Browsing Category

ଦେଶ ବିଦେଶ

ଐତିହାସିକ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ : ଲୋକସଭାରେ ସରକାର କରିପାରନ୍ତି ଆଗତ

କନକ ବ୍ୟୁରୋ : ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ବିଲକୁ ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପନ କରାଯିବ । ଆଜି କିମ୍ବା ବୁଧବାର ଲୋକସଭାରେ ଏହି ବିଲକୁ ଆଗତ…
Read More...

ଇତିହାସ ପାଲଟିଲା ପୁରଣା ସଂସଦ ଭବନ : ଆଜିଠୁ ନୂଆ ସଂସଦ ଭବନରେ ହେବ ଅଧିବେଶନ; ପୁୁରୁଣା ସଂସଦ ଭବନର ସ୍ମୃତି ବଖାଣିଲେ…

କନକ ବ୍ୟୁରୋ : ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଧିବେଶନ । ଗତକାଲି ପୁରଣା ସଂସଦ ଭବନର ଶେଷ ଦିନରେ ସ୍ମୃତି ବଖାଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧାରା ୩୭୦ ସମେତ ଅନେକ ଦଶନ୍ଧୀ ମଧ୍ୟରେ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ…
Read More...

‘ଗୋଟିଏ କ’ଣ ୪ ପୁଅ ହୋଇଥିଲେ ବି ମୁଁ ସମସ୍ତଙ୍କୁ ସେନାରେ ପଠାଇଥାନ୍ତି’… ଅନନ୍ତନାଗରେ ସହିଦ ହୋଇଥିବା ସହିଦ…

କନକ ବ୍ୟୁରୋ: ଦେଶ ସେବାରେ ଗୋଟିଏ ବୋଲି ପୁଅ ସହିଦ ହୋଇଯିବା ପରେ ବି ସାହାସ ଓ ଧୈର୍ଯ୍ୟର ପ୍ରମାଣ ଦେଖାଇଛନ୍ତି ସିହିଦଙ୍କ ବାପା । ଅନ୍ତନାଗରେ ଏନକାଉଣ୍ଟରରେ ସହିଦ ହୋଇଥିବା ଯୋଗେଶ କୁମାରଙ୍କର ଆଜି ଅନ୍ତିମ ସଂସ୍କାର ହୋଇଛି । ତାଙ୍କ ପାଇଁ ପୁରା ଅଞ୍ଚଳ ଲୁହ ଝରାଉଥିବାବେଳେ ବାପା କିନ୍ତୁ…
Read More...

ମନ୍ତ୍ରୀଙ୍କ ବେକ ଧରି ଟାଣି ଆଣିଲେ ନୀତିଶ କୁମାର । ତାଜୁବ୍ ହେଲେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟ ଅଧିକାରୀ

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାମ୍ବାଦିକ ପ୍ରଶ୍ନ ପଚାରିବା ସମୟରେ ବିହାର କ୍ୟାବିନେଟର ମନ୍ତ୍ରୀଙ୍କ ବେକ ଧରିପକାଇଲେ ନୀତିଶ । ତାଙ୍କର ଏଭଳି ବ୍ୟବହାର ଦେଖି ସେଠାରେ ଉପସ୍ଥିତ ସମସ୍ତେ ତାଜୁବ ହୋଇଯାଇଥିଲେ । ସୂଚନା ମୁତାବକ, ପାଟଣାରେ ମରିସସ୍ ପ୍ରଧାନମନ୍ତ୍ରୀ…
Read More...

ଏଲୋନ୍ ମସ୍କ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛନ୍ତି

ଏଲୋନ୍ ମସ୍କଙ୍କ ସାଟେଲାଇଟ ଇଣ୍ଟରନେଟ୍ ସେବା କମ୍ପାନୀ ‘ଷ୍ଟାରଲିଙ୍କ’ ଭାରତରେ ପ୍ରବେଶ କରିବାକୁ ଯାଉଛି । ପୂର୍ବରୁ ଲାଇସେନ୍ସ ଅଭାବରୁ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଷ୍ଟାରଲିଙ୍କ୍ ଜିଓ ଏବଂ ଏୟାରଟେଲ ଉଭୟଙ୍କ ପାଇଁ ଚିନ୍ତାର କାରଣ ହେଇପାରେ । କାରଣ ସେମାନେ ସାଟେଲାଇଟ…
Read More...

