Browsing Category

ଦେଶ ବିଦେଶ

ରାମଙ୍କ ପାଇଁ ପ୍ରଚାର ମୈଦାନରେ ସୀତା ଓ ଲକ୍ଷ୍ମଣ । ମିରଟ୍ ବିଜେପି ସାଂସଦ ପ୍ରାର୍ଥୀ ଅରୁଣ ଗୋବିଲଙ୍କ ପାଇଁ ପ୍ରଚାର…

କନକ ବ୍ୟୁରୋ: ରାମଙ୍କ ପାଇଁ ସୀତାଙ୍କ ପ୍ରଚାର । ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ । ଏଥର ଉତ୍ତରପ୍ରଦେଶ ମିରଟରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅରୁଣ ଗୋଭିଲ । ମତଦାନ ପାଖେଇ…
Read More...

ପଦ୍ମ ବିଜେତାଙ୍କୁ ନୈଶ୍ୟଭୋଜି ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଜୟଶଙ୍କର,…

କନକ ବ୍ୟୁରୋ: ପଦ୍ମ ବିଜେତାଙ୍କୁ ନୈଶ୍ୟଭୋଜି ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ନୈଶ୍ୟଭୋଜିରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଏସ୍. ଜୟଶଙ୍କର, ଅଶ୍ୱିନୀ ବୈଷ୍ଣବ ଓ ହରଦୀପ ସିଂହ ପୁରୀ । ଗତକାଲି ୨ ଓଡ଼ିଆଙ୍କ ସମେତ ୬୫ ଜଣଙ୍କ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।…
Read More...

ନୁଡଲ୍ସ ପ୍ୟାକେଟରୁ ବାହାରିଲା ହୀରା । ମୁମ୍ବାଇ ଏୟାରପୋର୍ଟରୁ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ ।

କନକ ବ୍ୟୁରୋ: ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା । ମୁମ୍ବାଇ ଛତ୍ରପତୀ ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜବତ କରିଛି ମୁମ୍ବାଇ କଷ୍ଟମ୍ ବିଭାଗ । ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ନୁଡଲ୍ସ ପ୍ୟାକେଟରେ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରାଯାଇଛି । ସେହିପରି…
Read More...

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ । ସରକାରୀ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ । ରାଗୌରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ରାଜୌରୀର ଶଦ୍ରା ଶରିଫ ଅଞ୍ଚଳରେ ଥିବା ଏକ ମସଜିଦରୁ ବାହାରିବା ପରେ ମହମ୍ମଦ ରଜାକ ନାମକ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି । ଆତଙ୍କବାଦୀଙ୍କୁ ଧରିବାକୁ…
Read More...

ତାଇୱାନରେ ଭୀଷଣ ଭୂମିକମ୍ପ । ୯ ମିନିଟରେ ୫ଥର ଝଟକା । ତାସ ଭଳି ଭୁଷୁଡିପଡିଲା ଘର ।

କନକ ବ୍ୟୁରୋ: ତାଇୱାନର ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ସୋମବାର ୯ ମିନିଟ୍ ମଧ୍ୟରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ବିଳମ୍ବିତ ରାତିରେ ତାଇୱାନର ପୂର୍ବ ଉପକୂଳରେ ୬.୩ ତୀବ୍ରତାର ୮୦ରୁ ଅଧିକ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ରାଜଧାନୀ ତାଇପେରେ…
Read More...

ବିରାଟ କୋହଲିଙ୍କ ଆଉଟ୍ ବିବାଦରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ: କୋହଲିଙ୍କ ୫୦ ପ୍ରତିଶତ ମ୍ୟାଚ ଫି କାଟ୍

କନକ ବ୍ୟୁରୋ: ବିରାଟ କୋହଲିଙ୍କ ଆଉଟ୍ ନେଇ ବିବାଦ ଭିତରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ । ଅମ୍ପେୟାରଙ୍କ ସହ ଖରାପ ବ୍ୟବହାର ଯୋଗୁ କୋହଲିଙ୍କ ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ରବିବାର କେକେଆର ବିପକ୍ଷରେ ମ୍ୟାଚରେ ବିରାଟ ୧୮ ରନ କରି ଖେଳୁଥିବା ବେଳେ ଏହ ହାଇ ଫୁଲଟଚ ବଲରେ…
Read More...

