବଡ ଘୋଷଣା କରିପାରନ୍ତି । କେନ୍ଦ୍ର ସରକାରଙ୍କ ଜଣେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ତେବେ ଆଶା କରାଯାଉଛି ଯେ, ଏହି ଘୋଷଣା କେତେକ ଜିନିଷର ଟ୍ୟାକ୍ସ ରେଟ…
Read More...

ଆତଙ୍କ ଖେଳାଉଛି ରହସ୍ୟମୟ ରୋଗ ! ଅଜବ ଶବ୍ଦ ଶୁଣିବା ପରେ ବିନ୍ଧୁଛି ମୁଣ୍ଡ, ନିଜ କୂଟନୀତିଜ୍ଞଙ୍କ ଦେଶକୁ ଫେରାଇନେଲା…

ନିପା ଭାଇରସର ଆତଙ୍କ ଥମିବାର ନାଁ ନେଉନଥିବା ବେଳେ ଚୀନରେ ଆଉ ଏକ ରହସ୍ୟମୟୀ ରୋଗ ଲୋକଙ୍କ ଚିନ୍ତାର କାରଣ ବଢ଼ାଇଛି । ଚୀନର ଗ୍ୱାଆଙ୍ଗଝୋରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ନ୍ୟୁୟର୍କ ଟାଇମ୍ସ ଗଣମାଧ୍ୟମ ଅନୁଯାୟୀ, ଆମେରିକା ବାଣିଜ୍ୟ ଦୂତାବାସରେ କାମ କରୁଥିବା କୂଟନୀତିଜ୍ଞଙ୍କ ଏଭଳି…
Read More...