‘ତୁମକୁ ଯମରାଜଙ୍କ ପାଖକୁ ପଠାଇବାକୁ ମୋତେ କେହି ରୋକିବେନି’: ମହିଳାଙ୍କୁ ଅସଦାଚରଣ କରୁଥିବା ଅମାନିଆଙ୍କୁ ଯୋଗୀଙ୍କ…

କନକ ବ୍ୟୁରୋ: ‘ମୁଁ ଆଗରୁ ବି କହିଛି ମୋ ରାଜ୍ୟରେ ସବୁବେଳେ ଝିଅ ଓ ମହିଳାଙ୍କୁ ସୁରକ୍ଷା ଦିଆଯିବ । ଯଦି ଶାସନ କାଳରେ କୌଣସି ମହିଳାଙ୍କୁ ହଇରାଣ କରିବାକୁ କେହି ଚେଷ୍ଟା କଲା, ତାହେଲେ ଜାଣିନେବ ଆଗରେ ଯମରାଜ ଜଗିଛନ୍ତିି । ଅଭିଯୁକ୍ତଙ୍କୁ ଯମରାଜଙ୍କ ପାଖକୁ ପଠାଇବାକୁ ମୋତେ କେହି…
Read More...

ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ : ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା; ଲୋକସଭାରେ ବିବୃତି ରଖିବେ…

କନକ ବ୍ୟୁରୋ : ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । କିଛି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ…
Read More...

ଯୁଦ୍ଧ ମୈଦାନ ପରେ ଏବେ ଦୁନିଆର ସବୁଠୁ ବଡ ଅଦାଲତରେ ଋଷ-ୟୁକ୍ରେନ୍ ମୁହାଁମୁହିଁ । ଆଜିଠୁ ଶୁଣାଣୀ ।

କନକ ବ୍ୟୁରୋ: ଏବେଯାଏଁ ଯୁଦ୍ଧକ୍ଷେତ୍ରରେ ଲଢୁଥିବା ଋଷ ଓ ୟୁକ୍ରେନ ଏବେ ଦୁନିଆର ସବୁଠୁ ବଡ ଅଦାଲତରେ ସାମ୍ନା ସାମ୍ନି ହେବେ । ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍  ବା (ଆଇସିଜେ)ରେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ମୁହାଁମୁହିଁ  ହୋଇଛନ୍ତି । ଆଜିଠାରୁ ଏହାର ଶୁଣାଣୀ ହେବାର ସୂଚନା ରହିଛି ।…
Read More...

୧୯୪୯ ସେପ୍ଟେମ୍ବର ୧୮- ୨୦୨୩ ସେପ୍ଟେମ୍ବର ୧୮ ତାରିଖ… ଦୀର୍ଘ ୭୪ ବର୍ଷ ପରେ ପୁଣି ହେବ ଦେଶର ନାମକୁ ନେଇ…

କନକ ବ୍ୟୁରୋ: ଆମ ଦେଶର ନାଁ ଇଣ୍ଡିଆ ନା ଭାରତ ରହିବ ଆଜିର ସ୍ୱତନ୍ତ୍ର ଅଧିବେଶରେ ଏହା ଉପରେ ତର୍କ ହେବାର ସୂଚନା ରହିଛି । ଏହି ପ୍ରସଙ୍ଗକୁ ନେଇ ଇତିହାସ ବି ରହିଛି । ଦୀର୍ଘ ୭୪ ବର୍ଷ ପୂର୍ବରୁ ଏପରି କିଛି ସଂସଦରେ ଘଟିଥିଲା ଯାହାର ଆଜି ପୁନରାବୃତ୍ତି ହୋଇପାରେ । ହେଲେ ଏହାର ପରିଣାମ କ’ଣ…
Read More...

ଆଜିଠୁ ସଂସଦ ସ୍ୱତନ୍ତ୍ର ଅଧିବେଶନ : ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ଆଗତ ପାଇଁ ପ୍ରସ୍ତାବ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ । ଏହା ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ । ଏଥିରେ ସରକାରୀ ଓ ବିରୋଧ ଦଳର ଅନେକ ନେତା ସାମିଲ ହୋଇଛନ୍ତି । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ…
Read More...