ଜନ୍ମଦିନ କେକ ଖାଇ ମୃତ୍ୟୁ ଘଟଣାରେ ଆସିଲା ସାଂଘାତିକ ରିପୋର୍ଟ: ଅଧିକ ସ୍ୱାଦିଷ୍ଟ କରିବାକୁ ମିଶାଯାଇଥିଲା ସାକାରିନ ସହ…

କନକ ବ୍ୟୁରୋ: ନିକଟରେ ପଞ୍ଜାବରେ ଜଣେ ୧୦ ବର୍ଷିୟ ଝିଅ କେକ୍ ଖାଇ ମୃତ୍ୟୁ ମାମଲାରେ ସାଂଘାତି ତଥ୍ୟ ସାମ୍ନାକୁ ଆସିଛି । କେକକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ସିନ୍ଥେଟିକ୍ ତଥା କୁତ୍ରୀମ ଉପାଦାନ ମିଶାଯାଇଥିବା ନେଇ ରିପୋର୍ଟ ଆସିଛି । ଗତ ମାର୍ଚ୍ଚ ୨୪ ତାରିଖରେ ନିଜ ଜନ୍ମଦିନରେ…
Read More...

ସିଆଚିନରେ ପହଁଚି ଯବାନଙ୍କୁ ଭେଟିଲେ, ମନୋବଳ ବଢ଼ାଇଲେ ପ୍ରତିରକ୍ଷା ମନ୍ତ୍ରୀ: ଯବାନଙ୍କୁ ଖୁଆଇଲେ ମିଠା

କନକ ବ୍ୟୁରୋ: ପ୍ରତିଶ୍ରୁତି ରକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ । ହୋଲିରେ ପହଁଚି ପାରିନଥିଲେ କିନ୍ତୁ ପ୍ରତିଶ୍ରୁତି ରକ୍ଷା କରି ସିଆଚିନରେ ଆଜି ପହଁଚି ଯବାନଙ୍କୁ ଭେଟିଛନ୍ତି ରାଜନାଥ ସିଂ । ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର କୁହାଯାଉଥିବା ୨୦ହଜାର ଫିଟ ଉଚ୍ଚ ସିଆଚିନରେ ପହଁଚି ଯବାନଙ୍କୁ…
Read More...

ମନମୋହନ ସିଂଙ୍କ ପୁରୁଣା ବୟାନ ଓ ମୋଦିଙ୍କ ମଙ୍ଗଳ ସୂତ୍ର କଥାକୁ ନେଇ ତେଜୁଛି ବିବାଦ । ଜବାବ ଦେଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ: ୨୦୦୬ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦେଇଥିବା ବୟାନକୁ ନେଇ ୧୮ ବର୍ଷ ପରେ ବିବାଦ ଆରମ୍ଭ ହୋଇଛି । ଦେଶର ବିକାଶର ଲାଭ ସମାନ ଭାବେ ଅଳ୍ପ ସଂଖ୍ୟକ ବିଶେଷକରି ମୁସଲିମଙ୍କ ନିକଟରେ ପହଂଚାଇବା ପାଇଁ ଆମେ ସ୍ୱତନ୍ତ୍ର ଯୋଜନା କରୁଛୁ ବୋଲି କହିଥିଲେ ମନମୋହନ ସିଂ ।…
Read More...

୨୦୧୬ ପଶ୍ଚିମବଙ୍ଗ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ରଦ୍ଦ କଲେ କଲିକତା ହାଇକୋର୍ଟ: ଚାକିରି ହରାଇବେ ୨୪ହଜାରରୁ ଅଧିକ…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ୨୦୧୬ ଶିକ୍ଷକ ନିଯୁକ୍ତିକୁ ରଦ୍ଦ କଲେ କଲିକତା ହାଇକୋର୍ଟ । କୋର୍ଟଙ୍କ ଫଇସଲା ପରେ ପ୍ରାୟ ୨୪ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ଏଣିକି ଚାଲିଯିବ । ବୋଝ ପରି ନଳିତା ବିଡା ପରି ଶିକ୍ଷକମାନେ ଗତ ୮ବର୍ଷରେ ଯେଉଁ ଦରମା…
Read More...