Browsing Category

ଦେଶ ବିଦେଶ

ମୋଦୀଙ୍କ ଯୋଗୁଁ ବିଶ୍ୱ ଦରବାରରେ ବଢୁଛି ଭାରତର ପ୍ରଭାବ । ୬୮% ଭାରତୀୟ, ୨୮% ବିଦେଶୀଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଆମେରିକା ସର୍ଭେ ସଂସ୍ଥା ‘ପ୍ୟୁର’ ଏକ ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଛି । ରିପୋର୍ଟରେ କୁହାଯାଇଛି ମୋଦୀଙ୍କ ନେତୃତ୍ୱରେ ଭାରତର ପ୍ରଭାବ ବିଶ୍ୱଦରବାରରେ ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ୬୮ ପ୍ରତିଶତ…
Read More...

ଇଣ୍ଡିଆ ମେଂଟ ବୈଠକ ପୂର୍ବରୁ ହଲଚଲ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରେସରେ ବଢୁଛି ଦାବିଦାରଙ୍କ ସଂଖ୍ୟା, ଆପ କହିଲା…

କନକ ବ୍ୟୁରୋ : ଇଣ୍ଡିଆ ବୈଠକ ପୂର୍ବରୁ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଆମ ଆଦମୀ ପାର୍ଟି ବଡ ଦାବି କରିଛି । ଆପ ମୁଖପାତ୍ର ପ୍ରିୟଙ୍କା କକ୍କର ଅରବିନ୍ଦ କେଜ୍ରିୱାଲଙ୍କୁ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି । ସେପଟେ ସମାଜବାଦି ପାର୍ଟି…
Read More...

୨୦୨୪ ପାଇଁ ଉଭୟ ବିଜେପି ଓ ବିରୋଧୀଙ୍କ ମାଷ୍ଟରପ୍ଲାନ୍ । ସେପ୍ଟେମ୍ବର ୧ରେ ଦିଲ୍ଲୀରେ ‘ଏନଡିଏ’, ମୁମ୍ବାଇରେ ‘ଇଣ୍ଡିଆ’ର…

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ମେଂଟ ଜୋରଦାର ପ୍ରୟାସ କରୁଛି । ପ୍ରଥମ ବୈଠକ ବିହାର ଓ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବାବେଳେ ତୃତୀୟ ବୈଠକ ମୁମ୍ବାଇରେ ହେବାକୁ ଯାଉଛି । ଏହାରି ଭିତରେ ଇଣ୍ଡିଆ ମେଂଟର ଦଳମାନେ…
Read More...

ତଳି ଖାଇବାରୁ ଗାଇକୁ ବାନ୍ଧି ରଖିଛନ୍ତି ଜମି ମାଲିକ । ଗାଇକୁ ଫେରାଇ ଆଣିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ଗୋ-ପାଳକ

କନକ ବ୍ୟୁରୋ : ଥାନା ଆଗରେ ମା’କୁ ଖୋଜୁଛି ଛୁଆ । ୨ ମାସର ଛୁଆ ଠାରୁ ମା’କୁ ଅଲଗା କରିଦେଇଛି ମଣିଷ । ମା’ ତଳି ଖାଇଲା ବୋଲି ୪ ଦିନ ହେଲା ଛୁଆ ଏକା ହୋଇଯାଇଛି । ଜମି ମାଲିକ ମାଆକୁ ନେଇଯାଇଛି   । ଏପଟେ ଛୁଆ ଖିଆ ପିଆ ଛାଡି ଦେଇଛି । ଥାନା ଆଗରେ ଠିଆ ହୋଇ ଖାଲି ରଡି ଛାଡୁଛି । ବିକଳ ହୋଇ…
Read More...

ବିଟ୍ଟୁ ବଜରଙ୍ଗୀକୁ ମିଳିଲା ଜାମିନ । ନୁହଠାରେ ବ୍ରଜମଣ୍ଡଳ ଯାତ୍ରା କ୍ରମରେ ହିଂସାକୁ ଉସକାଇଥିବା ରହିଛି ଅଭିଯୋଗ

କନକ ବ୍ୟୁରୋ : ଜେଲରେ ବନ୍ଦ ଥିବା ନୁହ ହିଂସାର ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀ ତଥା ରାଜକୁମାରଙ୍କୁ ଜାମିନ ମିଳିଛି । ତାଙ୍କୁ ଅଗଷ୍ଟ ୧୫ ତାରିଖରେ ସନ୍ଧ୍ୟାବେଳେ ଫରିଦାବାଦରୁ ଗିରଫ କରାଯାଇଥିଲା । ବିଟ୍ଟୁ ବଜରଙ୍ଗୀ ଉପରେ ଅଭିଯୋଗ ରହିଛି କି ନୁହରେ ବ୍ରଜମଣ୍ଡଳ ଯାତ୍ରା କ୍ରମରେ ହିଂସାକୁ…
Read More...

ୱାକଫ୍ ବୋର୍ଡ ଠାରୁ ଫେରାଇ ନିଆଯିବ ୧୨୩ଟି ସମ୍ପତ୍ତି । କେନ୍ଦ୍ର ସରକାର ଜାରିକଲେ ନୋଟିସ, ତାଲିକାରେ ସାମିଲ ଅଛି…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ସହରୀ ବିକାଶ ମନ୍ତ୍ରଣାଳୟ ଦିଲ୍ଲୀ ୱାକଫ୍ ବୋର୍ଡର ୧୨୩ ଟି ସମ୍ପତ୍ତି ଫେରାଇ ନେବାକୁ ନୋଟିସ ଜାରି କରିଛନ୍ତି । ଏହି ତାଲିକାରେ ଦିଲ୍ଲୀର ଜାମ୍ମା ମସଜିଦ୍ ବି ସାମିଲ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ସମୟରେ ଜାମା…
Read More...

ନିରସ୍ତ୍ର ହେଲା କଂଗ୍ରେସ ନେତା ଅଧିର ରଂଜନଙ୍କ ନିଲମ୍ବନ । ସଂସଦର ବିଶେଷାଧିକାର କମିଟି ଦେଲା ମଞ୍ଜୁରୀ

କନକ ବ୍ୟୁରୋ : ଲୋକସଭାର ବିଶେଷଧିକାର କମିଟି ବୁଧବାର ଦିନ କଂଗ୍ରେସ ସାଂସଦ ଅଧିର ରଂଜନଙ୍କ ଉପରେ ଲାଗିଥିବା ନିଲମ୍ବନ କଟକଣାକୁ ରଦ୍ଦ କରିବାକୁ ଅଣାଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅଧିର ରଂଜନ ଆଜି ସଂସଦର ବିଶେଷାଧିକାର କମିଟି ଆଗରେ ନିଜର ପକ୍ଷ ରଖିଥିଲେ । କଂଗ୍ରେସ…
Read More...

ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ : ପ୍ରଥମ ଥର ପାଇଁ ବିକ୍ରମର ଫଟୋ ପଠାଇଲା ପ୍ରଜ୍ଞାନ

କନକ ବୁରୋ : ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଥମ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ରୋଭର ପ୍ରଜ୍ଞାନ । ଏହି ଫଟୋରେ ଦୁଇ ପେ’ ଲୋଡ ଚାଷ୍ଟେ ଓ ଇଲସା ବି ହେଲେ ଦୃଶ୍ୟମାନ ହେଉଛନ୍ତି । ଏହି ଫଟୋ ସେୟାର କରିଛି ଇସ୍ରୋ । ଏହି ଫଟୋରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଛିଡ଼ା ହୋଇଥିବା…
Read More...

144 କୋଟି ଟଙ୍କାର ‘ଅଳ୍ପସଂଖ୍ୟକ ସ୍କଲାରସିପ ଯୋଜନା’ ଦୁର୍ନୀତି

‘ଅଳ୍ପସଂଖ୍ୟକ ସ୍କଲାରସିପ ଯୋଜନା’ରେ ହେଇଥବା ଦୁର୍ନୀତିର ଯାଞ୍ଚ CBI କରୁଛି । କୁହାଯାଉଛି ଏହି ଯୋଜନାରେ 144 କୋଟି ଟଙ୍କାର ସ୍କାମ  ହେଇଛି । କେନ୍ଦ୍ରୀୟ ଅଳ୍ପସଂଖ୍ୟକ ମନ୍ତ୍ରାଳୟରେ ହେଇଥିବା ସ୍କଲାରସିପ ଯୋଜନା ଦୁର୍ନୀତିର ପର୍ଦାଫାସ କରିବାକୁ CBI ମାମଲା ରୁଜୁ କରିଛି । ଅଳ୍ପସଂଖ୍ୟକ…
Read More...

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ଅରବିନ୍ଦ କେଜ୍ରିୱାଲ । ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଜାଣନ୍ତୁ କଣ କହିଲେ ଆପ୍…

କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକ ୩୧ ଅଗଷ୍ଟ ଓ ୧ ସେପ୍ଟେମ୍ବରରେ ମୁମ୍ବାଇରେ ହେବାକୁ ଯାଉଛି । ଏହି ବୈଠକ ବିରୋଧୀ ମେଣ୍ଟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀ ଚେହେରା ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Read More...